ବଜାରରେ ବଢୁଛି ବେତ ବାଉଁଶର ରାକ୍ଷୀ ଚାହିଦା । ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ହେଉଛନ୍ତି ସ୍ୱାବଲମ୍ବୀ

କନକ ବ୍ୟୁରୋ: ଆସୁଛି ଭାଇ-ଭଉଣୀଙ୍କ ପର୍ବ ରକ୍ଷାବନ୍ଧନ । ଏଥିପାଇଁ ଚାରିଆଡେ ଖୋଲିଛି ରାକ୍ଷୀ ଦୋକାନ । ଭଳିିକି ଭଳି ସୋଲ ,କାଗଜ, ଜରିରେ ତିଆରି ରାକ୍ଷୀରେ ଝଲସୁଛି ଦୋକାନ । ହେଲେ ଏମାନଙ୍କ ଭିଡରେ ବାରି ହୋଇପଡୁଛି ବାଉଁଶ ଓ ବେତ ରାକ୍ଷୀ । ଏବେ ରେସମ, ଜରି, ମାଳି ଆଦି ରାକ୍ଷୀରେ ଦୋକାନ…

ଆଜିଠାରୁ ଉଡାଣ ଭରିଲା Akasa Air । ମୁମ୍ବାଇରୁ ଅହମଦାବାଦ ପ୍ରଥମ ଉଡାଣ

କନକ ବ୍ୟୁରୋ: ଡିଜିସିଏ ଏୟାର ଅପରେଟର ପ୍ରମାଣ ମିଳିବା ପରେ ଆଜିଠାରୁ ଉଡାଣ ଆରମ୍ଭ କଲା  Akasa Air । ଏଥିପାଇଁ ଜୁଲାଇ ୨୨ ତାରିଖରୁ ଟିକେଟ୍ ବିକ୍ରି ଆରମ୍ଭ ହୋଇଯାଇଥିଲା । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆକାଶା ଏୟାରକୁ କମର୍ସିଆଲ ଫ୍ଲାଇଟ ପାଇଁ ସବୁଜ ସଙ୍କେତ…

ନେଦରଲ୍ୟାଣ୍ଡର ସୁପର ମ୍ୟାନ୍ । ଉଡନ୍ତା ହେଲିକପ୍ଟରରୁ ପୁଲଅପ୍ସ କରି ରଚିଲେ ଗିନିଜ୍ ୱର୍ଲ୍ଡ ରେକର୍ଡ

କନକ ବ୍ୟୁରୋ: ନିଜ ଫିଟନେସକୁ ନେଇ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ଯୁବକ ଏବେ ଆଉ ଏକ କାରଣକୁ ନେଇ ଚର୍ଚ୍ଚାରେ । ଏଥର ଉଡନ୍ତା ହେଲିକପ୍ଟରରେ ୨୫ଥର ପୁଲଅଫ୍ସ ମାରି ଗିନିଜ୍ ୱାର୍ଲ୍ଡ ରେକର୍ଡ କରିଛନ୍ତି ନେଦରଲ୍ୟାଣ୍ଡର ଯୁବକ ଷ୍ଟେନ୍ ବ୍ରାଉନି । ସୋସିଆଲ ମିଡିଆରେ ଏହି…

ବଜ୍ରପାତ ପଡି ତୈଳ ଡିପୋରେ ନିଆଁ, ୧୭ କର୍ମଚାରୀ ନିଖୋଜ, ୮୦ରୁ ଅଧିକ ଆହତ

କନକ ବ୍ୟୁରୋ: କ୍ୟୁବାରେ ଲଗାଣ ବର୍ଷା ଭିତରେ ଏକ ତୈଳ ଟ୍ୟାଙ୍କ ଉପରେ ବଜ୍ରପାତ ହେବାରୁ ନିଆଁ ଲାଗିଯାଇଛି । ଫଳରେ ସେଠାରେ ଉପସ୍ଥିତ ୧୭ ଅଗ୍ନିଶମ କର୍ମଚାରୀଙ୍କ ପତ୍ତା ମିଳୁନଥିବାବେଳେ ୮୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।…

ପ୍ରଥମ ନିଜସ୍ୱ SSLV ମିଶନକୁ ଲଞ୍ଚ କରି ଇସ୍ରୋ ରଚିଲା ଇତିହାସ । ଜାଣନ୍ତୁ ଏହାର ସ୍ୱତନ୍ତ୍ରତା ।

କନକ ବ୍ୟୁରୋ: ଇସ୍ରୋ ରବିବାର ସକାଳ ୯ଟା ୧୮ ରେ ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଏହାର ପ୍ରଥମ କ୍ଷୁଦ୍ର ଉପଗ୍ରହ ଉତକ୍ଷେପଣ ଯାନ ଏସଏସଏଲଭି-ଡି୧ ଉତକ୍ଷେପଣ କରିଛି ଏବଂ ଏକ ପୃଥିବୀ ପର୍ୟ୍ୟବେକ୍ଷଣ ଉପଗ୍ରହ (ଇଓଏସ-୦୨) ଏବଂ ଛାତ୍ରଙ୍କ ଦ୍ୱାରା ନିର୍ମିତ ଉପଗ୍ରହ ‘AzadiSAT’…

କଲୋନୀରେ ଗଛ ଲଗାଇବାରୁ ମହିଳାଙ୍କୁ ବିଜେପି ନେତାଙ୍କ ଅସଭ୍ୟ ଆଚରଣ । ମାମଲା ଦାଏର ପରେ ଫେରାର ନେତା

କନକ ବ୍ୟୁରୋ: ସତ୍ତା ବଳରେ ନେତାମାନେ ବିଭିନ୍ନ ସମୟରେ ଉନ୍ମତ୍ତ କାଣ୍ଡ ଘଟାଇବା ଦେଖିବାକୁ ମିଳେ । ଏବେ ଏପରି ଆଉ ଏକ ଘଟଣା ସାମନାକୁ ଅସିଛି । ଦିଲ୍ଲୀ ନୋଏଡା ଗୌତମ ନଗରରେ ଥିବା ସେକ୍ଟର-୯୮ରେ ରହୁଥିବା ଜଣେ ମହିଳାଙ୍କୁ ଅସଭ୍ୟ ବ୍ୟବହାର କରିଛନ୍ତି ବିଜେପି ବିଧାୟକ ଶ୍ରୀକାନ୍ତ ତ୍ୟାଗୀ ।…