କୃଷକ ଆନ୍ଦୋଳନକୁ ନେଇ ସିପିଆଇ ନେତା କହ୍ନେୟା କୁମାରଙ୍କ ଟ୍ୱିଟ୍ । କହିଲେ କୃଷକ ମାନେ କ’ଣ ୧୫ ଲକ୍ଷ ମାଗୁଛନ୍ତି ନା…

କନକ ବ୍ୟୁରୋ : ସିପିଆଇ ନେତା ତଥା ଜେଏନୟୁର ପୂର୍ବତନ ଛାତ୍ରସଂଘ ଅଧ୍ୟକ୍ଷ କୃଷି ଆନ୍ଦୋଳନ ଆଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଦେଶର କୃଷକ ମାନେ ମୁକ ନୁହନ୍ତି ଯାହାଙ୍କୁ ତୁମେ ପୁଞ୍ଜିପତିଙ୍କ ପାଖରେ ବିକି ଦେବ ବା ବନ୍ଧା ପକାଇ ଦେବ । ସେ…

ଶୀଘ୍ର ଆସିବ କରୋନା ଟିକା । ଅହମ୍ମଦାବାଦ ଜାଈଡସ୍ ବାୟୋଟେକ୍ ପାର୍କରେ ପ୍ରସ୍ତୁତ ହେଉଥିବା କରୋନା ଟିକାର ସମୀକ୍ଷ କଲେ…

କନକ ବ୍ୟୁରୋ : ୩ ଟି କରୋନା ଟିକା ପ୍ରକ୍ରିୟାକରଣ ଫାର୍ମ ପରିଦର୍ଶନରେ ବାହାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସକାଳ ୯.୩୦ ରେ ଅହମ୍ମଦାବାଦର ଜାଈଡସ୍ ପାର୍କ ପରିଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ । ସେ ସେଠାରେ ପହଂଚିବା ପରେ କୋଭିଡ୍ ଟିକା ବିକାଶ ନେଇ ସମୀକ୍ଷା କରିଥିଲେ ।…

ଉତ୍ତରପ୍ରଦେଶରେ ଲାଗୁ ହେଲା ଲଭ୍ ଜେହାଦ୍ ଆଇନ୍। ସରକାର ଆଣିଥିବା ଅଧ୍ୟାଦେଶ ଉପରେ ମୋହର ଲଗାଇଲେ ରାଜ୍ୟପାଳ

କନକ ବ୍ୟୁରୋ : ଉତ୍ତରପ୍ରଦେଶ ରେ ଲଭ୍ ଜେହାଦକୁ ନେଇ ରାଜ୍ୟସରକାରଙ୍କ ଦ୍ୱାରା ପାରିତ ହୋଇଥିବା ଅଧ୍ୟାଦେଶ ଉପରେ ମୋହର ଲଗାଇଛନ୍ତି ରାଜ୍ୟପାଳ ଆନନ୍ଦିବେନ୍ ପଟେଲ୍ । ଯାହା ଫଳରେ ଉତ୍ତରପ୍ରଦେଶରେ ଆଜିଠାରୁ ଲଭ୍ ଜେହାଦ ଆଇନ୍ ଲାଗୁ ହୋଇଛି । କହିରଖୁ କି ଗତ ମଙ୍ଗଳବାର (୨୪ ନଭେମ୍ବର) ଦିନ…

ଦିଲ୍ଲୀ ସୀମାରେ ରାତି କାଟିଲେ ହଜାର ହଜାର କୃଷକ । କଳା ଆଇନ ବାତିଲ ନହେବା ଯାଏଁ ଚାଲିବ ଆନ୍ଦୋଳନ । ଆନ୍ଦୋଳନ ବେଳେ…

କନକ ବ୍ୟୁରୋ : କେନ୍ଦ୍ରସରକାରଙ୍କ ଚାଷୀ ବିରୋଧୀ ନୀତିକୁ ବିରୋଧ କରି ରାଜରାସ୍ତାକୁ ଉହ୍ଲାଇଛନ୍ତି ହଜାର ହଜାର କୃଷକ । କେନ୍ଦ୍ରସରକାର ଏହି କଳା ଆଇନକୁ ପ୍ରତ୍ୟାହାର କରନ୍ତୁ ବୋଲି ଚାଷୀ ମାନେ ଅଡି ବସିଛନ୍ତି । ହେଲେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ରସିଂ ତୋମାର କହିଛନ୍ତି କି ନୂତନ କୃଷି…

ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଭ୍ୟାକ୍ସିନ କେନ୍ଦ୍ର ଗସ୍ତ କରିବେ । ପୁନେ, ହାଇଦ୍ରାବଦ ଓ ଅହମ୍ମଦାବାଦର…

କନକ ବ୍ୟୁରୋ : ଆସନ୍ତାକାଲି (ଶନିବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ୩ ଟି ଭ୍ୟାକ୍ସିନ୍ କେନ୍ଦ୍ର ଗସ୍ତ କରି ଭ୍ୟାକ୍ସିନ ବିକାଶ ଉପରେ ସମୀକ୍ଷା କରିବେ ବୋଲି ସୂଚନା ମିଳିଛି । ମୋଦି ପ୍ରଥମେ ଅହମ୍ମଦାବାଦର ଜାଇଡସ୍ କେଡିଲା କେନ୍ଦ୍ର ଗସ୍ତ କରିବେ । ଏହାପରେ ପୁଣେର ସିରମ୍…

ଭାରତ ପ୍ରଥମଥର ପାଇଁ ଏସସିଓ ବୈଠକ ଆୟୋଜନ କରିବାର ସୁଯୋଗ ପାଇଛି । ଭିଡିଓ କନଫେରେନ୍ସିଂ ମାଧ୍ୟମରେ ହେବ ଆଲୋଚନା

କନକ ବ୍ୟୁରୋ : ୨୦୧୭ ମସିହାରେ ଏସସିଓ ବା ସଂଘାଇ ସହଯୋଗ ସଂଗଠନର ସଦସ୍ୟ ହୋଇଥିଲା ଭାରତ । ସଦସ୍ୟ ହେବାର ମାତ୍ର ୩ ବର୍ଷ ମଧ୍ୟରେ ନିଜ ଦେଶରେ ବୈଠକ କରିବାର ସୁଯୋଗ ପାଇଛି ଭାରତ । ଏହି ବୈଠକର ଅୟୋଜନ କରିବାରେ ଭାରତ ବେସ୍ ଗୌରବ ହାସଲ କରିବ । ହେଲେ କରୋନା ମହାମାରୀ ପାଇଁ ବୈଠକର ଆଲୋଚନା କେବଳ…