ବିମୁଦ୍ରୀକରଣକୁ ପୁରିଲା ୪ ବର୍ଷ । ଆଜି ବି ରିଜର୍ଭ ବ୍ୟାଙ୍କର ତଥ୍ୟ ଅସ୍ପଷ୍ଟ । ବିଜେପି କହିଲା ସଂଯୋଗ, ବିରୋଧୀଙ୍କ ମତ…

କନକ ବ୍ୟୁରୋ :ବିମୁଦ୍ରୀକରଣକୁ ପୁରିଲା ୪ ବର୍ଷ । ୪ ବର୍ଷ ତଳେ ଅର୍ଥାତ ନଭେମ୍ବର ୮ ତାରିଖ ୨୦୧୬ ମସିହା ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହଠାତ ଘୋଷଣା କରିଥିଲେ କି ଆଉ ପୁରୁଣା ୫ ଶହ ଓ ୧ ହଜାର ଟଙ୍କିଆ ନୋଟ୍ ଚଳିବ ନାହିଁ । ଏହାର ଉର୍ଦ୍ଦେଶ୍ୟ ବାବଦରେ ସେ କହିଥିଲେ କି ଏପରି କରିବା…

ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ, ୪ ଯବାନ…

କନକ ବ୍ୟୁରୋ : ଭାରତୀୟ ସୁରକ୍ଷାକର୍ମୀ ପାକିସ୍ତାନର ଏକ ବଡ ଚକ୍ରାନ୍ତକୁ ପଣ୍ଡ କରିଦେଇଛନ୍ତି । ଜମ୍ମୁ-କାଶ୍ମୀର ସୀମାନ୍ତରେ ରବିବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହେବା ସହ ଭାରତୀୟ ସେନାର ୪ ଜଣ ଯବାନ ସହୀଦ ହୋଇଛନ୍ତି । ଏହି…

ବିଶ୍ୱ ଭ୍ରମଣ ନିଶାରେ ଲୁଟୁଥିଲେ ଏଟିଏମ୍ । ଗୋଟିଏ ରାଜ୍ୟରୁ ଲୁଟ୍ ପରେ ବିମାନ ଯୋଗେ ପଳାଉଥିଲେ ଅନ୍ୟ ରାଜ୍ୟକୁ । ନିଶା…

କନକ ବ୍ୟୁରୋ : କିଛି ଲୋକ ଖାଇବାକୁ ନପାଇ ଚୋରୀ କରନ୍ତି ତ କେହି ଶ୍ରମକରି ବଂଚିବାକୁ ନାପସନ୍ଦ କରି ଚୋରି କରନ୍ତି । କେହି କେହି ବିଭିନ୍ନ ପରିସ୍ଥିତିରେ ପଡି ଚୋରୀ କରିବାକୁ ବାଧ୍ୟ ହୋଇଥାନ୍ତି । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ୨ ଜଣ ଯୁବକ ବିଶ୍ୱ ଭ୍ରମଣ କରିବାକୁ ଚୋରି କରୁଛନ୍ତି ।…

କି କର୍ମ କରିଥିଲେ ନେହେରୁ । ଆମେରିକାରେ ଟ୍ରମ୍ପଙ୍କ ପରାଜୟ ପାଇଁ କିଭଳି ନେହେରୁ ଦାୟୀ ? ଏନେଇ କିଛି ରୋଚକ କଥା

କନକ ବ୍ୟୁରୋ : ଆମେରିକାର ରାଷ୍ଟ୍ରପତି ନିର୍ବାଚନକୁ ନେଇ ଆମେରିକାରେ ଯେତିକି ଉତ୍ସୁକତା ଦେଖା ଦେଇଥିଲା ତା ଠାରୁ ଅଧିକ ଉତ୍ସୁକ ଥିଲେ ଭାରତୀୟ ମାନେ । ଏହାର ମୁଖ୍ୟ କାରଣ ଥିଲା ଭାରତୀୟ ବଂଶୋଦ୍ଭବ କମଳା ହାରିସ୍ ସେଠିକାର ଉପରାଷ୍ଟ୍ରପତି ଭାବେ ନିର୍ବାଚନ ଲଢିବା । ନିର୍ବାଚନ ସରିଲା ଓ ଫଳା…

ହରିୟାଣା ସରକାର ଆଣିଲେ ‘ରାଇଟ୍ ଟୁ ରିକଲ’ ଆଇନ । ପ୍ରଥମେ ସରପଞ୍ଚଙ୍କ ଉପରେ ଏହା ଲାଗୁ କରାଯିବ । ସରପଞ୍ଚଙ୍କ ବିରୋଧରେ…

କନକ ବ୍ୟୁରୋ : ଗଣତାନ୍ତ୍ରିକ ବ୍ୟବସ୍ଥାରେ ଭୋଟ ପାଇ ନିର୍ବାଚିତ ହେବା ପରେ ଜଣେ ପ୍ରତିନିଧି ଏକ ନିର୍ଦ୍ଦିଷ୍ଟ ଅବଧି ପାଇଁ କ୍ଷମତାରେ ରହିଥା’ନ୍ତି । ଏହି ଅବଧି ପୂରଣ ନହେବା ଯାଏ ତାଙ୍କୂୁ କ୍ଷମତାରୁ ହଟାଯାଇ ପାରିବ ନାହିଁ । ହେଲେ ଏବେ ଦେଶର ପ୍ରଥମଥର ପାଇଁ ହରିଆଣା ସରକାର ଏମିତି କିଛି ଆଇନ…

ମନ୍ଥର ହେଉଛି ମହାମାରୀ ଗତି! ଗତ ୨୪ ଘଂଟାରେ ୧୪୩୪ ଆକ୍ରାନ୍ତ, ୧୫ ମୃତ । ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା…

କନକ ବ୍ୟୁରୋ : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୪୩୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ ସେଣ୍ଟରରୁ ୮୩୩ ଜଣ ଥିବା ବେଳେ ଲୋକାଲ କେସ ୬୦୧ ରହିଛି । ଅନୁଗୁଳ ୯୦, ବାଲେଶ୍ୱର ୯୯, ବରଗଡ ୪୫, ଭଦ୍ରକ ୩୧, ବଲାଙ୍ଗୀର ୬୬, ବୌଦ୍ଦ ୬, କଟକ ୧୪୧, ଦେଓଗଡ ୫,…