ପାତ୍ରା ଚୌଲ ଜମି ଦୁର୍ନୀତି ମାମଲା: ଜେଲ ଗଲେ ଶିବସେନା ସାଂସଦ ସଞ୍ଜୟ ରାଉତ

କନକ ବ୍ୟୁରୋ: ପାତ୍ରା ଚୌଲ ଜମି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ସ୍ୱତନ୍ତ୍ର ପିଏମଏଲଏ ଅଦାଲତ ସୋମବାର ୧୪ ଦିନ ପାଇଁ ଜେଲକୁ ପଠାଇ ଦେଇଛନ୍ତି । ଜମି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ଦିର୍ଦ୍ଦେଶାଳୟ ପକ୍ଷରୁ ସଞ୍ଜୟଙ୍କ…

ନେତାଙ୍କ ଦାଦାଗିରି । ଟ୍ରାଫିକ୍ କନଷ୍ଟେବଳଙ୍କ ଗୋଡରେ ଚଢାଇଦେଲେ କାର୍ ।

କନକ ବ୍ୟୁରୋ: ବଳ, ବୟସ, କ୍ଷମତା ବଳରେ ନେତାମାନେ ଅନ୍ୟମାନଙ୍କ ଉପରେ ଦମନଲୀଳା କରୁଥିବା ଅନେକ ସମୟରେ ଦେଖାଯାଉଛି । ଉତ୍ତରପ୍ରଦେଶ ବାରାବଙ୍କିରେ ମଧ୍ୟ ଏପରି ଏକ ଘଟଣା ସାମନାକୁ ଆସିଛି । ବାରାବଙ୍କି ରାମନଗର ଇଲାକାରେ ଡ୍ୟୁଟିରେ ଥିବା ଜଣେ ଟ୍ରାଫିକ୍ କନଷ୍ଟେବଳଙ୍କ ଉପରେ କାର ଚଢାଇଦେଲେ  ।…

କମନୱେଲଥ ଗେମ୍ସରେ ଦେଶକୁ ଆଉ ଏକ ସ୍ୱର୍ଣ୍ଣ । ବ୍ୟାଡମିଣ୍ଟନରେ ପିଭି ସିନ୍ଧୁଙ୍କୁ ସ୍ୱର୍ଣ୍ଣ ।

କନକ ବ୍ୟୁରୋ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଦେଶକୁ ଆଉ ଏକ ସ୍ୱର୍ଣ୍ଣ ଭେଟି ଦେଇଛନ୍ତି ବ୍ୟାଡମିଣ୍ଟନ ସେନ୍ସେସନ୍ ପିଭି ସିନ୍ଧୁ । ମହିଳା ସିଙ୍ଗଲ୍ସ ଫାଇନାଲରେ କାନାଡାର ଏମ୍. ଲିଙ୍କୁ ୨୧-୧୫, ୨୧-୧୩ ସେଟରେ ହରାଇ ସ୍ୱର୍ଣ୍ଣ ପଦକ ହାତେଇଛନ୍ତି ସିନ୍ଧୁ । ଏହାସହ ସିନ୍ଧୁ ପ୍ରଥମ ରାଜ୍ୟଗୋଷ୍ଠୀ…

ଜାଭେଲିନ୍ ଥ୍ରୋରେ ନୀରଜ ଚୋପ୍ରାଙ୍କ ରେକର୍ଡ ଭାଙ୍ଗିଲେ ପାକିସ୍ତାନର ଅରଶଦ ନଦୀମ । ୯୦ ମିଟରରୁ ଅଧିକ ଦୂର ଭାଲା…

କନକ ବ୍ୟୁରୋ: ଇତିହାସ ରଚିଲେ ପାକିସ୍ତାନୀ ଜାଭେଲିନ୍ ଥ୍ରୋୟର ଅରସଦ୍ ନଦୀମ । ବର୍ମିଙ୍ଗହମରେ ଚାଲିଥିବା କମନୱେଲଥ୍ ଗେମରେ ୯୦ ମିଟରରୁ ଅଧିକ ଦୂର ଭାଲା ଫିଙ୍ଗି ଭାରତୀୟ ଜାଭେଲିିନ୍ ଥ୍ରୋୟର ନୀରଜ ଚୋପ୍ରାଙ୍କ ରେକର୍ଡ ଭାଙ୍ଗିଲେ । ଏହାସହ ଦେଶ ପାଇଁ ସ୍ୱର୍ଣ୍ଣ ଜିତି ପାକିସ୍ତାନର ହିରୋ…

ଖେଳାଳିଙ୍କ ସ୍ୱାସ୍ଥ୍ୟ ସହ ଖେଳ । କୋଭିଡ ପଜିଟିଭ୍ ଥିବା ଜାଣି ମଧ୍ୟ ଭାରତୀୟ ଟିମ୍ ସହ ମ୍ୟାଚ୍ ଖେଳିଲେ ଅଷ୍ଟ୍ରେଲିଆ…

କନକ ବ୍ୟୁରୋ: ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଟିମର ଖେଳାଳି ତାହିଲା ମୈକଗ୍ରା କୋଭିଡ ପଜିଟିିଭ୍ ଥିବା ଜାଣି ସୁଦ୍ଧା ଭାରତ ସହ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଖେଳିଲେ । ଅନ୍ତର୍ଜାତୀୟ କ୍ରିକେଟରେ ଏହା ପ୍ରଥମ ଘଟଣା, ଯେବେ କୌଣସି ଖେଳାଳିଙ୍କୁ କୋଭିଡ ପିଜଟିଭ୍ ଥିବା ଜଣାପଡିବା ପରେ ବି…

‘ମୁଖ୍ୟମନ୍ତ୍ରୀ ମହୋଦୟ! ନା ପୁରସ୍କାର ମିଳିଲା, ନା କିଛି ସହାୟତା…’ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଉପରେ…

କନକ ବ୍ୟୁରୋ: ଦେଶକୁ ମେଡାଲ ଭେଟି ଦେବାକୁ ନେତା ମନ୍ତ୍ରୀ ବଡ ବଡ କଥା କୁହନ୍ତି । ଖେଳାଳିଙ୍କୁ ଦେଶର ଗର୍ବ ଗୌରବ ବୋଲି କହିବା ସହ ତାଙ୍କୁ ସମ୍ମାନୀତ କରନ୍ତି । ହେଲେ ଯେତେବେଳେ ତାଙ୍କୁ ସାହାଯ୍ୟ ଆବଶ୍ୟକ ସେହି ସମୟରେ ସେମାନଙ୍କ ଆଡକୁ ଚାହାଁନ୍ତି ବି ନାହିଁ, ଦେଖାଦର୍ଶନ ବି ଦିଅନ୍ତି…