ଜୁଲାଇ ୫ରୁ କଳିଙ୍ଗ ଷ୍ଟାଡିୟମରେ ଆଥଲେଟ୍ ମହାକୁମ୍ଭ ।

20

କନକ ବ୍ୟୁରୋ: ଜୁଲାଇ ୫ରୁ କଳିଙ୍ଗ ଷ୍ଟାଡିୟମରେ ଆଥଲେଟ୍ ମହାକୁମ୍ଭ । ୪୫ଟି ଦେଶର ପ୍ରତିଯୋଗୀ ୨୨ତମ ଏସିଆନ ଆଥଲେଟିକ୍ ମିଟରେ ସେମାନଙ୍କ କମାଲ ଦେଖାଇବେ । ତେବେ ଏଥିପାଇଁ ପ୍ରତିଯୋଗୀମାନେ ଭୁବନେଶ୍ୱରରେ ପହଂଚି ସାରିଛନ୍ତି । ଏନେଇ ଆଥଲେଟ୍ ଯଉନା ମୁର୍ମୁଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ।

ଦେଖନ୍ତୁ ଏହି ଭିଡିଓ-