ବଲିଉଡର ଡ୍ରଗ୍ସଲିଙ୍କ୍ ମାମଲା । ଏନସିବି ରାର୍ଡାରରେ ଅଭିନେତା ଅଜୁନ ରାମପାଲ୍ । ଆଜି ହୋଇପାରେ ଜେରା

କନକ ବ୍ୟୁରୋ : ବଲିଉଡର ଡ୍ରଗ୍ସଲିଙ୍କ୍ ଚେର କେତେ ବାଟ ଲମ୍ବିଛି ତାହା ଏବେ ବି ନାର୍କୋଟିକ୍ କଣ୍ଟ୍ରୋଲ ବୋର୍ଡ ତା’ର ଚେର ପାଉନାହିଁ । ରିୟା ଚକ୍ରବର୍ତ୍ତି ଓ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତି ଠାରୁ ଆରମ୍ଭ ହୋଇଥିବା ଖୋଳତାଡ ଏବେ ଅଭିନେତା ଅଜୁର୍ନ ରାମପାଲଙ୍କ ନିକଟରେ ପହଂଚିଲାଣି ।…

ଆତଙ୍କବାଦୀଙ୍କ ଅମାନବୀୟ କାଣ୍ଡ । ଫୁଟବଲ୍ ପଡିଆରେ ପଶି ୫୦ ରୁ ଅଧିକ ଲୋକଙ୍କ କାଟିଲେ ମୁଣ୍ଡ

କନକ ବ୍ୟୁରୋ : ସାରା ବିଶ୍ୱ ଦିନକୁ ଦିନ ଆତଙ୍କବାଦର କରାଳ ଭିତରେ କରାୟତ ହେବାକୁ ଯାଉଛି । ଫ୍ରାନ୍ସ ପରେ ଏବେ ଆଫ୍ରିକୀୟ ଦେଶ ମୋଜାମ୍ବିକରେ ଦେଖିବାକୁ ମିଳିଛି ଆତଙ୍କବାଦୀଙ୍କ ଭୟାବହ କାଣ୍ଡ । ଏକ ଫୁଟବଲ୍ ପଡିଆରେ ଖେଳ ଚାଲିଥିବା ବେଳେ ଆତଙ୍କବାଦୀ ମାନେ ସେଠାରେ ପଶି ୫୦ ରୁ ଅଧିକ ଲୋକଙ୍କ…

ଅନଲାଇନ ନ୍ୟୁଜ୍,ଭିଜୁଆଲ ଓ ଅଡିଓ ପ୍ରୋଗ୍ରାମ ପାଇଁ ସରକାର ଆଣିବେ ଗାଇଡ୍ ଲାଇନ

କନକ ବ୍ୟୁରୋ : ଦେଶରେ ଏବେ ପଞ୍ଜିକୃତ ମିଡିଆ ଠାରୁ ଅନଲାଇନ ମିଡିଆ ବହୁଳ ଭାବରେ ପ୍ରଚାର ପ୍ରସାର ଚାଲିଛି । ଏଥିରେ ଅନେକ ମିଛ ଖବର ସହ ଭୂଲତଥ୍ୟ ଦେଇ ଲୋକଙ୍କୁ ଭୂଅାଁବୋଲା ଯାଉଛି । ଏସବୁକୁ ଦୃଷ୍ଟିରେ ରଖି କେନ୍ଦ୍ରସରକାର ଏହାକୁ ନିଜ ଅଧିନକୁ ନେବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ।…

ବଲିଉଡକୁ ଫେରିଲେ ରାନୁ ମଣ୍ଡଳ । ରେଳ ଷ୍ଟେସନରୁ ବଲିଉଡରୁ ଯାତ୍ରା ଏକ ସଂଘର୍ଷ ମୟ ଜୀବନ କାହାଣି ବାବଦରେ କିଛି

କନକ ବ୍ୟୁରୋ : ପୁଣି ଚମକିବ ରାନୁଙ୍କ ଭାଗ୍ୟ । ଦୀର୍ଘ ଦିନର ଅନ୍ତର ପରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ରାନୁ ମଣ୍ଡଳ । ଏକଦା ରେଳ ଷ୍ଟେସନରେ ଗୀତ ଗାଇ ରାତା ରାତି ଷ୍ଟାର ପାଲଟି ଯାଇଥିବା ରାନୁ ମଣ୍ଡଳଙ୍କୁ ନେଇ ପୁଣି ବଲିଉଡରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ହିମେଶ ରେଶମିଆଙ୍କ ଫିଲ୍ମରେ ‘ତେରି…

ମହାକାଶ ଷ୍ଟେସନରେ କେମିତି ରହନ୍ତି ଲୋକ ,ଆର୍ନ୍ତଜାତୀୟ ମହାକାଶ ଷ୍ଟେସନ କ’ଣ ? କାହିଁକି ନିର୍ମାଣ କରାଯାଇଥିଲା…

କନକ ବ୍ୟୁରୋ : ମହାକାଶ ବିଜ୍ଞାନରେ ଏବେ ବି ଭାରତ ତରଫରୁ ଅନେକ ରିସର୍ଚ୍ଚ ଚାଲିଛି । ହେଲେ ଆମେ ଏବେ ଆପଣଙ୍କୁ ଆର୍ନ୍ତଜାତିୟ ମହାକାଶ ଷ୍ଟେସନ ବା ଆଇଏସଏସ୍ ବାବଦରେ କିଛି ରୋଚକ ତଥ୍ୟ ଦେବାକୁ ଯାଉଛୁ । ପୃଥିବୀରୁ ପ୍ରାୟ ୧ ଶହ କିଲୋମିଟର ଉପରକୁ ଯିବା ପରେ ମହାକାଶ ଆରମ୍ଭ ହୋଇଥାଏ । ହେଲେ…

ବିହାର ନିର୍ବାଚନ ଫଳା ଫଳ ରୋମାଞ୍ଚକର । ବର୍ତ୍ତମାନ ଯାଏଁ ଏନଡିଏ ୭୦ ଆସନରେ ବିଜୟଲାଭ କରିଥିବା ବେଳେ ୫୮ ଆସନରେ…

କନକ ବ୍ୟୁରୋ : କୋଭିଡ କଟକଣା ପାଇଁ ବିହାରରେ ଭୋଟ ଗଣତି ବିଳମ୍ବ ହେବାରେ ଲାଗିଛି ସଂନ୍ଧ୍ୟା ୫.୩୦ ସୁଦ୍ଧା ଆସିଥିବା ସୂଚନା ମୁତାବକ ଏବେ ବି ଏନଡିଏ ମହାଗଠବନ୍ଧନ ଠାରୁ ଆଗରେ ରହିଛି । ଏହା ମଧ୍ୟରେ କିଛି ଆସନରେ ସମ୍ପୂର୍ଣ୍ଣ ଫଳା ଫଳ ଆସି ସାରିଛି । ୭୦ ଟି ଆସନରେ ଏନଡିଏ ପ୍ରାର୍ଥୀ ମାନେ…