ଦୁର୍ଘଟଣା ପରେ ବିଛଣାରେ ପଡିଛି ରୋଜଗାରିଆ ପୁଅ। ଚିକିତ୍ସା ପାଇଁ ଭତ୍ତା ଓ ରାସନ କାର୍ଡ ବନ୍ଧା ରଖିଲା ମାଆ ।

କନକ ବ୍ୟୁରୋ: ପୁଅର ଭଙ୍ଗା ଗୋଡ଼ର ଚିକିତ୍ସା ପାଇଁ ଭତ୍ତା କାର୍ଡ ଓ ରାସନ କାର୍ଡ ବନ୍ଧକ ରଖିଲା ମାଆ । କିଛି ଏଭଳି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲାରୁ । ଅଭିଯୋଗ ଅନୁଯାୟୀ ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଗାଦବାଗୁଡ଼ା ଗାଁର ୭୦ ବର୍ଷୀୟ ବୃଦ୍ଧା ସୁଲୋଚନା ଖୁରା ନିଜ ପୁଅର ଭଙ୍ଗା…

ବଡମ୍ବା ଅଞ୍ଚଳରେ ଫୁଡ ପଏଜନ୍: ଖାଦ୍ୟ ପାଲଟିଲା ବିଷ, ଜୀବନ ହାରିଲେ ଦୁଇ ଶିଶୁ ।

କନକ ବ୍ୟୁରୋ:  ଜୀବ ଖାଦ୍ୟ ଖାଏ ଜୀବନ ଜିଇଁବା ପାଇଁ । ହେଲେ ସେହି ଖାଦ୍ୟ ଯେ ଜୀବନ ନେଇଯିବ ତାହା କେହି କେବେ କଳ୍ପନା କରିନଥାନ୍ତି । କୁନି କୁନି ପିଲା ଖାଇଥିବା ଖାଦ୍ୟ ବିଷ ପାଲଟିଯିବ, ଦୁଇ ଭାଇ-ଭଉଣୀଙ୍କୁ ଏହି ଦୁନିଆରୁ ନେଇଯିବ, ତାହା କେହି କେବେ ଚିନ୍ତା କରିନଥିଲେ । ଏଭଳି ଏକ ଅଘଟଣ…

ଗୋରଖପୁରରେ ବଦଳିଲା ୫୦ ୱାର୍ଡର ନାଁ। ମିଆଁ ବଜାର ହେଲା ମାୟା ବଜାର …

କନକ ବ୍ୟୁରୋ: ଗୋରଖପୁର ନଗର ନିଗମ ୫୦ଟି ୱାର୍ଡର ନାଁ ପରିବର୍ତ୍ତନ କରିଛି । ଏହି ସମସ୍ତଙ୍କର ନୂଆ ନାମକରଣ ହୋଇଛି । ଏଥିରୁ ୨୪ଟିର ନାମ ମହାପୁରୁଷ ଏବଂ ବଳିଦାନ ଦେଇଥିବା ବ୍ୟକ୍ତିଙ୍କ ନାମରେ ରଖାଯାଇଛି । ଶିଖ ବହୁଳ ମହୋଦ୍ଦିପୁର ବର୍ତ୍ତମାନ ସର୍ଦ୍ଦାର ଭଗତ ସିଂହ ନଗର ନାମରେ ନାମିତ ହୋଇଛି ।…

ହେଲମେଟ ପିନ୍ଧୁ ନଥିବା ବ୍ୟକ୍ତି ହୋଇଯାଆନ୍ତୁ ସାବଧାନ। ୧୨ ହଜାରରୁ ଅଧିକ ଲାଇସେନ୍ସ ରଦ୍ଦ କଲା ପରିବହନ ବିଭାଗ।

କନକ ବ୍ୟୁରୋ: ରାଜ୍ୟ ପରିବହନ ବିଭାଗ ୧୨ ହଜାର ୫ ଶହ ଲାଇସେନ୍ସ ରଦ୍ଦ କରିଛି । ସେହିଭଳି ହେଲମେଟ ନପିନ୍ଧି ଗାଡି ଚଳାଉଥିବା ଚାଳକଙ୍କ ବିରୋଧରେ ୨୪, ୪୭୪ଟି ଇ-ଚାଲାଣ ହୋଇଥିବା ସୂଚନା ଦିଆଯାଇଛି। ରାଜ୍ୟ ପରିବହନ ପ୍ରାଧୀକରଣ (ଏସଟିଏ) ସାରା ରାଜ୍ୟରେ ସ୍ୱତନ୍ତ୍ର ଅଭିଯାନ ଜାରିରଖିଥିଲା ।…

ଭୁଷୁଡୁଛି ଚୀନର କର୍ପୋରେଟ କ୍ଷେତ୍ର। କୋଭିଡ୍ ନୀତି ଏବଂ ରିଅଲ ଇଷ୍ଟେଟ ସଙ୍କଟ ବଡ କାରଣ।

କନକ ବ୍ୟୁରୋ: ବେଜିଂରେ ଜିରୋ କୋଭିଡ୍ ନୀତି ଏବଂ ରିଅଲ ଇଷ୍ଟେଟ ସଙ୍କଟ ଯୋଗୁ ଚୀନର ଅନେକ କମ୍ପାନୀ ଉପରେ ଏହାର ପ୍ରଭାବ ପଡୁଛି । ବର୍ତ୍ତମାନ ଦେଶରେ ରୋଜଗାରର ସବୁଠାରୁ ଖରାପ ସ୍ଥିତି ଜାରି ରହିଛି ।ଗୋଟିଏ ରିପୋର୍ଟ ଅନୁସାରେ ସାଂଘାଇ, ସେନଜେନ ଏବଂ ବେଜିଂରେ ତାଲିକାଭୁକ୍ତ ହୋଇଥିବା ୪ ହଜାର ୮…