ଚାର୍ଜରେ ଲାଗିଥିଲା ଫୋନ, କୁନି ପୁଅ ସନ୍ଦିପ ଖେଳୁଥିଲା ଗେମ ! ହଠାତ ଫାଟିଲା ମୋବାଇଲ, ଜଳିଗଲା ହାତ ଗୋଡ ।

ଚଳିତ ସମୟରେ ମୋବାଇଲ ଫୋନ ଏକ ଅତ୍ୟାବଶ୍ୟକ ସାମଗ୍ରୀ ହୋଇଯାଇଛି । ମୋବାଇଲ ଫୋନର ବ୍ୟବହାର ମଧ୍ୟ ଦିନକୁ ଦିନ ବଢି ବଢି ଚାଲିଛି । ଏପରିକି ଛୋଟ ଛୋଟ ପିଲାମାନେ ମଧ୍ୟ ମୋବାଇଲ ଫୋନ ପ୍ରତି ଅଧିକ ଆକୃଷ୍ଟ ହେଉଥିବା ଦେଖିବାକୁ ମିଳିଛି । ତେବେ ବେଳେବେଳେ ମୋବାଇଲ କେତେ ଭୟଙ୍କର ହୋଇପାରେ ସେନେଇ…

ଏଣିକି ସ୍କୁଲରେ ପିଲାମାନେ ଶୁଣିବେ ବୁଢୀ ଆଈ ମା’ କାହାଣୀ ! ସ୍କୁଲରେ ହେବ ସାଧୁ ସନ୍ଥ ପ୍ରବଚନ କାର୍ଯ୍ୟକ୍ରମ ।

ଛୋଟ ଛୋଟ ପିଲାମାନଙ୍କୁ ସଂସ୍କାର ଦେବା ପାଇଁ ଏଣିକି ସ୍କୁଲଗୁଡିକୁ ବୁଢୀ ଆଇ ମା’ ମାନଙ୍କୁ ଡକାଯିବ । ଏବଂ ସାଧୁ ସନ୍ଥ ପ୍ରବଚନ ମଧ୍ୟ ଶୁଣାଯିବ । ପ୍ରଥମ କରି ରାଜସ୍ଥାନରେ ଏହି ବ୍ୟବସ୍ଥା ଆସନ୍ତା ଜୁଲାଇ ମାସରୁ ଆରମ୍ଭ ହେବ । ରାଜସ୍ଥାନର ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପ୍ରତି…

ପେନସନ ଦେବ ନା ନାଗସାପ ଛାଡିବି ! ପେନସନ ଟଙ୍କା ପାଇଁ ବେକରେ ନାଗସାପ ଗୁଡାଇ ତହସିଲ କାର୍ୟ୍ୟାଳୟରେ ବୃଦ୍ଧା ।

ପେନସନ ଟଙ୍କା ପାଇଁ ବାରମ୍ବାର ତହସିଲ ଅଫିସ ଦୌଡୁଥିଲେ ମଧ୍ୟ ଏହି ବୃଦ୍ଧାଙ୍କ ଅସୁବିଧା କେହି ବୁଝୁନଥିଲେ । ଦୀର୍ଘ ୮ ମାସ ହେବ ପେନସନ ଟଙ୍କା ପାଇବା ପାଇଁ ସେ ତହସିଲ କାର୍ଯ୍ୟାଳୟକୁ ଯାଉଛନ୍ତି । କର୍ଣ୍ଣାଟକର ଗଡଗ ଜିଲ୍ଲାରେ ଜଣେ ବୃଦ୍ଧଙ୍କୁ ପେନସନ୍ ନମିଳିବାରୁ ସେ ବହୁ ଅସୁବିଧାରେ ଥିଲେ।…

ଭିକାରୀଙ୍କ ପାଇଁ ଭଗବାନ ସାଜିଛନ୍ତି ଏହି ଡାକ୍ତର ! ୪୦ଜଣ ଭିକାରୀଙ୍କୁ କଲେଣି ବ୍ୟବସାୟୀ ।

ଡ଼ାକ୍ତରଙ୍କୁ ଭଗବାନଙ୍କ ରୂପ ବୋଲି କୁହା ଯାଇଥାଏ । ଏହି କଥାଟିକୁ ସତ ପ୍ରମାଣ କରିଛନ୍ତି ପୁଣେର ଜଣେ ଡ଼ାକ୍ତର । ଏମବିବିଏସ୍ ଶେଷ କରି ତାଙ୍କ ସାଙ୍ଗ ସାଥୀମାନେ ଚାକିରି କରିଥିବା ବେଳେ ଏହି ଡ଼ାକ୍ତରଙ୍କ ଲକ୍ଷ୍ୟ ଥିଲା କିଛି ଅଲଗା । ଚାକିରି ଛାଡ଼ି ସେ ଗାଁ ଗାଁ ବୁଲିବା ଆରମ୍ଭ କରିଥିଲେ ।…

ବିଏସଏଫ ଯବାନଙ୍କୁ ନୂତନ ତାଲିମ ! ପାକିସ୍ତାନକୁ ମାତ୍ ଦେବା ପାଇଁ ଇସ୍ରାଏଲ ସ୍ନାଇପର୍ ଠାରୁ ତାଲିମ ନେବେ ସେନା ।

ଲାଇନ ଅଫ କଣ୍ଟ୍ରୋଲ (ଏଲ.ଓ.ସି) ଠାରେ ପାକିସ୍ତାନ କୂଟନିତୀ ପ୍ରୟୋଗ କରି ଭାରତୀୟ ବିଏସଏଫ ଯବାନଙ୍କୁ ସ୍ନାଇପିଙ୍ଗ ଜରିଆରେ ଟାର୍ଗେଟ କରୁଥିବା ଦେଖିବାକୁ ମିଳିଛି । ଏହାର ପ୍ରତିଯବାବ ଦେବାପାଇଁ ଭାରତକୁ ମିଳିଛି ଏକ ନୂଆ ଉପାୟ । ଖୁବ ଶୀଘ୍ର ଭାରତୀୟ ବର୍ଡର ସିକ୍ୟୁରିଟି ଫୋର୍ସ ଏବେ ଇସ୍ରାଏଲ…

ଚାଷୀଙ୍କ ଗୋଡକୁ କାମୁଡି ଫସିଗଲା ସାପ ! ଜାଣନ୍ତୁ ତା’ପରେ କଣ ହେଲା ।

ସାଧାରଣତଃ ସାପ ନାଁ ଶୁଣିଲେ ଆମ ମନରେ ଭୟ ସୃଷ୍ଟି ହୋଇଥାଏ । ତେବେ ଯଦି ସାପ କାମୁଡିବା ପରେ କେହି ତାକୁ ଗୋଡରେ ଗୋଡେଇ ହସ୍ପିଟାଲ ପର୍ଯ୍ୟନ୍ତ ଚାଲିଯାଏ, ତେବେ ଆପଣ କଣ କହିବେ । ଏମିତି ଏକ ଘଟଣା ବିହାରର ମଧେପୁରାରେ ଦେଖିବାକୁ ମିଳିଛି । ଏ ସମ୍ବନ୍ଧୀୟ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ…