Daily Archives

August 14, 2019

ଜାଣିରଖନ୍ତୁ ବିଛା କାମୁଡିଲେ କ’ଣ କରିବେ ! ଆପଣଙ୍କ ଛୋଟିଆ ପ୍ରୟାସ କାହାର ଜୀବନ ବଞ୍ଚାଇଦେଇପାରେ । 

ଭୀଷଣ ଗରମ ଦାଉରୁ ଆଶ୍ୱସ୍ତି ପାଇବା ପାଇଁ ମାଟି ତଳେ ଥିବା କ୍ଷତିକାରକ ତଥା ବିଷାକ୍ତ ଜୀବ ବାହାରକୁ ବାହାରିଆସନ୍ତି ଏବଂ ଘର ଭିତରକୁ ପ୍ରବେଶ କରିଥାନ୍ତି । ଉଦାହରଣ ସାପ, କଙ୍କଡାବିଛା, ଚମ୍ପେଇନେଳି ଇତ୍ୟାଦି । ତେବେ ଏହି ସବୁ ବିଷଧର ଜୀବ ଘର ଭିତରକୁ ପସିଗଲେ କେଉଁ ମୁହୂର୍ତ୍ତରେ ଯେ ଜୀବନ…

ଆଦିତ୍ୟ ପ୍ରସାଦ ପାଢୀ ହେଲେ ରାଜ୍ୟ ନିର୍ବାଚନ କମିଶନର । ନୂଆ ନିଯୁକ୍ତିରେ ମୋହର ମାରିଲେ ରାଜ୍ୟପାଳ ଗଣେଶୀ ଲାଲ

କନକ ବ୍ୟୁରୋ : ଆଦିତ୍ୟ ପ୍ରସାଦ ପାଢୀଙ୍କୁ ନୂଆ ଦାୟିତ୍ୱ । ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଭାବେ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ମିଳିଲା ନୂଆ ଦାୟିତ୍ୱ । ଏହି ନୂଆ ନିଯୁକ୍ତି ଉପରେ ରାଜ୍ୟପାଳଙ୍କ ମୋହର ବାଜିବା ପରେ ରାଜ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ପାଇଛନ୍ତି ଆଦିତ୍ୟ । ୧୯୮୩…

ଚର୍ଚ୍ଚାରେ ନବୀନଙ୍କ ଯୁବ ମନ୍ତ୍ରୀ, ସଚିବାଳୟ କ୍ୟାଣ୍ଟିନରେ କର୍ମଚାରୀଙ୍କ ସହ ମିଶି କଲେ ମଧ୍ୟାହ୍ନ ଭୋଜନ । କର୍ମଚାରୀ…

କନକ ବ୍ୟୁରୋ : ନବୀନ ସରକାରଙ୍କ ପଞ୍ଚମ ପାଳିର  ଯୁବ ମନ୍ତ୍ରୀଙ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ତୁଷାରକାନ୍ତି ବେହେରା । ନବୀନଙ୍କ ଟିମର ଯୁବ ଯୋଦ୍ଧାଙ୍କ ମଧ୍ୟରୁ ଜଣେ । ବିଜେଡି ଟିକେଟରେ ନିର୍ବାର୍ଚନ ଲଢିବା ଠାରୁ ଆରମ୍ଭ କରି ମନ୍ତ୍ରୀ ପଦ ପାଇବା ପର୍ଯ୍ୟନ୍ତ ଚର୍ଚ୍ଚାର ଶିରୋନାମାରେ…

୧୧ ଓଡିଆ ପୋଲିସଙ୍କୁ ରାଷ୍ଟ୍ରପତି ପଦକ ! ସ୍ୱାଧୀନତା ଦିବସ ଅବସରରେ ଅଗ୍ନିଶମ ସେବା, ହୋମ ଗାର୍ଡ ଓ ସାଧାରଣ ସୁରକ୍ଷା…

ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ଅଗ୍ନି ସେବା, ହୋମ ଗାର୍ଡ ଓ ସାଧାରଣ ସୁରକ୍ଷା କ୍ଷେତ୍ରରେ ଓଡ଼ିଶାରୁ ୧୧ ଜଣଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ । ଏମାନଙ୍କ ମଧ୍ୟରୁ ଅଗ୍ନି ସେବା କ୍ଷେତ୍ରରେ ବିଶିଷ୍ଟ ସେବା ପାଇଁ ଭାରତ ଭୂଷଣ ନାୟକ ଏହି ପୁରସ୍କାର ପାଇବେ ଓ ଏହି କ୍ଷେତ୍ରରେ…

ପଥ୍ରଲା ଓ ଖଇରମାଳରେ କମିଲା ମହାନଦୀର ଜଳସ୍ତର: କାଲି ସକାଳ ୧୦ଟା ସୁଦ୍ଧା ମୁଣ୍ଡଳୀରେ ପହଞ୍ଚିବ ହୀରାକୁଦର ବନ୍ୟାଜଳ

କନକ ବ୍ୟୁରୋ: ପଥ୍ରଲା ଓ ଖବରମାଳ ନିକଟରେ କମିଛି ମହାନଦୀର ଜଳସ୍ତର । ଗତକାଲି ପଥ୍ରଲାରେ ୧୧ ଲକ୍ଷ କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ଆଜି ଏହା  ୫ଲକ୍ଷ ୭୫ ହଜାର କ୍ୟୁସେକକୁ ଖସିଆସିଛି । ସେହିପରି ଖବରମାଳରେ ସାଢେ ୯ଲକ୍ଷ କ୍ୟୁସେକ ବନ୍ୟା ଜଳ ଆଜି ସକାଳ ୯ଟା ସୁଦ୍ଧା ୮ଳକ୍ଷ ୪୦…

ଅମଣିଷ ପାଲଟିଲା ଅଫିସର ! କମ୍ପାନୀର ଲକ୍ଷ୍ୟ ପୂରଣ ନକରିପାରିବାରୁ କର୍ମଚାରୀଙ୍କୁ ଜିଅନ୍ତା ମାଛ ଏବଂ କୁକୁଡାର ରକ୍ତ…

ଚୀନ୍ ର ଗୋଟିଏ କମ୍ପାନୀରେ କର୍ମଚାରୀଙ୍କ ସଫଳପୂର୍ଣ୍ଣ କାର୍ଯ୍ୟଦକ୍ଷତା ନ ହେବାରୁ ମାଲିକ ତାଙ୍କୁ ଏଭଳି ଦଣ୍ଡ ଦେଲା ଯେ କର୍ମଚାରୀଙ୍କ ଆଖିରୁ ଲୁହ ବାହାରିଆସିଲା । ଲକ୍ଷ୍ୟ ପୂରଣ ନ କରିପାରିବାରୁ କମ୍ପାନୀ ୧୨ ରୁ ଅଧିକ କର୍ମଚାରୀମାନଙ୍କୁ ଜିଅନ୍ତା ମାଛ ଏବଂ କୁକୁଡାର ରକ୍ତ ପିଇବାର ଦଣ୍ଡ…