ନବୀନଙ୍କୁ ଲାଇଭ୍ ଟାଇମ ଆଚିଭମେଣ୍ଟଆୱାର୍ଡ ମିଳିବାକୁ ନେଇ ତେଜିଲା ରାଜନୀତି, ରାଜ୍ୟ ସରକାରଙ୍କୁ ୨୨ ପ୍ରଶ୍ନ କଲା…

କନକ ବ୍ୟୁରୋ: ରବିବାର ଦିଲ୍ଲୀରେ ଲାଇଭ ଟାଇମ ଆଚିଭେମେଣ୍ଟଆୱାର୍ଡ ପାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ବିଜେଡି ପକ୍ଷରୁ ଆରମ୍ଭ ହୋଇଯାଇଛି ଜୋରଦାର ପ୍ରସ୍ତୁତି । ଆଉ ନବୀନଙ୍କୁ ସ୍ୱାଗତ କରିବାକୁ ଦିଲୀରେ ପହଞ୍ଚିଲେଣି ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଦଳର ଛାମୁଆ ସଙ୍ଗଠନ । ଖାଲି…

କଟକ ପକ୍ସୋ କୋର୍ଟ ବିଚାରପତିଙ୍କ ମୃତ୍ୟୁକୁ ନେଇ ବଢ଼ିଲା ରହସ୍ୟ। ହତ୍ୟା ଅଭିଯୋଗ ଆଣି ପରିବାର ଲୋକେ ଥାନାରେ ଦେଲେ ଏତଲା।

କନକ ବ୍ୟୁରୋ: ଯେଉଁ ପୁଅ ବିଚାରପତି ଆସନରେ ବସି ଅନେକ ମାମଲାର ବିଚାର କରିଛନ୍ତି, ଦୋଷୀଙ୍କୁ ଦଣ୍ଡାଦେଶ ଦେଇଛନ୍ତି ଆଉ ପୀଡିତଙ୍କୁ ନ୍ୟାୟ ଦେଇଛନ୍ତି । ସେହି ପୁଅ ଆତ୍ମହତ୍ୟା କରିବା ଖବରକୁ ସହଜରେ ଗ୍ରହଣ କରିପାରି ନାହାଁନ୍ତି ତାଙ୍କ ମାଆ । ସେ ଆତ୍ମହତ୍ୟା କରିନାହାଁନ୍ତି, ତାଙ୍କୁ ହତ୍ୟା…

ଅଧାବାଟରୁ ଉଭାନ ଟ୍ରକ କାକଟପୁରରୁ ଉଦ୍ଧାର। ଡ୍ରାଇଭର, ହେଲପରଙ୍କୁ ଗିରଫ କଲା ପୋଲିସ।

କନକ ବ୍ୟୁରୋ:  ଅଧାବାଟରୁ ଉଭାନ ହେଇଗଲା ଖାଦ୍ୟସାମଗ୍ରୀ ବୋଝେଇ ଟ୍ରକ । ଛତିଶଗଡରୁ ଆସୁଥିବା ଟ୍ରକ ଠିକଣା ସ୍ଥାନରେ ପହଞ୍ଚିବା ଆଗରୁ କୁଆଡେ ନିଖୋଜ ହୋଇଗଲା । ସଠିକ୍ ସମୟରେ ଖାଦ୍ୟ ସାମଗ୍ରୀ ପହଞ୍ଚିଲା ନାହିଁ, କି ଟ୍ରକର ଠିକଣା ମିଳିଲା ନାହିଁ । ତେଣୁ ଛତିଶଗଡରୁ ଖାଦ୍ୟ ବୋଝେଇ ଟ୍ରକ ଓଡିଶା…

କୋରାପୁଟରେ ସାରର ଘୋର ଅଭାବ। ଚାଷୀଙ୍କୁ ମିଳୁନାହିଁ ୟୁରିଆ ସାର।

କନକ ବ୍ୟୁରୋ:  ଚାଷୀଙ୍କୁ ମିଳୁନାହିଁ ୟୁରିଆ ସାର । ସରକାରୀ ଧାର୍ଯ୍ୟରେ ୟୁରିଆ ସାର କିଣିବା ପାଇଁ ଲ୍ୟାମ୍ପ ଆଗରେ ଲାଗୁଛି ଲମ୍ବାଧାଡ଼ି । ଗଛରୁ ଧାନ ବାହାରୁଥିବା ବେଳେ ଜଣେ ଚାଷୀ ପିଛା ମାତ୍ର ୨ ପ୍ୟାକେଟ ସାର ମିଳୁଛି, ଯାହା ପର୍ଯ୍ୟାପ୍ତ ନୁହେଁ । ତେଣୁ ଲ୍ୟାମ୍ପରୁ ସାର ସରିଯାଉଛି,…

ଆନନ୍ଦମୁଖର ହେଲା ସରକାରୀ ଉଚ୍ଚ ବିଦ୍ୟାଳୟ। ନିଜ ଖର୍ଚ୍ଚରେ ୨୬ ଆଦିବାସୀ ପିଲାଙ୍କ ଜନ୍ମଦିନ ପାଳିଲେ…

କନକ ବ୍ୟୁରୋ: ଜନ୍ମଦିନ ପାଳନ ପାଇଁ ଆନନ୍ଦମୁଖର ଆଶ୍ରମ ସ୍କୁଲ । ପ୍ରଥମ ଥର ପାଇଁ ବିଦ୍ୟାଳୟରେ ସମୂହ ଜନ୍ମଦିନ ପାଳନ କରାଯାଇଛି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ପିଲାମାନେ ପାଠ ପଢିବା ପାଇଁ ପରିବାର ଛାଡି ଆଶ୍ରମ ସ୍କୁଲରେ ରହୁଛନ୍ତି । ଅଧିକାଂଶ ପିଲା ସେମାନଙ୍କ ଜନ୍ମଦିନ ପାଳନ କରିନଥାନ୍ତି ।…

ସ୍ତ୍ରୀ ଦଶାହରେ ସ୍ୱାମୀଙ୍କ ମୃତ୍ୟୁ। ଅସହାୟ ପିଲାଙ୍କ ଦାୟିତ୍ୱ ନେବାକୁ ପ୍ରତିଶ୍ରୁତି ଦେଲେ ଭଦ୍ରକ ଜିଲ୍ଲାପାଳ। 

କନକ ବ୍ୟୁରୋ:  ଆଗପଛ ହୋଇ ଚାଲିଗଲେ ବାପା-ମାଆ । ୧୦ ଦିନର ବ୍ୟବଧାନରେ ପିଲାଙ୍କୁ ଅନାଥ କରିଦେଇ ପରପାରିର ସଦସ୍ୟ ହୋଇଗଲେ ସ୍ୱାମୀ-ସ୍ତ୍ରୀ । ଦୁନିଆକୁ ବୁଝିବା ଆଗରୁ ଅନାଥ ହୋଇଗଲେ ଦୁଇ କୁନି କୁନି ପିଲା । ମାଆଙ୍କ ଦଶାହ କର୍ମ ସରିନି, ବାପାଙ୍କ ଜୀବନ ଦୀପ ଲିଭିଗଲା । ଦଶତୁଠରୁ ଫେରିଥିବା…