Daily Archives

September 7, 2019

ପୁରୀରେ ସ୍ଥିତି ଅନୁଧ୍ୟାନ ପରେ ରାଜ୍ୟ ସରକାରଙ୍କୁ ଆମିକସ କ୍ୟୁରିଙ୍କ ସାର୍ଟିଫିକେଟ : ନିୟମ ଅନୁଯାୟୀ ଚାଲିଛି ଉଚ୍ଛେଦ…

କନକ ବ୍ୟୁରୋ : ପୁରୀରେ ସ୍ଥିତି ଅନୁଧ୍ୟାନ ପରେ ରାଜ୍ୟ ସରକାରଙ୍କୁ ସାର୍ଟିଫିକେଟ ଦେଇଛନ୍ତି ଆମିକସ କ୍ୟୁରି ରଂଜିତ୍ କୁମାର ।  ନିୟମ ଅନୁଯାୟୀ ପୁରୀରେ  ଉଚ୍ଛେଦ କାମ ଚାଲିଛି ।   ୨୫ ବର୍ଷରେ ଥରେ ନାଗାର୍ଜୁନ ବେଶ ହୁଏ । ଆସନ୍ତା ବର୍ଷ ନାଗାର୍ଜୁନ ବେଶ ଥିବାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ…

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ଆଦ୍ୟ ସେବକ ଭାବେ ଗଜପତିଙ୍କୁ ଦିଆଗଲା ପରିଚୟପତ୍ର…

କନକ ବ୍ୟୁରୋ : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଏହି ନିଷ୍ପତି କ୍ରମରେ ଏଣିକି ମହାପ୍ରଭୁଙ୍କ ସମସ୍ତ ସେବାୟତଙ୍କୁ ମିଳିବ ପରିଚୟପତ୍ର । ଏହି କ୍ରମେର ମହାପ୍ରଭୁଙ୍କ ଆଦ୍ୟ ସେବକ ଭାବେ ଗଜପତି ମହାରାଜଙ୍କୁ ଦିଆଯାଇଛି ପରିଚୟପତ୍ର । ପର୍ଯ୍ୟାୟ…

ଲଘୁଚାପ ବର୍ଷା ପରେ କେନ୍ଦୁଝର ହାଟଡିହି ବ୍ଲକରେ ପାଣିରେ ବୁଡିଲା ୫୦ ଘର : ପ୍ରତିବାଦରେ ରାସ୍ତାରେ ପଥର ରଖି ଲୋକଙ୍କ…

କନକ ବ୍ୟୁରୋ : ଗାଁ ଦାଣ୍ଡରେ ପାଣି, ଘରେ ପାଣି । ଯେଉଁଟି ପାଦ ପକାଇବେ ଆଣ୍ଠୁଏ ପାଣି । ଆଉ ଏମିତି ପାଣି ଭିତରେ ଫସି ରହିଛି ପୁରା ଅଂଚଳ । ଲଘୁଚାପ ଜନିତ ବର୍ଷା ପରେ ଗାଁରେ ପଶିଛି ପାଣି । ସ୍ଥିତି ଏବେ ଏମିତି ହୋଇଛି ଘର ଭିତରେ ଆଣ୍ଠୁଏ ଉଚ୍ଚରେ ପାଣି ଜମି ରହିଛି । ଜଳବନ୍ଦୀର ଏହି ଚିତ୍ର…

ପୁଅର ଗେମ୍ ନିଶାରେ ବାପାଙ୍କ ଉଡିଗଲା ଟଙ୍କା ! ଅନଲାଇନ୍ ଗେମ୍ ଖେଳି ବାପାଙ୍କ ଆକାଉଣ୍ଟରୁ ଟଙ୍କା ଉଡାଇଦେଲା ଚତୁର୍ଥ…

ଅନଲାଇନ୍ ଗେମ୍ ର ଚାହିଦା ଏବଂ କ୍ରେଜ୍ ଏତେ ବଢିଲାଣି ଯେ ପିଲାଠାରୁ ଆରମ୍ଭ କରି ଯୁବଗୋଷ୍ଠୀ ମଧ୍ୟ ଏହି ଗେମ୍ କବଳରେ କବଳିତ । ତେବେ ବର୍ତ୍ତମାନ ଏହି ଅନଲାଇନ୍ ଗେମ୍ ଖେଳି ଜଣେ ପୁଅ ନିଜ ବାପାଙ୍କ ଆକାଉଣ୍ଟ୍ ରୁ ଟଙ୍କା ଉଡାଇବା କଥା ସାମ୍ନାକୁ ଆସୁଛି । ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ…

ରାଜଧାନୀର ଅଶୋକ ନଗରରେ ପୂଜା କମିଟିର ଦାଦାଗିରି : ଗଣେଶ ପୂଜା ଚାନ୍ଦା ମାଗି ହୋଟେଲ ମାଲିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

କନକ ବ୍ୟୁରୋ : ପୂଜା ଚାନ୍ଦା ମାଗିଲେ, ମାଡ ମାରିଲେ । ହୋଟେଲ ସିଟି ରେସିଡେନ୍ସିର ମାଲିକଙ୍କୁ ପୂଜା ଚାନ୍ଦା ମାଗି ଆକ୍ରମଣ ଅଭିଯୋଗ । ଅଶୋକ ନଗରରେ ଥିବା ଏକ ଗଣେଶ ପୂଜା କମିଟିର ଲୋକମାନେ ଗତ ରାତିରେ ଗଣେଶ ଭଷାଣୀକୁ ନେଇ ୧୦ ହଜାର ଟଙ୍କା ଦାବି କରିଥିଲେ । ହେଲେ ସେ ମାତ୍ର ୧୨ଶହ ଟଙ୍କା…

ଅର୍ଥମନ୍ତ୍ରୀଙ୍କ ବଡ଼ ବୟାନ୍ ! ୨୦୧୪ ରୁ ବଢିନାହିଁ ଦରଦାମ୍ , ସରକାରଙ୍କୁ ଅଯଥାରେ ପ୍ରଶ୍ନ ପଚାରୁଛନ୍ତି ଜନତା ।

ଦେଶରେ ଆର୍ଥୀକ ମାନ୍ଦାବସ୍ତାର ଚର୍ଚ୍ଚା ଲାଗିରହିଥିବା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍ ଶୁକ୍ରବାର କହିଥିଲେ ଯେ , ମହଙ୍ଗା ଦର ଏବେ ନିୟନ୍ତ୍ରଣ ରହିଛି ଏବଂ ୨୧୦୪ ରୁ ବଢିନାହିଁ । ସୀତାରମଣ୍ କଲିକତାରେ ଉଦ୍ୟୋଗପତି ଏବଂ ବ୍ୟବସାୟୀଙ୍କ ସହ ସାକ୍ଷାତକାର କରିବା ପରେ ମହଙ୍ଗା ଦର ୨୦୧୪ ରୁ…