ଟ୍ୱିଟରରୁ ହଟିଯିବ ସମସ୍ତଙ୍କ ବ୍ଲୁ ଟିକ୍, ଏଲନ ମସ୍କଙ୍କ ବଡ ଘୋଷଣା। ଜାଣନ୍ତୁ କାରଣ

କନକ ବ୍ୟୁରୋ: ଟ୍ୱିଟରରେ ଭେରିଫାଏଡ ଆକାଉଣ୍ଟକୁ ପ୍ରଥମେ ବ୍ଲୁ ଟିକ୍ ପ୍ରଦାନ କରାଯାଉଥିଲା । ବର୍ତ୍ତମାନ କମ୍ପାନୀ ଏହାକୁ ସବସ୍କ୍ରିପସନ ଜରିଆରେ ପ୍ରଦାନ କରୁଛି । ଏହା ଛଡା ଗୋଲ୍ଡ ଏବଂ ଗ୍ରେ ଟିକ ମଧ୍ୟ ପ୍ରଦାନ କରାଯାଉଛି । କମ୍ପାନୀର ଭେରିଫାଏଡ ଆକାଉଣ୍ଟକୁ ଗୋଲେଡନ୍ ଟିକ୍ ପ୍ରଦାନ…

ଜଗବନ୍ଧୁ ଚାନ୍ଦଙ୍କୁ ରିମାଣ୍ଡରେ ନେବାକୁ ଝାରପଡା ଜେଲରେ ଇଡ଼ି ଟିମ୍। ରିମାଣ୍ଡ ବେଳେ ପତ୍ନୀ ଅର୍ଚ୍ଚନାଙ୍କ ସହ…

କନକ ବ୍ୟୁରୋ: ମୁହାଁମୁହିଁ ଜେରା ହେବେ ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦ । ସ୍ୱାମୀ-ସ୍ତ୍ରୀଙ୍କୁ ଏକାଠି ବସାଇ ଜେରା କରିବ ଇଡି । ଅର୍ଚ୍ଚନାଙ୍କୁ ୬ଦିନ ଓ ଜଗବନ୍ଧୁଙ୍କୁ ୯ଦିନ ରିମାଣ୍ଡରେ ନେଇଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଅର୍ଚ୍ଚନାଙ୍କୁ ଦ୍ୱିତୀୟ ଥର ପାଇଁ ରିମାଣ୍ଡରେ ନେଇଛି ଇଡି ।…

ଅର୍ଚ୍ଚନା ନାଗ ମାମଲାରେ ଶ୍ରଦ୍ଧାଞ୍ଜଳିଙ୍କୁ ଝଟକା, ଅନ୍ତରୀଣ ସୁରକ୍ଷା ଦେବାକୁ ମନାକଲେ କୋର୍ଟ।

କନକ ବ୍ୟୁରୋ: ଶ୍ରଦ୍ଧାଞ୍ଜଳିଙ୍କୁ ହାଇକୋର୍ଟରୁ ଝଟକା । ଅନ୍ତରୀଣ ସୁରକ୍ଷା ଦେବାକୁ ମନାକଲେ କୋର୍ଟ । କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ଶ୍ରଦ୍ଧାଞ୍ଜଳି । ସେପଟେ ତଦନ୍ତରେ ଇଡିକୁ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଇଡି ପକ୍ଷରୁ କୁହାଯାଇଥିଲା ଯେ ସେ ତଦନ୍ତରେ ସହଯୋଗ…

ପୁଇଁତଳାରେ ବିଧାୟକଙ୍କୁ ସକାଳେ କଳାପତାକା, ସନ୍ଧ୍ୟାରେ ଅଣ୍ଡାମାଡ। ପ୍ରକଳ୍ପର ଉଦଘାଟନ ପାଇଁ ଯାଇଥିଲେ ମୁକେଶ ମହାଲିଙ୍ଗ…

କନକ ବ୍ୟୁରୋ: ସକାଳେ କଳାପତାକା, ସନ୍ଧ୍ୟାରେ ଅଣ୍ଡାମାଡ । ଗତକାଲିର ଦିନ ଏପରି ଥିଲା ଲୋଇସିଂହାର ବିଧାୟକ ମୁକେଶ ମହାଲିଙ୍ଗଙ୍କ ସହିତ । ପୂର୍ବାହ୍ନରେ ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ଭାଲେର-କୁରୁଲ ସେତୁର ପ୍ରକଳ୍ପର ଉଦଘାଟନ ପାଇଁ ଭାଲେର ଯାଇଥିଲେ ବିଧାୟକ । ଫେରିବା ସମୟରେ ବିଜେଡି କର୍ମୀ…

ମୋଦୀ ସରକାରଙ୍କ ନୀତି ବାବଦରେ ଆଲୋଚନା କରୁଥିବା ରଘୁରାମ ରାଜନ ଭାରତ ଯୋଡୋ ଯାତ୍ରାରେ ସାମିଲ, ରାହୁଲଙ୍କ ପଦଯାତ୍ରାରେ…

କନକ ବ୍ୟୁରୋ: ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଆଜି ସକାଳୁ ସକାଳୁ ସେ ଏହି ଯାତ୍ରାରେ ସାମିଲ ହୋଇଥିଲେ । ରାଜସ୍ଥାନର ସୱାଇ ମାଧପୁରରେ କଂଗ୍ରେସର ପଦଯାତ୍ରାରେ ସାମିଲ ହୋଇଥିଲେ ।…

ଜାତିଗତ ଜନଗଣନା ସପକ୍ଷରେ ମହାରାଷ୍ଟ୍ର, ଓଡିଶା, ବିହାର। ସଂସଦରେ ଉତ୍ତର ରଖିଲେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ।

କନକ ବ୍ୟୁରୋ : ଜାତିଗତ ଜନଗଣନା ସପକ୍ଷରେ ୩ ରାଜ୍ୟ । ଲୋକସଭାରେ ଏନେଇ ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ । ଏହି ତିନି ରାଜ୍ୟ ହେଉଛନ୍ତି ମହାରାଷ୍ଟ୍ର, ଓଡିଶା, ବିହାର । କିଛି ସଂଗଠନ ମଧ୍ୟ ସରକାର ଆଗରେ ଜନଗଣନାରେ ଜାତିର ବିବରଣୀ ସାମିଲ କରିବାକୁ ଅନୁରୋଧ କରିଛନ୍ତି ।…