Daily Archives

July 16, 2019

ସ୍କୁଲରେ ନାହାନ୍ତି ସ୍ଥାୟୀ ଶିକ୍ଷକ ! ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଛନ୍ତି ପୋଲିସ କର୍ମଚାରୀ ।

କନକ ବ୍ୟୁରୋ : ନାହାନ୍ତି ଶିକ୍ଷକ, ପିଲାଙ୍କୁ ପାଠ ପଢାଉଛନ୍ତି ପୋଲିସ କର୍ମଚାରୀ । ସମ୍ବଲପୁର ଜିଲ୍ଲା ରିଜର୍ଭ ପୋଲିସ ଭିତରେ ଥିବା ପୋଲିସ ହାଇସ୍କୁଲରେ ୪ଜଣ ପୋଲିସ କର୍ମଚାରୀ ଶିକ୍ଷାଦାନ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଏହି ସ୍କୁଲରେ ଶିକ୍ଷକଙ୍କ ଅଭାବ ରହିଛି । ଯେଉଁଥିପାଇଁ ଏହି…

ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ବଡ ଦାୟିତ୍ୱ । ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ହେଲେ ନିଯୁକ୍ତ ।

କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଲେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ । ଏନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆନ୍ଧ୍ରପ୍ରଦେଶ ଓ ଛତିଶଗଡ ପାଇଁ ନୂଆ ରାଜ୍ୟପାଳଙ୍କ ନାଁରେ ମୋହର ମାରିଛନ୍ତି ରାଷ୍ଟ୍ରପତି…

ଅପେକ୍ଷାରେ ଭାରତବାସୀ: ଆସନ୍ତାକାଲି ହେବ କୁଳଭୂଷଣ ଯାଦବଙ୍କ ଶୁଣାଣି ।

କନକ ବ୍ୟୁରୋ: କାଲି ଆସିବ କୁଳଭୂଷଣ ଯାଦବଙ୍କ ରାୟ । ଆସନ୍ତାକାଲି ନେଦରଲାଣ୍ଡର ଦି ହେଗ ଠାରେ ଥିବା ଅନ୍ତର୍ଜାତୀୟ ନ୍ୟାୟାଳୟ କୁଳଭୂଷଣ ଯାଦବ ମାମଲାରେ ରାୟ ଶୁଣାଇବେ । ଏହି ମାମଲାରେ ନିଜର ପକ୍ଷକୁ ନେଇ ଭାରତ ସରକାର ନିଶ୍ଚିତ ଥିବା ଜଣାଯାଇଛି । କୋର୍ଟ ଯାଦବଙ୍କ ସପକ୍ଷରେ ରାୟ ଶୁଣାଇବେ ବୋଲି…

ଅବହେଳିତ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ କଳାକାର ! ଦୁଃଖ ଦୁର୍ଦ୍ଦିନରେ ବିତୁଛି ମାଗୁଣିଙ୍କ ଦିନ, ସୀକୃତି ଅଛି ହେଲେ…

କନକ ବ୍ୟୁରୋ : କେନ୍ଦୁଝର ଅଖ୍ୟାତ ପଲ୍ଲୀର ବିଖ୍ୟାତ ନାଁ ମାଗୁଣି ଚରଣ କୁଅଁର । ଏହି ନାଁ ହୁଏତ କାହା ପାଇଁ ଅଜଣା ନଥିବ । ନିଜର କଳା ବଳରେ ସାରା ଦେଶରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି କେନ୍ଦୁଝରର ମାଗୁଣି କୁଅଁର । ଯିଏକି ଜଣେ କଣ୍ଢେଇ ନାଚ ଶିଳ୍ପୀ । କାଠି କଣ୍ଢେଇ…

ଆଇସିସି ପରେ ସଚିନ୍ ବାଛିଲେ ନିଜର ବିଶ୍ୱକପ୍ ଟିମ୍ । ଦଳରେ ମିଳିଲାନି ଏହି ବଡ ଖେଳାଳିଙ୍କୁ ସ୍ଥାନ ।

ଗତକାଲି ଆଇସିସି ନିଜର ବିଶ୍ୱକପ୍ ଟିମ୍ ବାଛିଥିବା ବେଳେ ଆଜି କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ନିଜର ବିଶ୍ୱକପ୍ ଟିମ୍ ବାଛିଛନ୍ତି । ବିଶ୍ୱର ସର୍ବଶ୍ରେଷ୍ଠ ୧୧ ଖେଳାଳିଙ୍କୁ ନିଜ ବିଶ୍ୱକପ ଟିମରେ ସ୍ଥାନ ଦେଇଛନ୍ତି ସଚିନ୍ । ସବୁଠୁ ବଡ କଥା ହେଲା ସଚିନଙ୍କ ଏହି ଟିମରେ ୫ ଜଣ ଭାରତୀୟ ସ୍ଥାନ…

ସୁପ୍ରିମକୋର୍ଟରେ ଆଜି ବି ହୋଇପାରିଲାନି କର୍ଣ୍ଣାଟକ ସଙ୍କଟର ସମାଧାନ। ଆସନ୍ତାକାଲି ଆସିବ ରାୟ

କନକ ବ୍ୟୁରୋ: ସୁପ୍ରିମକୋର୍ଟରେ ଆଜି ବି ବାହାରିପାରିଲାନି କର୍ଣ୍ଣାଟକ ରାଜନୈତିକ ସଂକଟର ସମାଧାନ । ବିଦ୍ରୋହୀ ବିଧାୟକଙ୍କୁ ନେଇ ଆଜି ଚୂଡାନ୍ତ ଫଇସଲା ଆସିପାରିନାହିଁ । ଏନେଇ ଆସନ୍ତାକାଲି ଶୁଣାଣୀ ହେବ । ସୁପ୍ରିମକୋର୍ଟରେ କର୍ଣ୍ଣାଟକ ମାମଲାର ଶୁଣାଣି ସମୟରେ ପ୍ରଧାନ ବିଚାରପତି କହିଛନ୍ତି…