Daily Archives

February 21, 2020

ଶିବରାତ୍ରିରେ ବଡ଼ ଅଘଟଣ : ଦୀପ ଜାଳୁଥିବା ବେଳେ ମହିଳାଙ୍କ ଶାଢ଼ିରେ ଲାଗିଗଲା ନିଆଁ, ଡାକ୍ତରଖାନାରେ ଭର୍ତ୍ତି ହେଲେ…

କନକ ବ୍ୟୁରୋ : ଦୀପ ଜାଳୁଥିବା ବେଳେ ମହିଳାଙ୍କ ଶାଢ଼ିରେ ଲାଗିଗଲା ନିଆଁ  । କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଆନନ୍ଦପୁର ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଆଜି ମହାଶିବରାତ୍ରି ତଥା ଜାଗରଯାତ୍ରା ହୋଇଥିବାରୁ ରାଜ୍ୟର ଅଧିକାଂଶ ଶୈବପୀଠମାନଙ୍କ ଭଳି ଘଷିପୁରା ବ୍ଲକର…

ଏ କେମିତିଆ ମଣିଷପଣିଆ ? ଅସୁସ୍ଥ ମହିଳାଙ୍କୁ ଅଧା ବାଟରେ ଓହ୍ଲାଇଦେଲା ବସରୁ, ଯନ୍ତ୍ରଣାରେ ଛଟପଟ ହୋଇ ଚାଲିଗଲା ଜୀବନ

କନକ ବ୍ୟୁରୋ: ମରିଗଲା ମାନବିକତା । ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳାଙ୍କୁ ଓହ୍ଲାଇଦେଲେ ବସରୁ । ରାସ୍ତା କଡରେ ପ୍ରାୟ ଏକ ଘଂଟା ଧରି ଛଟପଟ ହେବା ପରେ ଚାଲିଗଲା ଜୀବନ । ଗାଡି ନିମିଳିବାରୁ ଡାକ୍ତରଖାନାକୁ ବି ଯାଇପାରିଲେ ନାହିଁ । ଫୋନ୍ କରିବା ପରେ ବି ପହଁଚିନଥିଲା ୧୦୮ ଆମ୍ବୁଲାନ୍ସ ।…

ନିଜର ହାତ ନଥିବା ସତ୍ତେ୍ୱ ଅନ୍ୟଙ୍କ ପାଇଁ ସାହାରା ପାଲଟିଛନ୍ତି ମାଲବିକା : ବିସ୍ଫୋରଣରେ ହରାଇଥିଲେ ହାତ , ଆଜି ଲକ୍ଷ…

ଦୃଢ ଇଚ୍ଛା ଶକ୍ତି ଆଗରେ ସବୁ କିଛି ହାର ମାନିଥାଏ । କାହାରିକୁ ହେୟ ଜ୍ଞାନ କରିବା କଥା ନୁହେଁ । ସବୁ ଅଙ୍ଗପ୍ରତ୍ୟଙ୍ଗ କାମ କରୁଥିଲେ ସୁଦ୍ଧା କିଛି ଲୋକ କାମ କରିବା ପାଇଁ ଆଦୌ ପସନ୍ଦ କରନ୍ତି ନାହିଁ । ଆଉ ଶରୀରରେ ଦୁର୍ବଳତା ଥିବା ସତ୍ତେ୍ୱ କିଛି ଲୋକ କର୍ମକୁ ଭଗବାନ ଭାବି ଆଗକୁ ବଢିଥାନ୍ତି…

ସୋର ଯୁବକ ଭାରତଭୂଷଣଙ୍କ କମାଲ୍ : ୫ଟଙ୍କା ଖର୍ଚ୍ଚ କରି ଥରେ ଚାର୍ଜ କଲେ ୨୮୦ କିମି ଯାତ୍ରା କରୁଛି ବାଇକ୍

କନକ ବ୍ୟୁରୋ : ସୋର ଯୁବକଙ୍କ କମାଲ । ସ୍ୱତନ୍ତ୍ର ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ଅସାଧ୍ୟ ସାଧନ କରିଛନ୍ତି । ପୁରୁଣା ବାଇକରେ ମୋଟର ଲଗାଇ ମାତ୍ର ୫ ଟଙ୍କା ଖର୍ଚ୍ଚ କରି ୨୮୦ କିମି ଯାତ୍ରା କରିଛନ୍ତି । ଦୀର୍ଘବର୍ଷ ଧରି ଅଚଳ ହୋଇପଡ଼ିଥିବା ଗ୍ଲାମର ବାଇକରୁ ଇଞ୍ଜିନ୍ ବାହାର କରି ବୈଷୟିକ…

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଓଡିଆ କ୍ରିକେଟର ପ୍ରଜ୍ଞାନ ଓଝା । ସମସ୍ତ ପ୍ରକାର ଫର୍ମାଟରୁ ଅବସର ନେଇ ଘୋଷଣା

କନକ ବ୍ୟୁରୋ: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଓଡିଆ କ୍ରିକେଟର ପ୍ରଜ୍ଞାନ ଓଝା । ସମସ୍ତ ପ୍ରକାର ଫର୍ମାଟରୁ ସେ ଅବସର ନେଇ ଘୋଷଣା କରିଛନ୍ତି । ୨୪ଟି ଟେଷ୍ଟ, ୧୮ଟି ଦିନିକିଆ ଓ ୬ଟି ଟି ଟ୍ୱେ ଂଟିି ଖେଳିଛନ୍ତି ପ୍ରଜ୍ଞାନ । ଅବସର ନେଇ ସେ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି । ଆଇପିଏଲରେ…

ଦୁଇ ଭାଗ ହେଲା ଟ୍ରେନ: ଦିଲ୍ଲୀ ଆନନ୍ଦବିହାର ଓ ହାତ୍ରାସ ଷ୍ଟେସନରେ ଦୁଇଥର ଅଲଗା ହେଲା ଓଡିଶା ଆସୁଥିବା…

କନକ ବ୍ୟୁରୋ: ଦୁଇ ଭାଗ ହେଲା ଟ୍ରେନ । ଦିଲ୍ଲୀ ଆନନ୍ଦବିହାର ଓ ହାତ୍ରାସ ଷ୍ଟେସନରେ ଦୁଇଥର ବଗିରୁ ଅଲଗା ହେଲା ଓଡିଶା ଆସୁଥିବା ସଂପର୍କକ୍ରାନ୍ତି ଏକ୍ସପ୍ରେସ । କିଛି ବାଟ ଯିବା ପରେ ଟ୍ରେନଟି ଅଟକି ଥିଲା । ତେବେ ମରାମତି ପରେ ଟ୍ରେନ ଛାଡିଛି । ସମସ୍ତ ଯାତ୍ରୀ ସୂୁରକ୍ଷିତ ଥିବା ଜଣାପଡିଛି ।…