Monthly Archives

June 2024

ମା’ କରିଥିଲେ ମାନସିକ, ପୁଅ କରୁଛି ପୂରଣ । ଦଣ୍ଡ ମାରିମାରି ଶ୍ରୀକ୍ଷେତ୍ର ଅଭିମୁଖେ କାଳିଆ ଠାକୁରଙ୍କ ପାଖକୁ ଚାଲିଛି…

କନକ ବ୍ୟୁରୋ: ମା’ କରିଥିଲେ ମାନସିକ ଯାହାକୁ ପୂରଣ କରୁଛି ପୁଅ । ଦଣ୍ଡ ମାରି ମାରି ବାଲିପାଟଣାରୁ ଶ୍ରୀକ୍ଷେତ୍ର ଅଭିମୁଖେ କାଳିଆ ଠାକୁରଙ୍କ ପାଖକୁ ଯାଉଛନ୍ତି ମା’-ପୁଅ । ପାଦ ଥକୁନି କି ମନ ହାରୁନି । ୮୦ କିଲୋମିଟର ଯାତ୍ରା ପାଇଁ ୮ ଦିନ ତଳୁ ଘରୁ ବାହାରିଛନ୍ତି । ଏହି ଦଣ୍ଡଯାତ୍ରା ପଛରେ…

ଭୁବନେଶ୍ୱରରେ ନୂଆ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ଅପରାହ୍ନରେ କରିବେ ଦାୟିତ୍ୱ ଗ୍ରହଣ  ।

କନକ ବ୍ୟୁରୋ: ଭୁବନେଶ୍ୱରରେ ପହଞ୍ଚିଲେ ନୂଆ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ମୁଖ୍ୟ ଶାସନ ଭାବେ ତାଙ୍କ ନାଁ ଘୋଷଣା ହେବା ପରେ ଆଜି ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ପହଞ୍ଚିିଛନ୍ତି । ଆଜି ଅପରାହ୍ନରେ ସେ ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିପାରନ୍ତି । ଆଜି ବର୍ତ୍ତମାନର…

ଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ । ବିଜେପିର ବିଜୟ ସମ୍ବର୍ଦ୍ଧନା ଉତ୍ସବରେ ହେବେ…

କନକ ବ୍ୟୁରୋ: ଦିଲ୍ଲୀ ଗସ୍ତା ସାରି ଫେରିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡା ମଧ୍ୟ ଫେରିଛନ୍ତି । ୩ ଦିନିଆ ଗସ୍ତରେ ଦିଲ୍ଲୀ ଯାଇ ବିଜେପିର ଶୀର୍ଷ ନେତାଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀ,…

ରୋହିତଙ୍କ ନାଁରେ ନୂଆ ରେକର୍ଡ । ବିଜୟ ସହ କ୍ରିକେଟ ଲିଜେଣ୍ଡ କପିଲ ଦେବ ଓ ମହେନ୍ଦ୍ର ସିଂ ଧୋନୀଙ୍କ ସହ ହେଲେ ସମକକ୍ଷ ।

କନକ ବ୍ୟୁରୋ: ଭାରତ ବିଶ୍ୱକପ୍ ବିଜୟ ସହ ରୋହିତ ଶର୍ମାଙ୍କ ନାଁରେ ଯୋଡି ହୋଇଯାଇଛି ନୂଆ ରେକର୍ଡ । କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ଓ ସଫଳତମ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ସମକକ୍ଷ ହୋଇଛନ୍ତି ହିଟ୍ ମ୍ୟାନ୍ ରୋହିତ ଶର୍ମା । ୧୯୮୩ ବିଶ୍ୱକପ୍ ବିଜୟୀ ଦଳର ଅଧିନାୟକ ଥିଲେ କପିଲ ଦେବ ।…

ସୂର୍ଯ୍ୟଙ୍କ କ୍ୟାଚ୍ କଲା କମାଲ । ଟି- ୨୦ ବିଶ୍ୱକପ୍ ଫାଇନାଲରେ ସୂର୍ଯ୍ୟ କୁମାର ଯାଦବଙ୍କ କ୍ୟାଚ୍ ଭାରତକୁ ଦେଖାଇଲା…

କନକ ବ୍ୟୁରୋ:କମାଲ କଲା ସୂର୍ଯ୍ୟକୁମାରଙ୍କ କ୍ୟାଚ୍ । ଭାରତର ବିଜୟ ସୂର୍ଯ୍ୟକୁମାର ଯାଦବଙ୍କ କନକ ବ୍ୟୁରୋ: କୁହାଯାଏ, କ୍ୟାଚ୍ ଜିତାଏ ମ୍ୟାଚ୍ । ଚଳିତ ଟି-୨୦ ବିଶ୍ୱକପ୍ ଫାଇନାଲରେ ଏହାର ପ୍ରମାଣ ଦେଖିବାକୁ ମିଳିଛି । ଯେତେବେଳେ ଶେଷ ଓଭରରେ ବୋଲିଂ କରିବାକୁ ଆସିଥିଲେ ହାର୍ଦ୍ଦିକ୍ ପାଣ୍ଡ୍ୟା,…

ରଥଯାତ୍ରା ପାଇଁ ପୁରୀ ଧାମକୁ ଚାଲିବ ୩୧୫ ସ୍ୱତନ୍ତ୍ର ଟ୍ରେନ୍ । ପୁରୀରେ ପ୍ରସ୍ତୁତି ସମୀକ୍ଷା କଲେ ରେଳମନ୍ତ୍ରୀ…

କନକ ବ୍ୟୁରୋ: ରଥଯାତ୍ରା ସମୟରେ ପୁରୀକୁ ଆସିବେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ଏଥିପାଇଁ ପୂର୍ବତଟ ରେଳପଥ ପକ୍ଷରୁ ୩୧୫ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ପ୍ରସ୍ତୁତି ହୋଇଛି । ଏହା ପୂର୍ବରୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀ ଗସ୍ତରେ ଆସି ଯାତ୍ରୀଙ୍କ ପାଇଁ ରେଳବାଇ ପକ୍ଷରୁ…