Daily Archives

July 31, 2019

ଆଠ ଦିନ ସାତ ରାତି ମୃତ୍ୟୁ ସହ ସଂଗ୍ରାମ : ଶୌଚ ହେବାକୁ ଯାଇଥିବା ବେଳେ ବାଲିରେ ପୋତି ହୋଇଯାଇଥିଲେ ଶ୍ରମିକ, ଉଦ୍ଧାର…

କନକ ବ୍ୟୁରୋ : ମାଟି ତଳେ ଆଠଦିନ ଓ ସାତ ରାତି । ହେଲେ ସୌଭାଗ୍ୟବଶତଃ ମରଣ ମୁହଁରୁ ବଂଚିଲେ ଝାଡଖଣ୍ଡର ଶ୍ରମିକ । ଏଭଳି ଘଟଣା ସାମ୍ନାକୁ ଆସିଛି ଅନୁଗୋଳ ଛେଣ୍ଡିପଦା ଅଂଚଳରୁ । ଏହି ଅଚଂଳରୁ କାମ କରିବାକୁ ଆସିଥିବା ଝାଡଖଣ୍ଡର ବରଜା ଶେଖ୍ ନାମକ ଶ୍ରମିକ ଗତ ୧୯ ତାରିଖରେ ଘରୁ ଶୌଚ ହେବାକୁ ଯାଇ…

ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ସାଙ୍ଗକୁ ୧୯ କିଲୋର ଓଜନ ବୋହି ସୀମାରେ ସୁରକ୍ଷା ଦେବେ ଧୋନି ! ବ୍ୟାଟ୍ ବଦଳରେ ହାତରେ ରହିବ…

ଭାରତୀୟ କ୍ରିକେଟ୍ ମଇଦାନରେ ଚଉକାଛକା ଲଗାଉଥିବା କ୍ରିକେଟର୍ ମହେନ୍ଦ୍ର ସିଂହ ଧୋନି ଏବେ ହାତରେ ବ୍ୟାଟ୍ ବଦଳରେ ଧରିବେ ଏକେ-୪୭ । ଆଜି କାଶ୍ମୀରରେ ଆତଙ୍କବାଦ ବିରୋଧୀ ୟୁନିଟ୍ ରେ ପ୍ରଥମଥର ପାଇଁ ସେ ଯୋଗ ଦେବେ । ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯିବା ବଦଳରେ ଧୋନି ୧୫ ଦିନ ପାଇଁ ପାରା କମାଣ୍ଡୋ…

ଏନ୍‌ଏମ୍‌ସି ବିଲ୍‌କୁ ବିରୋଧ କରି ଦେଶବ୍ୟାପୀ ୨୪ ଘଣ୍ଟିଆ ଡାକ୍ତର ଆନ୍ଦୋଳନ : ବନ୍ଦ ରହିବ ଓପିଡ଼ି, ସ୍ୱାଭାବିକ ରହିବ…

କନକ ବ୍ୟୁରୋ : ଭାରତୀୟ ଡାକ୍ତରୀ ସଂଘର ଦେଶବ୍ୟାପୀ ୨୪ ଘଣ୍ଟିଆ ଆନ୍ଦୋଳନ । ଲୋକସଭାରେ ଅନୁମୋଦିତ ହୋଇଥିବା ନେସନାଲ୍ ମେଡିକାଲ୍ କମିସନର ବିଲ୍, ୨୦୧୯କୁ ବିରୋଧ କରି ବୁଧବାର ସକାଳ ୬ଟରୁ ଦେଶବ୍ୟାପୀ ଡାକ୍ତରମାନେ ଧର୍ମଘଟ ଆରମ୍ଭ କରିଛନ୍ତି । ବୁଧବାର ସକାଳ ୬ଟାରୁ ଗୁରୁବାର ସକାଳ ୬ଟା ଯାଏଁ…

ଓଡ଼ିଶା ପୋଲିସ ସଂଘର ସଭାପତି ସତ୍ୟଜିତ୍ ମିଶ୍ର ନିଲମ୍ବିତ : ପୋଲିସ ପାଇଁ ସୁରକ୍ଷା ଦାବି ପଡ଼ିଲା ମହଙ୍ଗା

କନକ ବ୍ୟୁରୋ : ଓଡ଼ିଶା ପୋଲିସ ସଂଘର ସଭାପତି ସତ୍ୟଜିତ୍ ମିଶ୍ର କାର୍ଯ୍ୟରୁ ନିଲମ୍ବିତ । ବାଲିଆପାଳ ଆଇଆଇସିଙ୍କୁ ଆକ୍ରମଣ ଘଟଣାରେ ପୋଲିସ ପାଇଁ ସୁରକ୍ଷା ଦାବି କରିଥିଲେ ସତ୍ୟଜିତ ମିଶ୍ର । ପୋଲିସ ଅସୁରକ୍ଷିତ ବୋଲି ଗଣମାଧ୍ୟମରେ ଏସିପି ସତ୍ୟଜିତ ମିଶ୍ର ବୟାନ  ତାଙ୍କ ପାଇଁ ମହଙ୍ଗା ପଡିଛି ।…

ଦିନକୁ ୧୦ ଥରରୁ ଅଧିକ ହେଉଛି ପରିଶ୍ରା ତେବେ ବିଳମ୍ବ ନକରି ତୁରନ୍ତ ଡାକ୍ତର ଦେଖାନ୍ତୁ ! ନହେଲେ ସାଙ୍ଘାତିକ ରୋଗ କବଳରେ…

ଆପଣଙ୍କ ମଧ୍ୟରେ କିଛି ଏଭଳି ଲୋକ ଥିବେ ଯେଉଁମାନେ ବାରମ୍ବାର ପରିଶ୍ରା ଯାଉଥିବେ । ଯଦି ଆପଣ ମଧ୍ୟ ଏହି ତାଲିକାରେ ସାମିଲ୍ ଅଛନ୍ତି ତେବେ ଆପଣଙ୍କୁ କହିରଖୁଛୁ କିଛି ରୋଗ କାରଣରୁ ଏଭଳି ଅସୁବିଧା ମଧ୍ୟ ଦେଖାଦେଇଥାଏ । ଏହି ରୋଗ ମଧ୍ୟରେ ଡାଇବେଟିସ୍ ,ହାଇ ବ୍ଲଡପ୍ରେସର,ୟୁଟିଆଇ ଭଳି ରୋଗରେ ଏଭଳି…

ଭୁବନେଶ୍ୱରରେ ମାତିଲେ ଲୁଟେରା ! ପୁରୀ ବାଇପାସ ରୋଡରେ ଲୁଟେରା ଆତଙ୍କ, ଗାଡି ସୋ ରୁମରୁ ଲୁଟିନେଲେ ଲକ୍ଷେ ୮୦ ହଜାର…

ରାଜଧାନୀରେ ରାତି ଅଧରେ ଖଣ୍ଡାରେ ହାଣି ଲୁଟିଲେ । ମଙ୍ଗଳବାର ବିଳମ୍ୱିତ ରାତିରେ ରସୁଲଗଡ ଛକରେ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟିଲେ ଲୁଟେରା । ରସୁଲଗଡ ଗାଁ ଛକରେ ଘଟିଛି ଏପରି ଏକ ଲୁଟ୍ । ଆକ୍ରମଣରେ ଗୁରୁତର ହୋଇଥିବା ବ୍ୟବସାୟୀ ହେଉଛନ୍ତି ରସୁଲଗଡ ଛକରେ ଥିବା ତୃପ୍ତି ହୋଟେଲ…