Daily Archives

October 15, 2019

ବସିଲା ହାଇକୋର୍ଟର ଫୁଲବେଂଚ: ଅଦାଲତ ଅବମାନନା ମାମଲାରେ ସବୁ ବାର ଆସୋସିଏସନକୁ ନୋଟିସ; ୨୧ରେ ପରବର୍ତ୍ତୀ ଶୁଣାଣୀ

କନକ ବ୍ୟୁରୋ: ବସିଛି ହାଇକୋର୍ଟର ଫୁଲ ବେଂଚ । ମୁଖ୍ୟ ବିଚାରପତିଙ୍କ ସହିତ ତେର ଜଣ ବିଚାରପତିଙ୍କୁ ନେଇ ଗଠିତ ଫୁଲ ବେଂଚ ବସି ଏକ ଅଦାଲତ ଅବମାନନା ମାମଲାର ଶୁଣାଣି କରିଛନ୍ତି । ହାଇକୋର୍ଟ ବାର ଆସୋସିଏସନ ସମେତ ସମସ୍ତ ବାର ଆସୋସିଏସନକୁ ନୋଟିସ ଜାରି କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି…

କାଲାମ ତୁମେ କମାଲ । ଜନ୍ମବାର୍ଷିକୀରେ ମନେ ପଡ଼ନ୍ତି ଅନେକଙ୍କ ଆଦର୍ଶ ତଥା ପୂର୍ବତନ ରାଷ୍ଟ୍ରପତି ଅବଦୁଲ କାଲାମ ।

କନକ ବ୍ୟୁରୋ: ଆଜି ଭାରତର ମିଜାଇଲ୍ ମ୍ୟାନ୍ ଅବଦୁଲ କାଲାମଙ୍କ ଜନ୍ମଦିନ। ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ପ୍ରସିଦ୍ଧ ବୈଜ୍ଞାନିକ ଡକ୍ଟର ଏ.ପି.ଜେ ଅବଦୁଲ କାଲାମ କେବଳ ଭାରତ ନୁହେଁ ଭାରତ ବାହାରେ ମଧ୍ୟ ଅନେକ ଲୋକଙ୍କ ଆଦର୍ଶ ହୋଇ ରହିଥିବା ଏକ ବ୍ୟକ୍ତିତ୍ୱ । ୧୯୩୧ ମସିହା ଅକ୍ଟୋବର ୧୫…

କଳାଧନ ଉପରେ ଅଙ୍କୁଶ ଲଗାଇବାକୁ ଆରବିଆଇର ବଡ ନିଷ୍ପତି: ଆଉ ଛପା ହୋଇନପାରେ ୨ ହଜାର ଟଙ୍କିଆ ନୋଟ୍

କନକ ବ୍ୟୁରୋ: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ୨ ହଜାର ଟଙ୍କିଆ ନୋଟ୍ ଛାପିବା ବନ୍ଦ କରିଦେଇଛି । କଳାଧନ ଓ ଜାଲନୋଟ ଉପରେ ନିୟନ୍ତ୍ରଣ କରିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି । ଆରଟିଆଇ ସୂଚନାରୁ ଏପରି ତଥ୍ୟ ସାମ୍ନାକୁ ଆସିଛି । ଚଳିତ ଆର୍ଥିକ ବର୍ଷରେ ୨ ହଜାର ଟଙ୍କିଆ ନୋଟ ନ ଛାପିବା ପାଇଁ…

ନନ୍ଦନକାନନରେ ଆଖି ବୁଜିଲା ବିରଳ ମହାବଳ ବାଘ । ରକ୍ତଜନିତ ସଂକ୍ରମଣରେ ଦୀର୍ଘଦିନରୁ ଅସୁସ୍ଥ ଥିଲା…

କନକ ବ୍ୟୁରୋ: ନନ୍ଦନକାନରରେ ବିରଳ ପ୍ରଜାତିର ମହାବଳ ବାଘ ଆଖି ବୁଜିଛି । ଚିକିତ୍ସାଧିନ ଅବସ୍ଥାରେ ଆଜି ମହାବଳ ‘ଶୁଭ୍ରାଂଶୁ’ର ମୃତ୍ୟୁ ହୋଇଛି । ଦୀର୍ଘଦିନ ହେଲା ସେ ରକ୍ତଜନିତ ସଂକ୍ରମଣରେ ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇପଡିଥିଲା । ମହାବଳ ଶୁଭ୍ରାଂଶୁର ମୃତ୍ୟୁ ପରେ ନନ୍ଦନକାନନରେ ମହାବଳ ବାଘ…

ଭୁବନେଶ୍ୱରରେ ସିଗାରେଟ ନିଆଁରୁ ଜଳିଗଲା କାର । ନାବାଳକ ଛାତ୍ରର କାରନାମା, ଭଙ୍ଗା କାରରେ ଲୁଚି ଟାଣୁଥିଲା ସିଗାରେଟ.…

କନକ ବ୍ୟୁରୋ: ନାବାଳକ ଛାତ୍ରର କାରନାମା । ଭଙ୍ଗା କାରରେ ଲୁଚି ସିଗାରେଟ ଟାଣୁଥିବାବେଳେ ନିଆଁରେ ଜଳିଯାଇଛି ୩ଟି କାର । ଏହି ଘଟଣା ଘଟିଛି ଭୁବନେଶ୍ୱର ଚିନ୍ତାମଣିଶ୍ୱେର ଅଂଚଳରେ । ସଂପୃକ୍ତ ନାବାଳକ ସିଗାରେଟ ଟାଣିବା ପରେ ଅଧାଜଳା ସିଗାରେଟକୁ କାର ସିଟରେ ଫୋପାଡି ଦେଇ ଚାଲିଯାଇଥିଲେ । ଫଳରେ…

ଛତିଶଗଡ଼ରେ ଓଡିଆ ଝିଅ ସଫଳ ଖେଳାଳି…ଓଡିଶାରେ ମୂଲ ଲାଗି ପେଟ ପୋଷୁଛନ୍ତି ସ୍ୱର୍ଣ୍ଣ ପଦକ ବିଜେତା ଅନିତାଙ୍କ…

କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକର ମଝେନପଦର ଗାଁର ଦଶମ ଶ୍ରେଣୀର ଝିଅ ଛତିଶଗଡ ରାଜ୍ୟରେ ଦକ୍ଷ ଖେଳାଳି ହେବା ଓଡିଶା ପାଇଁ ଆଣି ଦେଇଛନ୍ତି ଗୌରବ । ବଡ କଥା ହେଲା ଏହି କୁନି ଝିଅର ବାପା, ମା ମୂଲ ଲାଗି ପରିବାର ଚଳାଉଥିବା ବେଳେ ଦାରିଦ୍ର୍ୟର ଦୁଃଖ ଏହି କୁନି ଝିଅର ସ୍ୱପ୍ନକୁ…