Daily Archives

March 17, 2020

ଗ୍ରୋସରୀ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲାରହିବ । ପୁଲିସ କମିସନରଙ୍କ ସୂଚନା । ଖୋଲା ରହିବ କ୍ଷୀର, ଫଳ,…

କନକ ବ୍ୟୁରୋ: ଗ୍ରୋସରୀ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲାରହିବ । ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀ ଏନେଇ ସୂଚନା ଦେଇଛନ୍ତି । ସପିଂ ମଲ ବନ୍ଦ ପାଇଁ ନିର୍ଦ୍ଦେଶ ଥିବା କହିଛନ୍ତି ପୁଲିସ କମିସନର । କ୍ଷୀର, ଫଳ, ପନିପରିବା, ଦୋକାନ ଖୋଲା ରହିବ ବୋଲି ସୁଧାଂଶୁ ଷଡଙ୍ଗୀ କହିଛନ୍ତି ।…

ସାନିଟାଇଜର ଠାରୁ ସାବୁନ ଭଲ : ୧୫ରୁ ୨୦ ସେକେଣ୍ଡ ଯାଏ ସାବୁନରେ ହାତକୁ ଭଲଭାବେ ଧୋଇବାକୁ ପରାମର୍ଶ, କାଶ, ଛିଙ୍କ ହେଲେ…

କନକ ବ୍ୟୁରୋ : ସାନିଟାଇଜର ଠାରୁ ସାବୁନ ଭଲ । ସାବୁନରେ ହାତକୁ ୨୦ ସେକେଣ୍ଡ ପାଇଁ ଭଲଭାବରେ ଧୁଅନ୍ତୁ । ସାବୁନରେ ହାତ ଧୋଇଲେ ଭୂତାଣୁକୁ ମାରିବା ସହଜ ହେବ । କାରଣ ସାବୁନ ଫେଣ ହାତର ନଖ କୋଣ ଭିତରେ ପଶି ଭୂତାଣୁକୁ ମାରିପାରିବ ବୋଲି କହିଛନ୍ତି ଡିଏମ୍ଇଟି ତଥା ରାଜ୍ୟର ଜଣେ ଖ୍ୟାତନାମା…

ବସରେ ଭିଡ ନିୟନ୍ତ୍ରଣ କରିବାକୁ ତତ୍ପର ହେଲା ପରିବହନ ବିଭାଗ : ଘରୋଇ ବସ୍ ମାଲିକ ସଂଘ ସହ ଆଲୋଚନା, ବସ ଷ୍ଟାଣ୍ଡରେ…

କନକ ବ୍ୟୁରୋ : ବସରେ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ଘରୋଇ ବସ୍ ମାଲିକ ସଂଘ ସହିତ ଆଲୋଚନା କରିଛନ୍ତି ସରକାର । ପ୍ରତି ଜିଲ୍ଲାର ବସଷ୍ଟାଣ୍ଡରେ ସ୍ୱଛତା ଉପରେ ଗୁରୁତ୍ୱ ଦିଆଯାଉଛି । କରୋନା ଭୟରେ ଧୀରେ ଧୀରେ ଯାତ୍ରୀ ସଂଖ୍ୟା କମୁଛି । ବସଷ୍ଟାଣ୍ଡ ମାନଙ୍କରେ କିପରି ମାସ୍କ ଯୋଗାଇ ଦିଆଯିବ ସେ…

କରୋନା ସଂକ୍ରମଣ ଭୟ : ଜଗତସିଂହପୁର ପରେ ଗଜପତି, ଭଦ୍ରକ ଓ କନ୍ଧମାଳରେ ୧୪୪ ଧାରା ଜାରି

କନକ ବ୍ୟୁରୋ : ଗଜପତିରେ ବି ୧୪୪ ଧାରା ଜାରି କରାଯାଇଛି । ସବୁ ଯାତ୍ରା, ଦଣ୍ଡନାଟ,ଅପେରା ସୋ, ବରଯାତ୍ରୀ ଉପରେ କଟକଣା ଲଗାଯାଇଛି । ଜିଲ୍ଲାର ସମସ୍ତ କଳ୍ୟାଣ ମଣ୍ଡପକୁ ବନ୍ଦ କରାଯାଇଛି । କୌଣସି ଜାଗାରେ ୫ରୁ ଅଧିକ ଲୋକ ଏକାଠି ନହେବାକୁ କୁହାଯାଇଛି । ସବୁ ମଲ, ସିନେମା ହଲ, ବନ୍ଦ କରାଯାଇଛି…

୪୮ ଲକ୍ଷ ହିତାଧିକାରୀଙ୍କୁ ମିଳିବ ଆଗୁଆ ଭତ୍ତା । ଏପ୍ରିଲ, ମେ, ଜୁନ୍ ଓ ଜୁଲାଇ ମାସର ଭତ୍ତା ଦେବେ ସରକାର । ସାମାଜିକ…

କନକ ବ୍ୟୁରୋ: ୪୮ ଲକ୍ଷ ହିତାଧିକାରୀଙ୍କୁ ମିଳିବ ଆଗୁଆ ଭତ୍ତା । ଆଗୁଆ ଚାରି ମାସର ତଥା ଏପ୍ରିଲ, ମେ, ଜୁନ ଓ ଜୁଲାଇ ମାସର ଭତ୍ତା ହିତାଧିକାରୀଙ୍କୁ ପ୍ରଦାନ କରିବେ ରାଜ୍ୟ ସରକାର । ତେବେ ମଧୁବାବୁ ପେନସନ ଯୋଜନାରେ ୨୪ ଲକ୍ଷ ହିତାଧିକାରୀଙ୍କୁ ମିଳିବ ଆଗୁଆ ଭତ୍ତା । ଏନଏସଏପି ମାଧ୍ୟମରେ ୨୪…

ଆଇଟି ଫାର୍ମ ଗୁଡିକୁ କମିସନରେଟ ପୁଲିସ ପକ୍ଷରୁ ଗାଇଡଲାଇନ ଜାରି : ବିଦେଶ ଯାଇଥିବା କର୍ମଚାରୀଙ୍କୁ ଅଫିସ ନଯିବାକୁ…

କନକ ବ୍ୟୁରୋ : ଆଇଟି ଫାର୍ମ ଗୁଡିକୁ କମିସନରେଟ ପୁଲିସ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ଭୁବନେଶ୍ୱର ଓ କଟକରେ ଥିବା ଫାର୍ମଗୁଡିକୁ ନୋଟିସ କରାଯାଇଛି । ବିଦେଶ ଯାଇଥିବା କର୍ମଚାରୀଙ୍କୁ ଅଫିସ ନଯିବାକୁ ପରାମର୍ଶ ଦିଆଯାଇଛି । ୧୪ ଦିନ ପାଇଁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି…