ଭୟାନକ ଭୂମିକମ୍ପରେ ଭାଙ୍ଗିଗଲା ବହୁତଳ ପ୍ରାସାଦ । ଭଙ୍ଗାକୋଠା ତଳେ ଚାପିହୋଇ ରହିଗଲେ ୩ ବର୍ଷର ଶିଶୁକନ୍ୟା । ୪୮ ଘଂଟା…

କନକ ବ୍ୟୁରୋ : ରଖେ ହରି ମାରେ କିଏ ? ଏହି ଉକ୍ତି ର ସତ୍ୟତା ଆମେ ଅନେକ ସମୟରେ ପ୍ରତିପାଦିତ ହୋଇସାରିଛି । ଯାହା ମଣିଷର ସତଚେଷ୍ଟା ଦ୍ୱାରା ହୋଇପାରେନାହିଁ ତାହା ହିଁ କେବଳ ଇଶ୍ୱର ଚାହିଁଲେ ସମ୍ଭବ ହୋଇପାରେ । ଏଭଳି କିଛି ଅସମ୍ଭବକୁ ସମ୍ଭବ କରିଥିବା ଇଶ୍ୱରଙ୍କୁ ଅଶେଷ ଧନ୍ୟବାଦ ଦେଇଛନ୍ତି…

ରାଜଧାନୀରେ ଦୈନିକ ସଂକ୍ରମଣ ଠାରୁ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଗତ ୨୪ ଘଂଟାରେ ୬୪ ଜଣ ସଂକ୍ରମିତ ଚିହ୍ନଟ…

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ଭୁବନେଶ୍ୱରରୁ ୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୭ ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ ଥିବା ବେଳେ ୪୭ ଜଣ…

ସୀମା ବିବାଦକୁ ନେଇ ଚୀନ ଓ ପାକିସ୍ତାନ ଉପରେ ଗର୍ଜିଲେ ବିପିନ ରାୱତ୍ । ହିଂସା ପାଇଁ ପାକିସ୍ତାନକୁ ସାହାଯ୍ୟ କରୁଛି ଚୀନ…

କନକ ବ୍ୟୁରୋ : ଚୀନ ଓ ଭାରତ ମଧ୍ୟରେ ସୀମା ବିବାଦକୁ ନେଇ ଚାଲିଥିବା ଲଢେଇର ଅବସାନ ପାଇଁ ଅଷ୍ଟମ ପର୍ଯ୍ୟାୟ କମାଣ୍ଡର ସ୍ଥରୀୟ ଆଲୋଚନା ଅବ୍ୟାହତ ରହିଛି । ଠିକ୍ ଏହି ସମୟରେ ଭାରତର ଚିଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍‌) ଜେନେରାଲ ବିପିନ ରାୱତଙ୍କ ବୟାନକୁ ନେଇ ଭାରତୀୟ ମାନେ ଭୟଭିତ ହୋଇଛନ୍ତି ।…

ଏବେ ଅଶିକ୍ଷା ନାମକ ଅନ୍ଧକାରରୁ ମୁକ୍ତ ହେବେ କଏଦୀଙ୍କ ପିଲା । କେରଳ ସରକାର ଘୋଷଣା କଲେ ସହାୟତା ରାଶି । କହିଲେ…

କନକ ବ୍ୟୁରୋ : ସାରା ଦେଶରେ ବାରମ୍ବାର କେରଳ ଏକ ମଡେଲ ହେବାକୁ ଚେଷ୍ଟା ଚଳାଇଛି । ଏହା ସହ କିଛି କ୍ଷେତ୍ରରେ ବି ସଫଳତା ହାସଲ କରିଛି । ସେ ଶିକ୍ଷା କ୍ଷେତ୍ରରେ ହେଉ କି ମହିଳା ସୁରକ୍ଷା କ୍ଷେତ୍ର । ସେ ଶ୍ରମିକଙ୍କୁ ସର୍ବନିମ୍ନ ମଜୁରୀ ଦେବା କଥା ହେଉ କି ସରକାରକୁ ଦୁର୍ନୀତି ମୁକ୍ତ ରଖିବାର…

ବଜାର ପ୍ରବେଶ କଲା ଫିଓଲ ଆପ୍ । କାରବାର ଉପରେ ମିଳୁଛି ୫୦ ପ୍ରତିଶତ କ୍ୟାସବ୍ୟାକ୍ । ଆପ୍ ମାଧ୍ୟମରେ ପେଟ୍ରୋଲ ଓ ଡିଜେଲର…

କନକ ବ୍ୟୁରୋ : କରୋନା ମହାମାରୀ ଲୋକଙ୍କର କ୍ରୟ କ୍ଷମତାକୁ ସିମିତ କରିଦେଇଛି । ଏମିତି କି ଖାଦ୍ୟ ସାମଗ୍ରୀ ସହ ଅନ୍ୟ ସମସ୍ତ ସାମଗୀର ଦର ଦ୍ରୁତ ବେଗରେ ବୃଦ୍ଧି ପାଇବାରେ ଲାଗିଛି । ଏଭଳି ସ୍ଥିତିରେ ଯଦି କେହି କୁହେ କି ଏକ ଆପ୍ ମାଧ୍ୟମରେ ଆପଣ ଅଧା ଦାମରେ ସାମଗ୍ରୀ କିଣି ପାରିବେ । ତେବେ…

ଗତ ୫ ତାରିଖରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପାଇ ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ସ୍ଥଗିତ କରାଯାଇଛି । ବିଏସ୍‌ଇ ର…

କନକ ବ୍ୟୁରୋ : ପାଖା ପାଖି ୮ ମାସ ହେବ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ୍ ରହିଛି । ସରକାର କେତେବେଳେ ସ୍କୁଲ ଖୋଲିବାକୁ କହୁଛନ୍ତି ତ ପୁଣି କେତେବେଳେ ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍କୁଲ ବନ୍ଦ ରଖିବାକୁ କହୁଛନ୍ତି । ଏଭଳି ସ୍ଥଳେ ୮ ମାସ ହୋଇଗଲା ଛାତ୍ର ଛାତ୍ରୀ ମାନେ ନା ସ୍କୁଲ ନା…