Daily Archives

June 23, 2024

ଟାଇମ୍ସ ଡିଗ୍ରୀ କଲେଜ ତରଫରୁ ୧୦ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ।

କନକବ୍ୟୁରୋ:ଚଳିତ ବର୍ଷ ୧୦ମ ତମ ଆନ୍ତର୍ଜାତୀୟ ଯୋଗ ଦିବସ ଟାଇମ୍ସ ଡିଗ୍ରୀ କଲେଜରେ ସମସ୍ତ ଛାତ୍ରଛାତ୍ରୀ ବୃନ୍ଦଙ୍କ ସହଯୋଗରେ ପାଳନ କରାଯାଇଅଛି। ଶ୍ରୀ ଉତ୍ତମ ପାଣିଗ୍ରାହୀ (ଅଧ୍ୟାପକ ରାଜନୀତି ବିଜ୍ଞାନ)ଙ୍କ ନେତୃତ୍ୱରେ ସମସ୍ତ ଛାତ୍ରଛାତ୍ରୀ ବୃନ୍ଦ ବିଭିନ୍ନ ଯୋଗ ଓ ବ୍ୟାୟାମ ପରିବେଷଣ…

ଭଣଜା ଆକାଶ ଆନନ୍ଦଙ୍କୁ ପୁଣିଥରେ ଉତ୍ତରାଧିକାରୀ କଲେ ମାୟାବତୀ । ଖୁବଶୀଘ୍ର ସମ୍ଭାଳିବାକୁ ଯାଉଛନ୍ତି ଦଳର ମଙ୍ଗ

କନକ ବ୍ୟୁରୋ : ବିଏସପି ମୁଖ୍ୟ ମାୟାବତୀ ପୁଣିଥରେ ନିଜ ଭଣଜା ଆକାଶ ଆନନ୍ଦଙ୍କୁ ନିଜର ଉତ୍ତରାଧିକାରୀ ଭାବେ ଘୋଷଣା କରିଛନ୍ତି । ଏହାସହ ତାଙ୍କୁ ଦ୍ୱିତୀୟଥର ପାଇଁ ବହୁଜନ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ପଦ ମିଳିଛି । କୁହାଯାଉଛି କି, ଖୁବଶୀଘ୍ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପଦ…

ଶରତ ପଟ୍ଟନାୟକଙ୍କୁ କାଳିମାଡ ଘଟଣାରେ ୫ କଂଗ୍ରେସ କର୍ମୀ ବହିଷ୍କୃତ । ଧାରଣାରେ ବସିଲେ ଶ୍ରୀୟାସ୍ମିତା ପଣ୍ଡା ।

କନକ ବ୍ୟୁରୋ: ବହିଷ୍କାର ପରେ ଧାରଣାରେ ବସିଲେ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଶ୍ରୀୟାସ୍ମିତା ପଣ୍ଡା । କହିଛନ୍ତି, ଦଳ ବିରୋଧୀ କାର୍ଯ୍ୟରେ ତାଙ୍କର କୌଣସି ସଂପୃକ୍ତି ନାହିଁ । ବିନା କାରଣ ଦର୍ଶାଇ ଦଳକୁ କଢ଼ାଯାଇଥିବା ଅଭିଯୋଗ କରିଛନ୍ତି ଶ୍ରୀୟା । ପିସିସି…

ଘଟଗାଁକୁ ମିଳିବ ଜାତୀୟ ପର୍ଯ୍ୟଟନସ୍ଥଳୀର ମାନ୍ୟତା । ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୫୦ କୋଟିର ପ୍ୟାକେଜ…

କନକ ବ୍ୟୁରୋ: ମା’ ତାରିଣୀ ପୀଠକୁ ମିଳିବ ଜାତୀୟ ପର୍ଯ୍ୟଟନସ୍ଥଳୀହ ମାନ୍ୟତା । ଘଟଗାଁରେ ମା’ ତାରିଣୀଙ୍କୁ ଦର୍ଶନ ପରେ ଏହି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମା’ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ…

ଭାଙ୍ଗିଯିବ କି ବିଜେଡି? ନିର୍ବାଚନରେ ଦଳର ପରାଜୟ ପରେ ଦଳ ସୁପ୍ରିମୋଙ୍କୁ ଘାରିଛି ଏହି ଭୟ ।

କନକ ବ୍ୟୁରୋ: ବିଜେଡି ସୁପ୍ରିମୋଙ୍କୁ ଘାରିଛି କି ଦଳ ଭାଙ୍ଗିଯିବାର ଭୟ । ସାଧାରଣ ନିର୍ବାଚନରେ ବିଜେଡିର ପରାଜୟ ପରେ ନବୀନଙ୍କୁ ଏହି ଭୟ ଘାରିଥିବାର ସଙ୍କେତ ମିଳିଛି । ଦଳର ବିପର୍ଯ୍ୟୟ ପରେ ଏକାଠି ନାହାନ୍ତି କି ଦଳର ନେତା ଓ କର୍ମୀ । ଦଳ ପରାଜୟର କାରଣ ଖୋଜା ଭିତରେ ଗତକାଲି ନେତା ଓ…

ବିଜେପି ନେତା ମୋନୁ କଲ୍ୟାଣଙ୍କୁ ରାସ୍ତା ମଝିରେ ଗୁଳି କରି ହତ୍ୟା ।

କନକବ୍ୟୁରୋ: ମଧ୍ୟପ୍ରଦେଶର ଇନ୍ଦୋରରେ ରାସ୍ତା ମଝିରେ ଗୁଳି କରି ହତ୍ୟା କରାଯାଇଛି ମୋନୁ କଲ୍ୟାଣକୁ । ବିଜେପି କ୍ୟାବିନେଟ ମନ୍ତ୍ରୀ କୈଳାସ ବିଜୟ ବର୍ଗିୟଙ୍କ ସେ ଥିଲେ ଘନିଷ୍ଠ ବନ୍ଧୁ । ଗୁରୁତର ମୋନୁ କଲ୍ୟାଣକୁ ହସ୍ପିଟାଲରେ ରାତି ୩ ଟା ସମୟରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ତାଙ୍କର…