୨ ଦିନିଆ ମସ୍କୋ ଗସ୍ତରେ ଅଜିତ୍ ଡୋଭାଲ । ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ଚର୍ଚ୍ଚା ।

କନକ ବ୍ୟୁରୋ: ଭାରତୀୟ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ୨ ଦିନିଆ ଗସ୍ତ କରିଛନ୍ତି  । ବୁଧବାର  ରୁଷ ସୁରକ୍ଷା ପରାମର୍ଶଦାତା ନିକୋଲାଇ ପେତ୍ରୁସେଭଙ୍କ ସହ ସାକ୍ଷାତ କରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ଡୋଭାଲ ନିଜ ବିପକ୍ଷ ପେତ୍ରୁସେଭଙ୍କୁ ଭେଟି…

‘ଭାରତକୁ ‘ବିଶ୍ୱଗୁରୁ’ କରିବାକୁ ହେଲେ…ମହିଳାଙ୍କ ସମାନ ଭାଗୀଦାରୀ ଜରୁରୀ’ , ମହିଳାଙ୍କୁ ଭାଗବତଙ୍କ ପ୍ରଶଂସା

କନକ ବ୍ୟୁରୋ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ଭାରତୀୟ ପାରିବାରିକ ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି । ପରିବାର ଗଢିବାରେ ମହିଳାଙ୍କ ଦାୟିତ୍ୱକୁ ମଧ୍ୟ ଭୂୟସୀ ପ୍ରଶଂସା କରିଛନ୍ତି ।  ମହିଳାଙ୍କୁ ସମ୍ମାନ ଏବଂ ସଶକ୍ତିକରଣ ପ୍ରଥମେ ଘରୁ ଆରମ୍ଭ ହେବା ଉଚିତ ଏବଂ…

ବିଜେପି ନେତା ଶାହନବାଜ୍ ହୁସୈନଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଦାଏର ପାଇଁ ନିର୍ଦ୍ଦେଶ । ୩ ମାସ ମଧ୍ୟରେ ସମ୍ପୁର୍ଣ୍ଣ…

କନକ ବ୍ୟୁରୋ: ବିଜେପି ନେତା ତଥା ମୁଖପାତ୍ର ଶାହନବାଜ୍ ହୁସୈନଙ୍କ ବିରୋଧରେ ଯଥାଶୀଘ୍ର ଦୁଷ୍କର୍ମ ମାମଲା ଦାଏର କରିବାକୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଏହାସହ ୩ ମାସ ମଧ୍ୟରେ ମାମଲାର ଯାଞ୍ଚ କରି କୋର୍ଟରେ ଦାଖଲ କରିବାକୁ ମଧ୍ୟ କୋର୍ଟ  କଡା ନିର୍ଦ୍ଦେଶ…

ଜମ୍ମୁ-କାଶ୍ମୀରରେ ରହୁଥିବା ବାହାର ରାଜ୍ୟ ଲୋକେ ମଧ୍ୟ ଏଠାରେ ଦେଇପାରିବେ ଭୋଟ । ନିର୍ବାଚନ କମିଶନଙ୍କ ବଡ ଘୋଷଣା

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀରରେ ଚଳିତ ବର୍ଷ ହୋଇପାରେ ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ନିର୍ବାଚନ କମିଶନ ଏକ ବଡ ଘୋଷଣା କରିଛନ୍ତି । ଜମ୍ମୁ-କାଶ୍ମୀରର ମୁଖ୍ୟ ନିର୍ବାଚନ ଅଧିକାରୀ ହୃଦେଶ କୁମାରଙ୍କ ସୂଚନା ମୁତାବକ, କାଶ୍ମୀରରେ ରହୁଥିବା ବାହାର ରାଜ୍ୟର ଲୋକେ ମଧ୍ୟ ଏଠିକାର…

ଦିଦି ପାଳୁଛନ୍ତି ‘ଖେଲା ହୋବେ’ ଦିବସ । ରାଜ୍ୟରେ କ୍ରୀଡାକୁ ପ୍ରୋତ୍ସାହନ ଦେବାକୁ ଅଭିନବ ପ୍ରୟାସ

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ କ୍ରୀଡାକୁ ପ୍ରୋତ୍ସାହନ ଦେବାକୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଅଭିନବ ପ୍ରୟାସ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ୱାରା ଆରମ୍ଭ ହୋଇଛି ‘ଖେଲା ହୋବେ ଦିବସ’ । କ୍ରୀଡା କ୍ଷେତ୍ରରେ ରାଜ୍ୟରେ ଆଗେଇ ନେବାକୁ ଦଳର ନେତାମାନେ ଫୁଟବଲ ମ୍ୟାଚ୍‌ ଆୟୋଜନ…

ଖସୁଛି କରୋନା ମିଟର । ୯ ହଜାର ତଳେ ରହିଛି ଦୈନିକ ସଂକ୍ରମଣ

କନକ ବ୍ୟୁରୋ: ଆଜି ଦେଶରେ ଦୈନିକ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮ ହଜାର ୮୧୩ଟି ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୨୯ ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି । ବିଶେଷ କଥା ହେଉଛି ଯେ ଜୁନ୍ ୧୫ ପରେ ପ୍ରଥମ ଥର ପାଇଁ ଦୈନିକ…