Daily Archives

April 8, 2020

ଜରୁରୀ ଥିଲେ ଚାଲି ଚାଲି ଆସ…କାମ ନଥିଲେ ଘରେ ବସ: ଅମାନିଆଙ୍କୁ ସାବାଡ କରିବା ପାଇଁ ଛକ ଛକରେ ଛକିଛି ପୁଲିସ୍

କନକ ବ୍ୟୁରୋ: ସାବଧାନ, ଜଗିଛି ପୋଲିସ । ବଜାରକୁ ବାଇକ ମନା । ଅତ୍ୟାବଶ୍ୟକ କାମ ଥିଲେ ଚାଲି ଚାଲି ଆସ । କାମ ନଥିଲେ, ଘରେ ରୁହ ,ସଚେତନ ରୁହ । ଅମାନିଆଙ୍କୁ ସାବଡ କରିବା ପାଇଁ ଏଭଳି କଡାକଡି ନିୟମ ଲାଗୁ କରିଛି ନିଆଳି ପୋଲିସ୍ । ଏନେଇ ଗତକାଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିଲା । ତଥାପି…

କମିବ ତାପମାତ୍ରା,କାଳବୈଶାଖୀ ଆଶଙ୍କା…ଆଜିଠୁ ୧୦ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା…

କନକ ବ୍ୟୁରୋ: ରାଜ୍ୟର ଅନେକ ସ୍ଥାନରେ ବଢ଼ିଛି ତାପମାତ୍ରା । ୨ ଦିନର ବ୍ୟବଧାନ ପରେ ପୁଣି ଥରେ ତାଳଚେରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଛି। ମାଲକାନାଗରିରେ ତାପମାତ୍ରା ୪୦ ଡିଗ୍ରିରେ ହିଁ ସ୍ଥିର ରହିଛି। ଅନୁଗୁଳ, ବାରିପଦା ଓ ବୌଦ୍ଧ ଆଦି ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରି ପାଖାପାଖି…

ମେଡିସିନ୍ ଆଣିବା ଲାଗି ମାଗୁଥିଲେ ଅନୁମତି…ନିମାପଡ଼ାରେ ମିଳୁନି, ଭୁବନେଶ୍ବର ଆସିବେ ବୋଲି କହୁଥିଲେ ଯୁବକ:…

କନକ ବ୍ୟୁରୋ: ଆଜ୍ଞା ମୋ ଘର ନିମାପଡ଼ାରେ...ମୋ ଅଙ୍କଲଙ୍କର ଉଚ୍ଚ ରକ୍ତ ଚାପ ଓ ଡାଇବେଟିସ...ମୁଁ ଜଣେ ଡାକ୍ତରଙ୍କ ସହ ପରାମର୍ଶ କରିବା ପରେ ସେ କିଛି ଔଷଧ ଲେଖି ଦେଲେ। କିନ୍ତୁ ଏହି ଔଷଧ କେବଳ ଭୁବନେଶ୍ବର ରାମମନ୍ଦିର ନିକଟରେ ଥିବା ଏକ ମେଡିସିନ୍ ଷ୍ଟୋରରେ ମିଳୁଛି। ମୋତେ ଅନୁମତି ଦେଲେ ମୁଁ…

କାଲି ରାଜ୍ୟ କ୍ୟାବିନେଟ୍ ବୈଠକ । ପ୍ରଥମ ଥର ପାଇଁ ଭିଡିଓ କନଫରେନ୍ସିଂ ଜରିଆରେ ହେବ ବୈଠକ ।

କନକ ବ୍ୟୁରୋ : ଆସନ୍ତା ୯ ତାରିଖ ଗୁରୁବାର ସକାଳେ ରାଜ୍ୟ କ୍ୟାବିନେଟ୍‌ ବୈଠକ ବସିବ । କୋଭିଡ୍‌-୧୯ ଯୋଗୁଁ ତାଲାବନ୍ଦ ଥିବାରୁ ସାମାଜିକ ଦୂରତା ରକ୍ଷା ଦୃଷ୍ଟିରୁ ଏହି କ୍ୟାବିନେଟ୍‌ ବୈଠକ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍‌ସିଂ ଜରିଆରେ…

ଆମେରିକାରେ କଲବଲ କରୁଛି କରୋନା: ନ୍ୟୁୟର୍କରେ ସ୍ଥିତି ସବୁଠୁ ଜଟିଳ, ୩ ଲକ୍ଷ ୬୦ ହଜାର ଟପିଲାଣି ଆକ୍ରାନ୍ତ ସଂଖ୍ୟା;…

କନକ ବ୍ୟୁରୋ: ପୁରା ବିଶ୍ୱରେ କରୋନା ଆକ୍ରାନ୍ତ ସଂଖ୍ୟା ୧୩ ଲକ୍ଷ ୮୦ ହଜାର ଅତିକ୍ରମ କରିଛି । ଏହା ମଧ୍ୟରେ ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୮ ହଜାର ୩୧୩କୁ ବୃଦ୍ଧି ହୋଇଛି । ବିଶ୍ୱରେ ଏବେ କରୋନାରେ ସବୁଠାରୁ ଅଧିକ ଆକ୍ରାନ୍ତ ରାଷ୍ଟ୍ର ହେଉଛି ଆମେରିକା । ଆମେରିକାରେ ଥମିବାର ନାଁ…

ଯାଜପୁରର ଅପହଞ୍ଚ ଅଂଚଳ ତୁମୁଣିରେ ରିଲିଫ୍ ପହଞ୍ଚାଇଲେ ଓଆଇଏସଏଫ୍ କମାଣ୍ଡାଣ୍ଟ: କାନ୍ଧରେ ରିଲିଫ୍ ବୋହି ଚାଲିଲେ ୪…

କନକ ବ୍ୟୁରୋ: ନଗଡା ପରି ଯାଜପୁର ଜିଲ୍ଲାର ଆଉ ଏକ ଅପହଁଚ ଗାଁ ହେଉଛି ତୁମୁଣି । ରାଜ୍ୟରେ ୨୧ ଦିନିଆ ତାଲାବନ୍ଦ ଲାଗୁ ପରେ ଅନେକ ଅଂଚଳରେ ଲୋକେ ଭୋକ ଉପାସରେ ରହିଛନ୍ତି । ବଣଜଙ୍ଗଲ ଘେରା ଅଂଚଳ ତୁମୁଣିରେ ବସବାସ କରୁଛନ୍ତି ୨୩ଟି ଜୁଆଙ୍ଗ ପରିବାର । ଏପରି ସମୟରେ ତୁମୁଣି ଗାଁରେ ଭୋକିଲା…