Daily Archives

June 25, 2024

ନୀତିଶ କୁମାରଙ୍କୁ ନେଇ ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କ ସ୍ପଷ୍ଟ ବୟାନ । ନୀତିଶଙ୍କ ନେତୃତ୍ୱରେ ଲଢାଯିବ ବିହାର…

କନକ ବ୍ୟୁରୋ : ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ବିଜେପି ନୀତିଶ କୁମାରଙ୍କ ନେତୃତ୍ୱରେ ଲଢିବ । ଏନେଇ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ସ୍ପଷ୍ଟ କରିଛନ୍ତି । ୨୦୨୦ ବିଧାନସଭା ନିର୍ବାଚନରେ ଯେଭଳି ଭାବେ ବିଜେଡି ଓ ଜେଡିୟୁ ମେଣ୍ଟ ନୀତିଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କରି…

୧୯୮୩ ବିଶ୍ୱକପ ବିଜୟକୁ ୪୧ ବର୍ଷ: ଯେବେ ବିଶ୍ୱ ବିଜେତା ବନିଥିଲା ଭାରତ

କନକ ବ୍ୟୁରୋ: ୱେଷ୍ଟଇଣ୍ଡିଜ, ଇଂଲଣ୍ଡ, ଅଷ୍ଟ୍ରେଲିଆ... କ୍ରିକେଟ ବିଶ୍ୱକପ ଆରମ୍ଭରୁ ଏହି ଟିମ କ୍ରିକେଟ ଜଗତରେ ନିଜର ଦବଦବା ରଖିଥିଲେ । ୧୯୭୫, ୧୯୭୯ ବିଶ୍ୱକପ ଜିତି ୱେଷ୍ଟଇଣ୍ଡିଜ ବିଶ୍ୱ କ୍ରିକେଟରେ ନିଜର ଶକ୍ତି ପ୍ରଦର୍ଶନ କରିସାରିଥିଲା । ହେଲେ ୧୯୮୩ ବିଶ୍ୱକପରେ ଏମିତି ହେବ ତାହା କେହି…

ମାଆ ସାଜିଲା ପିଶାଚୀ । ୪ ବର୍ଷର କୁନି ପିଲାକୁ ନିଜ ହାତରେ ପିଆଇ ଦେଲା ବିଷ । ପରେ ନିଜେ ବିଷ ପିଇ ଗୁରୁତର

କନକ ବ୍ୟୁରୋ: ମାତ୍ର ୪ ବର୍ଷର କୁନି ପିଲାକୁ ନିଜ ହାତରେ ବିଷ ପିଆଇ ଦେଇଛି ଜନ୍ମକଲା ମା’ । କୁନି ପିଲାକୁ ବିଷ ପିଆଇବା ପରେ ନିଜେ ବିଷ ପିଈ ଗୁରୁତର ହୋଇପଡିଛନ୍ତି । ଏଭଳି ଏକ ଘଟଣା ଘଟିଛି ଉଦଳା ଥାନା ନାବରା କଲୋନୀ ଗାଁରେ । ସୂଚନା ଅନୁସାରେ ଗାଁର ଆଲୋକ ବାଘଡ଼ାଙ୍କ ସ୍ତ୍ରୀ ସବିତା ରାଉତ,…

ନିଅଣ୍ଟିଆ ବର୍ଷା ନେଇ ଉପ-ମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓଙ୍କ ପ୍ରତିକ୍ରିୟା । କହିଲେ ଏବେଠୁ ମରୁଡି ଆଶଙ୍କା କରିବା…

କନକ ବ୍ୟୁରୋ: ନିଅଣ୍ଟିଆ ବର୍ଷା ନେଇ ପ୍ରତିକ୍ରିୟା ରଖିଛନ୍ତି ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ତେବେ ଜୁନରେ ନିଅଣ୍ଟିଆ ବର୍ଷା ହୋଇଛି, ହେଲେ ଏବେଠାରୁ ମରୁଡ଼ି ଆଶଙ୍କା କରିବା ଠିକ୍ ହେବ ନାହିଁ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ । କେନ୍ଦ୍ର ପାଣିପାଗ ବିଭାଗ ଆକଳନ କରିଛି ଯେ,…

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ । ନବଯୌବନ ଦର୍ଶନ ବନ୍ଦ କରିବାକୁ ନିଷ୍ପତି

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହୋଇଛି । ଛତିଶା ନିଯୋଗ ବୈଠକରେ ହୋଇଥିବା ନିଷ୍ପତିକୁ କାଏମ ରଖିବାକୁ ଏହି ବୈଠକରେ ନିଷ୍ପତି ହୋଇଛି । ରଥଯାତ୍ରା ବ୍ୟବସ୍ଥାବଳି ଓ ନୀତି ନିର୍ଘଣ୍ଟକୁ ଅନୁମୋଦନ କରିଛି କମିଟି । ତେବେ ନୀତି ତ୍ୱରାନ୍ୱିତ କରିବାକୁ ନବ ଯୌବନ ଦର୍ଶନ ବନ୍ଦ…

ବିଳାସମୟ ଥିଲା ବବିଙ୍କ କ୍ୱାର୍ଟର । ବିଜେପି ମୁଖପାତ୍ର ଖୋଲିଲେ ବିଜେଡି ନେତାଙ୍କ ଗୁମର ।

କନକ ବ୍ୟୁରୋ: ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସଭବନ ପ୍ରସଙ୍ଗରେ ବିଜେପିର ପ୍ରତିକ୍ରିୟା ରଖିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ । ବବିଙ୍କ ସରକାରୀ କ୍ୱାର୍ଟର ଭିତରେ କ’ଣ ସବୁ ରହିଛି ତା’ର ଗୁମର ଖୋଲିଛନ୍ତି ବିଜେପି ନେତା । କହିଛନ୍ତି, ସରକାରୀ କ୍ୱାର୍ଟର ନାଁରେ ଏଠି ନିୟମ ଉଲଂଘନ…