ସିଙ୍ଗାପୁରରେ ପହଁଚିଲେ ରକେଟ୍ ମ୍ୟାନ୍ କିମ୍ ଜଙ୍ଗ୍ ଉନ୍ ! ଜୁନ ୧୨ ତାରିଖରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

କନକ ବ୍ୟୁରୋ : ବହୁ ପ୍ରତୀକ୍ଷିତ କିମ-ଟ୍ରମ୍ପ ସାକ୍ଷାତ ଆଲୋଚନା ପୂର୍ବରୁ ସିଙ୍ଗାପୁରରେ ଆସି ପହଞ୍ଚିଛନ୍ତି ଉତ୍ତର କୋରିଆ ରାଷ୍ଟ୍ରମୁଖ୍ୟ କିମ ଜୋଙ୍ଗ ୟୁନ । ଏୟାର ଚାଇନା ୭୪୭ ରେ ପ୍ୟଙ୍ଗୟାଙ୍ଗରୁ ବେଜିଂ ଅଭିମୁଖେ ବାହାରିଥିଲେ କିମ୍ । ତେବେ ଯାତ୍ରା ସମୟରେ ସେ ସିଙ୍ଗାପୁର ଅଭିମୁଖେ ରାସ୍ତା…

ଉତ୍ତର ପଶ୍ଚିମ ଆଡକୁ ମୁହାଁଉଛି ମୌସୁମୀ ବାୟୁ ! ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଜ୍ରାଘାତ ସହ ବର୍ଷା ସମ୍ଭାବନା ।

କନକ ବ୍ୟୁରୋ : ମୌସୁମୀ ବାୟୁ ବର୍ତମାନ ଦକ୍ଷିଣପୂର୍ବ ଦିଗରୁ ଉତ୍ତର ପଶ୍ଚିମ ଆଡକୁ ମୁହାଁଉଛି । ଆସନ୍ତା ୪୮ଘଣ୍ଟା ମଧ୍ୟରେ ମୌସୁମୀ ବାୟୁ ରାୟଗଡା, କଳାହାଣ୍ଡି, ଗଂଜାମ, ଖୋର୍ଦ୍ଧା ଓ ପୁରୀକୁ ସମ୍ପୁର୍ଣ୍ଣ ଭାବେ ଛୁଇଁବ । ତେବେ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଆସନ୍ତା ୨୪ଘଣ୍ଟା…

ଟ୍ରଲି ଚାଳକଙ୍କ ଝିଅ ଟପ୍ପର ! ଯୁକ୍ତ ଦୁଇ କଳାରେ ଶେଷ୍ଠ ୧୦ ଜଣଙ୍କ ମଧ୍ୟରେ ଅଛନ୍ତି ଶକୁନ୍ତଳା ।

କନକ ବ୍ୟୁରୋ : ନିଷ୍ଠା ଓ ଅଧ୍ୟାବସାୟ ଆଗରେ ପୁଣି ହାର ମାନିଛି ଦାରିଦ୍ର୍ୟ । ଯୁକ୍ତ ଦୁଇ କଳାରେ ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଜଣେ ଟ୍ରଲି ଚାଳକଙ୍କ ଝିଅ । ଦୁଇ ଓଳି ଖାଇବା ପାଇଁ ଯେଉଁ ପରିବାର ନିତିଦିନ ସଂଘର୍ଷ କରେ, ସେହି ପରିବାରର ଝିଅ ଆଜି ସମସ୍ତଙ୍କ ଆଗରେ ରଖିଛନ୍ତି…

ଦିନ ମଜୁରିଆ ଭାବେ କାମ କରନ୍ତି ବାପା ! ଡିବିରି ଆଲୁଅରେ ପାଠ ପଢି ନିଟ୍ ପରୀକ୍ଷାରେ ସଫଳତା ପାଇଲା ପୁଅ ।

ନିକଟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ନିଟ୍ ପରୀକ୍ଷା ଫଳ ପ୍ରକାଶ କରିଛି । ଯେଉଁଥିରେ ପାଖାପାଖି ୭ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ତେବେ ପାସ ହୋଇଥିବା ପରୀକ୍ଷାର୍ଥୀ ମାନଙ୍କ ମଧ୍ୟରୁ ଏମିତି ଅନେକ ଅଛନ୍ତି ଯେଉଁମାନେ ଟପ୍ପର ହୋଇନାହାନ୍ତି ସତ କିନ୍ତୁ…

ସଇତାନ ଡାକ୍ତର ନେଇଗଲା ରୋଗୀର ଜୀବନ ! ହାତୁଡିରେ ଦାନ୍ତ ଉପାଡୁଥିବା ବେଳେ ଉଡିଗଲା ରୋଗୀର ପ୍ରାଣବାୟୁ ।

ଡାକ୍ତରମାନଙ୍କୁ ଭଗବାନଙ୍କର ଅବତାର ବୋଲି କୁହାଯାଇଥାଏ । କିନ୍ତୁ ବେଳେବେଳେ ଡାକ୍ତରମାନଙ୍କର ଦାୟିତ୍ୱହୀନତା ପାଇଁ ରୋଗୀର ଜୀବନ ମଧ୍ୟ ଚାଲିଯାଇଥାଏ । ଠିକ ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ବିହାରର ପାଟନା ଜିଲ୍ଲାର ଏକ ପ୍ରାଇଭେଟ ହସ୍ପିଟାଲରେ । ଦାନ୍ତ ଉପୁଡାଇବା ପାଇଁ ଆସିଥିବା…