Daily Archives

May 13, 2024

ପ୍ରକାଶ ପାଇଲା ସିବିଏସସି ଦ୍ଵାଦଶ ପରୀକ୍ଷା ଫଳ । କମାଲ୍ କଲେ ଫିଜନ କଲେଜ ଛାତ୍ରଛାତ୍ରୀ

କନକ ବ୍ୟୁରୋ: ସଦ୍ୟ ପ୍ରକାଶିତ ସିବିଏସସି ଦ୍ଵାଦଶ ପରୀକ୍ଷା ଫଳରେ ୯୩.୮ ପ୍ରତିଶତ ମାର୍କ ରଖି ଏ ପ୍ରଶାନ୍ତ ଫ୍ୟୁଜନ କଲେଜ ଟପ୍ପର ହୋଇଛନ୍ତି। ସେହିପରି ଦ୍ବିତୀୟରେ ସ୍ମୁର୍ତିଶ୍ରୀ ରଣା ୯୧.୨ ପ୍ରତିଶତ ମାର୍କ ରହିଥିବା ବେଳେ ନଜିଶ୍ମିତା ନାୟକ ୮୪.୮ ପ୍ରତିଶତ ମାର୍କ ରଖି ତୃତୀୟ ସ୍ଥାନରେ…

ବାହାରିଲା ସିବିଏସସି ପରୀକ୍ଷା ଫଳ । ପ୍ରକାଶ ବିଦ୍ୟାଳୟର ଅପୂର୍ବ ସଫଳତା ।

କନକ ବ୍ୟୁରୋ: ସଦ୍ୟ ପ୍ରକାଶିତ ସିବିଏସସି ପରୀକ୍ଷା ଫଳରେ ୯୭ ପ୍ରତିଶତ ମାର୍କ ରଖି ସାଇ ରାମ ପତି ବିଦ୍ୟାଳୟର ଟପ୍ପର ହୋଇଛନ୍ତି। ସେହିପରି ଦ୍ବିତୀୟରେ ଅକ୍ଷୟ ମହାରଣା ୯୬ ପ୍ରତିଶତ ମାର୍କ ରହିଥିବା ବେଳେ ତୃତୀୟ ସ୍ଥାନରେ ଶ୍ରଦ୍ଧା ପଟ୍ଟନାୟକ ଏବଂ ଶ୍ରୀଲେଖା ପାତ୍ର ୯୪ ପ୍ରତିଶତ ମାର୍କ…

ଅଡୁଆରେ ବିଜେପି ଫାୟାରବ୍ରାଣ୍ଡ ପ୍ରାର୍ଥୀ ମାଧବୀଲତା । ମୁସଲିମ ଭୋଟରଙ୍କ ବୁର୍ଖା କାଢି ପରିଚୟପତ୍ର ଯାଂଚ, ମାମଲା ରୁଜୁ

କନକ ବ୍ୟୁରୋ : ଅଡୁଆରେ ବିଜେପିର ଫାୟରବ୍ରାଣ୍ଡ ପ୍ରାର୍ଥୀ ମାଧବୀଲତା । ପୋଲିଂବୁଥରେ ମୁସଲିମ ମହିଳାଙ୍କ ପରିଚୟ ପତ୍ର ଯାଂଚ କରି ସେ ଅଡୁଆରେ ପଡିଛନ୍ତି ।କେବଳ ସେତିକି ନୁହେଁ ମହିଳାଙ୍କୁ ବୁର୍ଖା ଟେକି ମୁହଁ ଦେଖାଇବାକୁ ମାଧବୀଲତା ବାଧ୍ୟ କରିଥିଲୋ । ଭିଡିଓ ସାମ୍ନାକୁ ଆସିବାରେ ପ୍ରଥମେ…

ଇଭିଏମରେ ସିଲ ହେଭିୱେଟଙ୍କ ଭାଗ୍ୟ ।ଅଖିଳେଶ, ଓୱେସୀ,ଅର୍ଜୁନ ମହୁଆ,ଅଧୀର ରଂଜନ,ଶର୍ମିଳା ଦେଲେ ଅଗ୍ନିପରୀକ୍ଷା

କନକ ବ୍ୟୁରୋ : ଚତୁର୍ଥ ପର୍ଯ୍ୟାୟରେ ଦେଶରେ ପଡିଛି ଭୋଟ । ଅନେକ ହେଭିୱେଟ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଛି । ୧୦ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ୯୬ ଆସନରେ ପଡିଛି । ଏବେ ଆସନ୍ତୁ ନଜର ପକାଇବା ଆଜି କାହାର ଭାଗ୍ୟ ପରୀକ୍ଷା ହୋଇଛି । ଅଖିଳେଶ ଯାଦବ ଚତୁର୍ଥ ପର୍ଯ୍ୟାୟ…

ଚତୁର୍ଥ ପର୍ଯ୍ୟାୟରେ ଦେଶ ଦେଲା ଭୋଟ । ୯୬ ଲୋକସଭା ଓ ଆନ୍ଧପ୍ରଦେଶ ସମସ୍ତ ୧୭୫ ଏବଂ ଓଡ଼ିଶାର ୨୮ଟି ବିଧାନସଭା ଆସନରେ…

କନକ ବ୍ୟୁରୋ : ତୁର୍ଥ ପର୍ଯ୍ୟାୟରେ ଦେଶ ଦେଲା ଭୋଟ । ୯୬ ଲୋକସଭା ଓ ଆନ୍ଧପ୍ରଦେଶ ସମସ୍ତ ୧୭୫ ଏବଂ ଓଡ଼ିଶାର ୨୮ଟି ବିଧାନସଭା ଆସନରେ ମତଦାନ । ସଂଧ୍ୟା ୫ଟା ୬୨.୩୧ ସୁଦ୍ଧା ମତଦାନ କରାଯାଇଛି ନିଜ ମନ ପସନ୍ଦର ନେତା ବାଛିଛନ୍ତି ମତଦାତା । ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ଭୋଟରଙ୍କ ସୁବିଧା…

ପାଣି ପାଇଁ ହାହାକାର । ଗାଁରେ ନୁହେଁ ସହରରେ, ପାଣି ପାଇଁ ରାଜଧାନୀରେ ରାସ୍ତାରୋକ୍!

କନକ ବ୍ୟୁରୋ : ପାଣିର ସମସ୍ୟାର କଥା ଆସିଲେ, ଉପାନ୍ତ ଅଂଚଳ କିମ୍ବା ଗ୍ରାମାଂଚଳର କଥା ମନକୁ ଆସେ । କିନ୍ତୁ ପାଣି ପାଇଁ ହାହାକାର କେଉଁ କାହାଣୀ ଆସିଛି ତାହା ଖୋଦ୍ ରାଜଧାନୀରେ । ୫ରୁ ୬ ଦିନ ହେବ ପାଣି ଠିକ୍ରେ ଆସୁନଥିବାରୁ ଲୋକେ ରାସ୍ତାକୁ ଓହ୍ଲାଇବା ସହ ପ୍ରତିବାଦ କରିଛନ୍ତି । ପାଣି…