ରାଜଧାନୀରେ ଗଡିବ ୫୦ ବିଦ୍ୟୁତ୍ ଚାଳିତ ବସ୍ । ଫେବୃଆରୀରେ ୨୫ ଟି ଓ ମାର୍ଚ୍ଚରେ ୨୫ ଟି ବସ୍ ଆଣିବାକୁ କ୍ରୁଟ୍ ଦେଲା…

କନକ ବ୍ୟୁରୋ : ରାଜଧାନୀରେ ଗଡିବ ବିଦ୍ୟୁତ ଚାଳିତ ବସ୍ । ପରିବେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟସରକାର ରାଜଧାନୀରେ ବିଦ୍ୟୁତ୍ ଚାଳିତ ବସ୍ ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ବସ୍ ଗୁଡିକର ଚାର୍ଜ ପାଇଁ ଗାଡକଣା ନିକଟରେ ଏକ ବିଦ୍ୟୁତ୍ ସବ୍ ଷ୍ଟେସନଏବଂ ୫୦ ଟି ବସ୍ ରହିବାକୁ ଡିପୋ…

ବିହାରରେ ମହାଗଠବନ୍ଧନର ଭେଳା ବୁଡାଇଲା କଂଗ୍ରେସ, ଗୁଜୁରାଟରେ ଏନସିପି ଓ ବିଏସପିକୁ କିଛି ଆସନ ନଦେଇ ନିଜେ ବୁଡିଲା…

କନକ ବ୍ୟୁରୋ : ଗୁଜୁରାଟ, ବିହାର, ମଧ୍ୟପ୍ରଦେଶ ନିର୍ବାଚନ ଓ କଂଗ୍ରେସର ନିର୍ବାଚନ ରଣନୀତି ଉପରେ ଏବେ ଆଲୋକପାତ କରିବାର ସମୟ ଆସିଛି । ସଦ୍ୟ ବିହାର ନିର୍ବାଚନର ଫଳା ଫଳକୁ ଦେଖିଲେ କଂଗ୍ରେସ ଯେ ପତନର ଶେଷ ପାହାଚରେ ପହଂଚିସାରିଲାଣି ତାହା ଆଉ ଅଛପା ନାହିଁ । କଂଗ୍ରେସର ସ୍ଥିତି ଏମିତି ହୋଇଛି…

ବଲିଉଡର ଡ୍ରଗ୍ସଲିଙ୍କ୍ ମାମଲା । ଏନସିବି ରାର୍ଡାରରେ ଅଭିନେତା ଅଜୁନ ରାମପାଲ୍ । ଆଜି ହୋଇପାରେ ଜେରା

କନକ ବ୍ୟୁରୋ : ବଲିଉଡର ଡ୍ରଗ୍ସଲିଙ୍କ୍ ଚେର କେତେ ବାଟ ଲମ୍ବିଛି ତାହା ଏବେ ବି ନାର୍କୋଟିକ୍ କଣ୍ଟ୍ରୋଲ ବୋର୍ଡ ତା’ର ଚେର ପାଉନାହିଁ । ରିୟା ଚକ୍ରବର୍ତ୍ତି ଓ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତି ଠାରୁ ଆରମ୍ଭ ହୋଇଥିବା ଖୋଳତାଡ ଏବେ ଅଭିନେତା ଅଜୁର୍ନ ରାମପାଲଙ୍କ ନିକଟରେ ପହଂଚିଲାଣି ।…

ଆତଙ୍କବାଦୀଙ୍କ ଅମାନବୀୟ କାଣ୍ଡ । ଫୁଟବଲ୍ ପଡିଆରେ ପଶି ୫୦ ରୁ ଅଧିକ ଲୋକଙ୍କ କାଟିଲେ ମୁଣ୍ଡ

କନକ ବ୍ୟୁରୋ : ସାରା ବିଶ୍ୱ ଦିନକୁ ଦିନ ଆତଙ୍କବାଦର କରାଳ ଭିତରେ କରାୟତ ହେବାକୁ ଯାଉଛି । ଫ୍ରାନ୍ସ ପରେ ଏବେ ଆଫ୍ରିକୀୟ ଦେଶ ମୋଜାମ୍ବିକରେ ଦେଖିବାକୁ ମିଳିଛି ଆତଙ୍କବାଦୀଙ୍କ ଭୟାବହ କାଣ୍ଡ । ଏକ ଫୁଟବଲ୍ ପଡିଆରେ ଖେଳ ଚାଲିଥିବା ବେଳେ ଆତଙ୍କବାଦୀ ମାନେ ସେଠାରେ ପଶି ୫୦ ରୁ ଅଧିକ ଲୋକଙ୍କ…

ଅନଲାଇନ ନ୍ୟୁଜ୍,ଭିଜୁଆଲ ଓ ଅଡିଓ ପ୍ରୋଗ୍ରାମ ପାଇଁ ସରକାର ଆଣିବେ ଗାଇଡ୍ ଲାଇନ

କନକ ବ୍ୟୁରୋ : ଦେଶରେ ଏବେ ପଞ୍ଜିକୃତ ମିଡିଆ ଠାରୁ ଅନଲାଇନ ମିଡିଆ ବହୁଳ ଭାବରେ ପ୍ରଚାର ପ୍ରସାର ଚାଲିଛି । ଏଥିରେ ଅନେକ ମିଛ ଖବର ସହ ଭୂଲତଥ୍ୟ ଦେଇ ଲୋକଙ୍କୁ ଭୂଅାଁବୋଲା ଯାଉଛି । ଏସବୁକୁ ଦୃଷ୍ଟିରେ ରଖି କେନ୍ଦ୍ରସରକାର ଏହାକୁ ନିଜ ଅଧିନକୁ ନେବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ।…

ବଲିଉଡକୁ ଫେରିଲେ ରାନୁ ମଣ୍ଡଳ । ରେଳ ଷ୍ଟେସନରୁ ବଲିଉଡରୁ ଯାତ୍ରା ଏକ ସଂଘର୍ଷ ମୟ ଜୀବନ କାହାଣି ବାବଦରେ କିଛି

କନକ ବ୍ୟୁରୋ : ପୁଣି ଚମକିବ ରାନୁଙ୍କ ଭାଗ୍ୟ । ଦୀର୍ଘ ଦିନର ଅନ୍ତର ପରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ରାନୁ ମଣ୍ଡଳ । ଏକଦା ରେଳ ଷ୍ଟେସନରେ ଗୀତ ଗାଇ ରାତା ରାତି ଷ୍ଟାର ପାଲଟି ଯାଇଥିବା ରାନୁ ମଣ୍ଡଳଙ୍କୁ ନେଇ ପୁଣି ବଲିଉଡରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ହିମେଶ ରେଶମିଆଙ୍କ ଫିଲ୍ମରେ ‘ତେରି…