Daily Archives

June 22, 2024

ଆକ୍ସନମୋଡରେ ଶିଳ୍ପମନ୍ତ୍ରୀ । ଇଡକୋକୁ କଲେ ରିପୋର୍ଟ ତଲବ, ରାଜ୍ୟରେ ଶିଳ୍ପକ୍ଷେତ୍ରର ଷ୍ଟାଟସକୁ ନେଇ ମାଗିଲେ ଟିକିନିକି…

କନକ ବ୍ୟୁରୋ : ରାଜ୍ୟରେ ନୂଆ ସରକାର ଗଠନ ପରେ ପ୍ରତି ବିଭାଗୱାରୀ ସମୀକ୍ଷା ଚାଲିଛି । ଏସବୁ ଭିତରେ ଆକ୍ସନମୋଡକୁ ଆସିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ । ଦାୟିତ୍ୱ ନେବା ପରେ ଇଡକୋକୁ ରିପୋର୍ଟ ତଲବ କରିଛନ୍ତି ଶିଳ୍ପମନ୍ତ୍ରୀ ।  ରାଜ୍ୟରେ ଶିଳ୍ପକ୍ଷେତ୍ରର ଷ୍ଟାଟସ୍ କଣ ? ରାଜ୍ୟରେ ଶିଳ୍ପ…

ଦେଶରେ ଲାଗୁ ହେଲା ଆଣ୍ଟି ପେପର ଲିକ୍ ଆଇନ୍ : ଦୋଷୀ ସାବ୍ୟସ୍ତ ହେଲେ ମିଳିବ କଠୋର ଦଣ୍ଡ ।

କନକ ବ୍ୟୁରୋ: କେନ୍ଦ୍ର ସରକାର ଜାରି କଲେ ପରୀକ୍ଷା ଆଇନ୍, ୨୦୨୪ ଅଧିସୂଚନା ଆଇନ୍ । ଯେ କୌଣସି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାର ପ୍ରଶ୍ନପତ୍ର ଲିକକୁ ରୋକିବାକୁ ଲାଗୁ ହେଲା ଆଣ୍ଟି ପେପର ଲିକ୍ ଆଇନ୍ । ଏହାକୁ ସଂସଦରେ ପେବୃଆରୀଠାରୁ ପାରିତ କରାଯାଇଥିବାବେଳେ ଏବେ ଲାଗୁ କରାଗଲା । ଜାଣନ୍ତୁ…

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । କାଳିଆ ଠାକୁରଙ୍କ ଜନ୍ମଦିନ ଯାତ୍ରା

କନକ ବ୍ୟୁରୋ: ଜ୍ୟେଷ୍ଠ ପୂର୍ଣ୍ଣିମାରେ ହୁଏ ଶ୍ରୀଜଗନ୍ନାଥଙ୍କର ସ୍ନାନଯାତ୍ରା। ଏହି ଦିନଟି ତାଙ୍କର ଜନ୍ମଦିନ। ଏହା ଶ୍ରୀଜଗନ୍ନାଥ ନିଜେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଥିଲେ ବୋଲି କେତେକ ଶାସ୍ତ୍ର, ଗ୍ରନ୍ଥରେ ବର୍ଣ୍ଣନା ଅଛି। ‘ନୀଳାଦ୍ରି ମହୋଦୟ’ରେ ଶ୍ରୀଜଗନ୍ନାଥ କହିଛନ୍ତି, ଜ୍ୟେଷ୍ଠ…

ଲୋକସଭାରେ କମ ଆସନରେ ଲଢିଥିଲୁ, କିନ୍ତୁ ବିଧାନସଭା ନିର୍ବାଚନରେ… । ଆସନ ଭାଗବଣ୍ଟା ପୂର୍ବରୁ ଶରଦ ପାୱାର ଦେଲେ…

କନକ ବ୍ୟୁରୋ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ଆଉ ମାସ କେଇଟା ବାକି ଥିବା ବେଳେ ଏବେଠୁ ନିର୍ବାଚନୀ ଉଷ୍ମତା ବାରି ହୋଇ ପଡିଲାଣି । ଲୋକସଭା ନିର୍ବାଚନରେ ମହାବିକାଶ ଅଘାଡି ଦମଦାର ପ୍ରଦର୍ଶନ କରିଥିବା ବେଳେ ବିଧାନସଭା ନିର୍ବାଚନ ପୂର୍ବରୁ ମହାବିକାଶ ଅଘାଡି ମେଣ୍ଟ ସହ ଜଡିତ ଥିବା ଶରଦ…

ସାନ୍ତାଳୀ ଭାଷାରେ ଶପଥ ନେବେ ମୟୂରଭଞ୍ଜ ସାଂସଦ । ନବଚରଣ ମାଝୀ କହିଲେ, ସାନ୍ତାଳୀ ଭାଷାର ପ୍ରଚାର ପ୍ରସାର ପାଇଁ ରାଜ୍ୟ…

କନକ ବ୍ୟୁରୋ : ଆସନ୍ତା ୨୪ ତାରିଖରୁ ନବନିର୍ବାଚିତ ସାଂସଦମାନେ ସଂସଦରେ ଶପଥ ଗ୍ରହଣ କରିବେ । ଓଡ଼ିଶାର ୨୧ ସାଂସଦ ମଧ୍ୟ ଶପଥ ଗ୍ରହଣ କରିବେ । ୨୧ ସାଂସଦଙ୍କ ମଧ୍ୟରୁ ନିର୍ବାଚିତ ହୋଇଥିବା ବିଜେପିର ୨୦ ସାଂସଦ ଆଜି ଶପଥଗ୍ରହଣ କରିବାକୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ତେବେ ଶପଥ ନେବା…

କାହିଁକି ଦେବସ୍ନାନ ପୂର୍ଣ୍ଣିମାରେ ଗଜବେଶ ହୁଅନ୍ତି ମହାପ୍ରଭୁ? ଜାଣିଛନ୍ତି କି ଗଜବେଶକୁ ନେଇ ରହିଥିବା ଏହି…

କନକ ବ୍ୟୁରୋ: ଆଜି ଦେବସ୍ନାନ ପୂର୍ଣ୍ଣିମା ବା ମହାପ୍ରଭୁଙ୍କ ସ୍ନାନଯାତ୍ରା । ଜ୍ୟେଷ୍ଠ ମାସ ଶୁକ୍ଲପକ୍ଷ ପୂର୍ଣ୍ଣିମା ତିଥିରେ ଆଜି ଶ୍ରୀକ୍ଷେତ୍ରରେ ହେଉଛି ମହାପ୍ରଭୁଙ୍କ ଦିବ୍ୟସ୍ନାନ । ଆଜି ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ…