Monthly Archives

June 2024

କେଉଁଠି ଅଛନ୍ତି ଆଇପିଏସ୍ ଆଶିଷ ସିଂ? ସରିଗଲାଣି ଛୁଟି, ଫେରିନାହାଁନ୍ତି ଆଇପିଏସ୍ ଅଫିସର । ପୋଲିସ୍ ଡିଜିଙ୍କୁ ଚିଠି…

କନକ ବ୍ୟୁରୋ: କେଉଁଠି ଅଛନ୍ତି ଆଇପିଏସ୍ ଆଶିଷ ସିଂ? ସରିଗଲାଣି ଛୁଟି, ହେଲେ ଫେରିନାହାଁନ୍ତି ଆଶିଷ ସିଂ । ତେଣୁ ଏନେଇ ଆଜି ପୋଲିସ୍ ଡିଜିଙ୍କୁ ଚିଠି ଲେଖିଛନ୍ତି ଗୃହ ବିଭାଗର ଅତିରିକ୍ତ ସଚିବ ମୁରଲୀଧର ମଲ୍ଲିକ । ମିଳିଥିବା ସୂଚନା ମୁତାବକ, ମେ ୪ ତାରିଖରୁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ…

ସନ୍ଧ୍ୟାରେ ବଚସା, ରାତିରେ ହତ୍ୟା । ଅନ୍ଧାରର ସୁଯୋଗ ନେଇ ଛୁରା ମାଡ଼ । ଛୁରା ମାରି ଛୁ’ ହୋଇଗଲା ହତ୍ୟାକାରୀ

କନକ ବ୍ୟୁରୋ: ଚୌଦ୍ୱାର ବିରାଟ୍ ବଜାର ଠାରେ ଥିବା ଏହି ରାଧାକୃଷ୍ଣ ମିଷ୍ଟାନ୍ନ ଦୋକାନରେ ଯେଉଁ ହତ୍ୟାକାଣ୍ଡ ଘଟିଛି, ତାହା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଢ଼େଙ୍କାନାଳ ଅଞ୍ଚଳର ପ୍ରଶାନ୍ତ ମାଝୀଙ୍କୁ ହତ୍ୟା ଛୁରା ମାଡ଼ କରି ହତ୍ୟା କରିଛି ଅଭିଯୁକ୍ତ ଦୀପକ ଦେହୁରୀ । ଦୁଇଟି ଅଲଗା…

ରାଜ୍ୟରେ ବଡ଼ ଧରଣର ଜମି କେଳେଙ୍କାରୀର ଫିଟୁଛି ଗୁମର । ପାତ୍ରପଡ଼ା ଜମି ଜାଲିଆତିକୁ ନେଇ ଦୁଇ ଆଇପିଏସ ଅଧିକାରୀ…

କନକ ବ୍ୟୁରୋ: ରାଜଧାନୀରେ ସରକାରୀ ଜମି କେଳେଙ୍କାରୀକୁ ନେଇ ଖୋଲୁଛି ଗୁମର । ଏହି ଜମି କେଳେଙ୍କାରୀର ଗୁମର ଖୋଲିଛନ୍ତି ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଏମ୍ ନାଗେଶ୍ୱର ରାଓ । କେନ୍ଦ୍ରୀୟ ତଦନ୍ତ ବ୍ୟୁରୋର ସର୍ବୋଚ୍ଚ ପଦବୀରେ ଥିବା ଜଣେ ପ୍ରଭାବଶାଳୀ ଅଫିସର, ଜମି କିଣି ଠକାମିର ଶିକାର ହେବା…

କେବେ ସରିବ ଏକାମ୍ର ପ୍ରକଳ୍ପ କାମ? ପ୍ରକଳ୍ପ ସମୀକ୍ଷା କଲା ବିଜେପି ଟିମ୍ । ଏକାମ୍ର ପ୍ରକଳ୍ପକୁ ନେଇ ବିଜେପି- ବିଜେଡି…

କନକ ବ୍ୟୁରୋ: ଏକାମ୍ର ପ୍ରକଳ୍ପର ସମୀକ୍ଷା କଲେ ବିଜେପି ପ୍ରତିନିଧି ଦଳ । ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂଙ୍କ ତତ୍ୱାବଧାନରେ ପ୍ରକଳ୍ପର ସମୀକ୍ଷା ହୋଇଛି । ଲିଙ୍ଗରାଜ ମନ୍ଦିରର ଚାରିପାଖ ତଥା ପାର୍କିଂ ସ୍ଥଳର ନିର୍ମାଣ କାର୍ଯ୍ୟ କେତେ ଆଗେଇଛି ତାର ତଦାରଖ କରିଛନ୍ତି ସ୍ଥାନୀୟ ବିଧାୟକ…

ରାଜ୍ୟରେ ପ୍ରାଥମିକ ଶିକ୍ଷାର ଶୋଚନୀୟ ଅବସ୍ଥା । ଖାଲିପଡ଼ିଛି ପ୍ରାୟ ୫୦ ହଜାର ଶିକ୍ଷକ ପଦବୀ । ନିଯୁକ୍ତି ପାଇଁ ଦାବି…

କନକ ବ୍ୟୁରୋ: ୫-ଟି ସ୍କୁଲରେ ରଙ୍ଗ ମାରିବା ଅପେକ୍ଷା ରାଜ୍ୟରେ ବିଦ୍ୟାଳୟଗୁଡିକରେ ଖାଲିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ପୂର୍ବରୁ ଦାବି କରି ଆସୁଥିଲା ବିଜେପି । ବିରୋଧୀ ଆସନରେ ବସିଥିବା ବିଜେପି ହାତରେ ଏବେ ରାଜ୍ୟର ଶାସନ ଭାର । ପୂର୍ବରୁ ଦଳ ଦାବି କରୁଥିଲା, ଏବେ କାର୍ଯ୍ୟରେ ପରିଣତ…

କେବେ ଖୋଲିବ ରତ୍ନଭଣ୍ଡାର, ଏଯାଏଁ ଦୂର ହେଉନି ଦ୍ୱନ୍ଦ୍ୱ । ରଥଯାତ୍ରାରୁ ନୀଳାଦ୍ରି ବିଜେ ଯାଏଁ, ରହିିଛି ସମୟ ।

କନକ ବ୍ୟୁରୋ: ଏଏସଆଇ ଅଧିକାରୀ କହିଲେ ଜୁଲାଇ ୮ ତାରିଖରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ପରେ ଆଇନ ମନ୍ତ୍ରୀ କହିଲେ ଏ ସଂପର୍କରେ ସରକାର ନିଷ୍ପତି କରିବେ । ଶ୍ରୀମନ୍ଦିର ପରିଚାଳନା କମିଟି କହୁଛି, ରଥଯାତ୍ରା ସମୟରେ ଖୋଲାଯାଉ ରତ୍ନଭଣ୍ଡାର । ଏପରି ସ୍ଥଳେ କେବେ ଖୋଲିବ ରତ୍ନଭଣ୍ଡାର ତାକୁ…