Daily Archives

May 30, 2024

୨୦୨୪ ନିର୍ବାଚନ ପାଇଁ ସରିଲା ପ୍ରଚାର । ଅନ୍ତିମ ପରୀକ୍ଷାକୁ ଅପେକ୍ଷା, ଫଳାଫଳ ଉପରେ ନେତା-ଜନତାଙ୍କ ନଜର…

କନକ ବ୍ୟୁରୋ: ସବୁଆଡେ ଶୂନଶାନ, ସବୁଠି ନିରବତା । ସରିଗଲା ଘୋଘା, ସରିଗଲା ପ୍ରଚାର । ମାରାଥନ ରାଲି, ବିଶାଳ ଶୋଭାଯାତ୍ରାରେ ସବୁଦିନ ପାଇଁ ଲାଗିଲା ବ୍ରେକ୍ । କାରଣ ୨୦୨୪ ପାଇଁ ଆଜିଠୁ ପ୍ରଚାର ଶେଷ । ଚଳିତ ନିର୍ବାଚନରେ ଆଉ ନାହିଁ କୌଣସି ବି ପର୍ଯ୍ୟାୟ । ଜୁନ ୧ରେ ଦେଶର ଅନ୍ତିମ ତଥା ସପ୍ତମ…

ଜୁନ ୧ରେ ଶେଷ ପର୍ଯ୍ୟାୟ ଭୋଟ । ଆଜି ସଂଧାରୁ ୪୮ ଘଂଟା ପର୍ଯ୍ୟନ୍ତ ଧ୍ୟାନରେ ବସିଲେ ପ୍ରଧାନମନ୍ତ୍ରୀ, କନ୍ୟାକୁମାରୀର…

କନକ ବ୍ୟୁରୋ : ନିର୍ବାଚନ ପ୍ରଚାର ସରିବା ପରେ କନ୍ୟାକୁମାରୀରେ ପହଁଚିଛନ୍ତି ପ୍ରଧାନମନ୍ତ୍ରୀ । ୪୮ ଘଂଟା ପର୍ଯ୍ୟନ୍ତ ଧ୍ୟାନ ମୁଦ୍ରାକୁ ଯାଇଛନ୍ତି ନରେନ୍ଦ୍ର ମୋଦି । କନ୍ୟାକୁମାରୀରେ ପହଁଚିବା ପରେ ପ୍ରଥମେ ଭଗବତୀ ଅମ୍ମନ ମନ୍ଦିରକୁ ଯାଇ ମୋଦି ପୂଜାର୍ଚ୍ଚନା କରିଛନ୍ତି । ପରେ ସମୁଦ୍ର…

ଜାତୀୟ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ବଡ ବୟାନ । କହିଲେ, ପାଣ୍ଡିଆନ ନୁହଁନ୍ତି ରାଜ୍ୟବାସୀ ବାଛିବେ ମୋ ଉତ୍ତରାଧିକାରୀ

କନକ ବ୍ୟୁରୋ : ବିରୋଧୀଙ୍କ ଘନ ଘନ ଆକ୍ରମଣ ଓ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ପ୍ରଧାନମନ୍ତ୍ରୀ ପ୍ରଶ୍ନ ଉଠାଇବା ପରେ ପ୍ରେସମିଟ୍ ଡାକି ସବୁ ଅଭିଯୋଗକୁ ଖଣ୍ଡନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଅର୍ଥାତ ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଶେଷ ଦିନରେ ଖବର ସରବରାହ ସଂସ୍ଥା ଏଏନଆଇକୁ…

ପଶ୍ଚିମରେ ନିଆଁ ବର୍ଷା,୪୭ ଡିଗ୍ରୀ ସହ ଝାରସୁଗୁଡ଼ା ପାଲଟିଲା ସବୁଠୁ ଉତ୍ତପ୍ତ ସହର ।୪୫ ଡିଗ୍ରୀ ଉପରେ ୯ ସହରର…

କନକବ୍ୟୁରୋ: ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି । ତାପମାତ୍ରା ଦିନକୁଦିନ ବଢୁଛନ୍ତି । ପଶ୍ଚିମ ଓଡିଶାର ଆକାଶରୁ ଅଗ୍ନିବର୍ଷା ହେଉଛି । ଝାରୁସୁଗୁଡାରେ ତାପମାତ୍ରା ଗତକାଲି ଅପେକ୍ଷା ୫.୯ ଡିଗ୍ରୀ ବଢି ୪୭ ଡିଗ୍ରୀ ହୋଇଛି । ଟିଟଲାଗଡ, ବରଗଡ ଓ ସମ୍ବଲପୁରରେ ପାରା ୪୬ ଡିଗ୍ରୀ ଉପରେ…

ଛତ୍ରପୁରରେ ଜମୁଛି ପ୍ରସିଦ୍ଧ ଠାକୁରାଣୀ ଯାତ୍ରା,ମାସେ ଧରି ମାଆଙ୍କ ଅସ୍ଥାୟୀ ମଣ୍ଡପରେ ଚାଲିବ ପୂଜାର୍ଚ୍ଚନା ।

କନକବ୍ୟୁରୋ: ଆରମ୍ଭ ହେଲା ଛତ୍ରପୁରର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା । ୨ବର୍ଷକୁ ଥରେ ହେଉଥିବା ଗଞ୍ଜାମ ଜିଲ୍ଲା ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟାଣାମ୍ମା ଠାକୁରାଣୀଙ୍କ ଯାତ୍ରା ଆରମ୍ଭ ହୋଇଛି। ଯାହାକୁ ନେଇ ଚଳଚଞ୍ଚଳ ଛତ୍ରପୁର ଅଞ୍ଚଳ । ରାମାୟାଣାମ୍ମା ଠାକୁରାଣୀଙ୍କ ଯାତ୍ରା…

ମାଟ୍ରିକରେ ୭୫ ପ୍ରତିଶତ ନମ୍ବର ରଖିଛନ୍ତି ଦିବ୍ୟାଙ୍ଗ ଛାତ୍ର, ଆଗକୁ ପଢିବାକୁ ଭାରି ଇଛା ହେଲେ ଅର୍ଥ ସାଜିଛି ବାଧକ

କନକବ୍ୟୁରୋ: ସେ ଜଣେ ଦିବ୍ୟାଙ୍ଗ । କଥା କହିପାରନ୍ତିନି କି ଶୁଣିପାରନ୍ତି ନାହିଁ । ତଥାପି ଚଳିତ ମାଟ୍ରିକ୍ ପରୀକ୍ଷାରେ ୭୩% ମାର୍କ ରଖି ଉଦାହରଣ ସାଜିଛନ୍ତି । ଉଚ୍ଚ ଶିକ୍ଷିତ ପାଇଁ ଇଛା ଥିଲେ ମଧ୍ୟ ଅର୍ଥ ସାଜିଛି ବାଧକ । ସହଯୋଗ ଲୋଡିଛନ୍ତି ଦିବ୍ୟାଙ୍ଗ ଛାତ୍ର । ଶିବମଙ୍କ ଦୃଢ…