Daily Archives

October 15, 2019

ସୌରଭ ଗାଙ୍ଗୁଲିଙ୍କୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା । ବିସିସିଆଇର ଅଧ୍ୟକ୍ଷ ପଦବୀ ପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ…

କନକ ବ୍ୟୁରୋ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିର ଚେହେରା ହୋଇପାରନ୍ତି ସୌରଭ ଗାଙ୍ଗୁଲି । ଆଗାମୀ ନିର୍ବାଚନରେ ଗାଙ୍ଗୁଲିଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଛିଡା କରାଇପାରେ ବିଜେପି । ଯାହାକୁ ନେଇ ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ତେବେ ବିସିସିଆଇ ପରବର୍ତ୍ତି…

ନଭେମ୍ବର ୧୨ରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା । ଉଭୟ ଉପର ଓ ତଳ ପଡିଆରେ ବାଲିଯାତ୍ରା ହେବା ନେଇ ଜିଲ୍ଲା…

କନକ ବ୍ୟୁରୋ: ନଭେମ୍ବର ୧୨ରୁ ଆରମ୍ଭ ହେବ ବାଲିଯାତ୍ରା । ଚଳିତବର୍ଷ ନଭେମ୍ବର ୧୨ ତାରିଖରୁ ଆରମ୍ଭ ହୋଇ ୨୦ତାରିଖରେ ଶେଷ ହେବ କଟକର ଐତିହାସିକ ବାଲିଯାତ୍ରା । ବାଲିଯାତ୍ରା ମହୋତ୍ସବକୁ ଶାନ୍ତିଶୃଙ୍ଖଳାର ସହିତ ଶେଷ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ଏକ ପ୍ରସ୍ତୁତି ବୈଠକ ହୋଇଛି ।…

ବିଜେପୁର ଉପନିର୍ବାଚନ ପେଟ୍ରୋଲିଂ ଦାୟିତ୍ୱରେ ଥିବା ବ୍ଲକ ସଂଯୋଜକଙ୍କ ମୃତଦେହ ଉଦ୍ଧାର, ସନ୍ଦେହରେ ୩ ଜଣଙ୍କୁ ଅଟକ ରଖି…

କନକ ବ୍ୟୁରୋ: ବିଜେପୁର ଉପନିର୍ବାଚନ ପାଇଁ ପେଟ୍ରୋଲିଂ ଦାୟିତ୍ୱରେ ଥିବା ବ୍ଲକ ସଂଯୋଜକ ତରଣିସେନ ମହଲାଙ୍କ ମୃତଦେହ ଉଦ୍ଧାର ହୋଇଛି । ଗତ ୧୨ ତାରିଖରୁ ସେ ନିଖୋଜ ଥିଲେ । ବିଜେପୁର ଡମ୍ପିୟାର୍ଡ ଭିତରୁ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏହା ତରନିସେନଙ୍କ ବୋଲି ଚିହ୍ନଟ ହୋଇଛି । ବ୍ଲକ…

ଜିଓ ଆଣିଲା ଖୁସି ଖବର…ଅନ୍ୟ ନେଟୱର୍କରେ କଥା ହେବା ପାଇଁ ଗ୍ରାହକଙ୍କୁ କଂପାନୀ ଦେବ ଏତିକି ସମୟର ଫ୍ରି ଟକ୍…

ରିଲାଏନ୍ସ ଜିଓ ଇନଫୋକମ ନିଜର ଗ୍ରାହକଙ୍କ ପାଇଁ ଆଣିଦେଇଛି ଖୁସି ଖବର । ନିଜ ଗ୍ରାହକଙ୍କୁ ୩୦ ମିନିଟର ଫ୍ରି ଟକ ଟାଇମ୍ ଦେବା ଆରମ୍ଭ କରିଛି କଂପାନୀ । ମିଳିଥିବା ସୂଚନା ଅନୁସାରେ, ପ୍ରଥମ ଥର ପାଇଁ ରିଚାର୍ଜ କରୁଥିବା ଗ୍ରାହକଙ୍କୁ ୩୦ ମିନିଟର ମାଗଣା ଟକ୍ ଟାଇମ୍ ଦେବାକୁ ଘୋଷଣା କରିଛି…

ଭୁବନେଶ୍ୱର ବିମାନ ବନ୍ଦରରୁ ବିଦେଶୀ ସିଗାରେଟ ଜବତ: ୧୨ ଲକ୍ଷ ଟଙ୍କାର ୪୦୦ ପ୍ୟାକେଟ ସିଗାରେଟ କୁଆଲାଲମପୁରରୁ ଚାଲାଣ…

କନକ ବ୍ୟୁରୋ: ଭୁବନେଶ୍ୱର ବିମାନବନ୍ଦର ଦେଇ ବେଧଡକ ଚାଲିଛି ଚୋରାଚାଲାଣ । ସୁନା ପରେ ୧୨ ଲକ୍ଷ ଟଙ୍କାର ବିଦେଶୀ ସିଗାରେଟ ଜବତ କରିଛି ଡିଆରଆଇ । ପ୍ରାୟ ୪ ଶହ ପ୍ୟାକେଟ ଜବତ ହୋଇଛି । ଘଟଣାରେ ୨ ଯାତ୍ରୀ ଅଟକ ଅଛନ୍ତି । ଏହା କୁଆଲାଲମ୍ପୁରୁ କୋଲକାତା ଚାଲାଣ ହେଉଥିଲା । ଏୟାର ଏସିଆ ବିମାନରେ…

ମିଶନ୍ ‘ମୋ ସରକାର’ । କେନ୍ଦ୍ରାପଡ଼ାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବୁଲିଲେ ‘5-T’ ସଚିବ ଭି.କେ ପାଣ୍ଡିଆନ୍  । ସମସ୍ୟା…

କନକ ବ୍ୟୁରୋ: କେନ୍ଦ୍ରାପଡାରେ 5-T ସଚିବ ଭି.କେ ପାଣ୍ଡିଆନ । ‘ମୋ ସରକାର’ ଯୋଜନା ଆରମ୍ଭ ହେବା ପରଠୁ ଜିଲ୍ଲାକୁ ଜିଲ୍ଲା ବୁଲି ଭିକେ ପାଣ୍ଡିଆନ ଯୋଜନାର ଅନୁଧ୍ୟାନ କରୁଛନ୍ତି । ମୋ ସରକାର  କାର୍ଯ୍ୟକାରିତା ତଦାରଖ ପାଇଁ ଆଜି କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପହଂଚିଛନ୍ତି…