Daily Archives

July 16, 2019

ମଧୁର ଜଳ ହେବ ସମୁଦ୍ର ପାଣି। ସୁଧୁରିବ ବନ୍ଦରନଗରୀର ଜଳ ସମସ୍ୟା। ପାରାଦୀପରେ ପ୍ରତିଷ୍ଠା ହେବ ଓଡିଶାର ପ୍ରଥମ ମଧୁର ଜଳ…

କନକ ବ୍ୟୁରୋ: ସମୁଦ୍ର ଜଳରୁ ପ୍ରସ୍ତୁତ ହେବ ମଧୁର ଜଳ ଆଉ ସୁଧୁରିବ ବନ୍ଦରନଗରୀର ଜଳ ସମସ୍ୟା । ଖୁବ୍ ଶୀଘ୍ର ପାରାଦୀପ ବନ୍ଦରରେ ପ୍ରତିଷ୍ଠା ହେବ ଓଡିଶାର ପ୍ରଥମ ମଧୁର ଜଳ ପ୍ରକଳ୍ପ । ଏଥିପାଇଁ ଚୁକ୍ତିନାମା ସ୍ୱାକ୍ଷର ହୋଇ ସାରିଛି । ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ପ୍ରକଳ୍ପ ପାଇଁ…

ସରକାରୀ ସହାୟତାରେ କେମିତି ପାଇବେ ଘର? ତାଲିକାରେ ସାମିଲ କରାଇବାକୁ ଲାଞ୍ଚ ମାଗିବା ସରକାରୀ ଅଧିକାରୀଙ୍କୁ ପଡିବ ମହଙ୍ଗା…

କନକ ବ୍ୟୁରୋ: ଗରିବ, ଗୃହ ନଥିବା କିମ୍ବା କଚ୍ଚା ଘରେ ରହୁଥିବା ଲୋକଙ୍କ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ ପକ୍କା ଘର ନିର୍ମାଣ ପାଇଁ ସହାୟତା ରାଶି ପ୍ରଦାନ କରୁଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କା ଘର ଯୋଜନା, ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନା,…

ଡାକ୍ତରଖାନା ବେଡ ଉପରେ କୁକୁର ! ବେଡ ଅଭାବରୁ ତଳେ ଶୋଇ ଚିକିତ୍ସିତ ହେଉଛନ୍ତି ରୋଗୀ

କନକ ବ୍ୟୁରୋ: ଡାକ୍ତରଖାନା ବେଡ ଉପରେ କୁକୁର । ବେଡ ଅଭାବରୁ ତଳେ ଶୋଇ ଚିକିତ୍ସିତ ହେଉଛନ୍ତି ରୋଗୀ । ଏମିତି ସ୍ୱାସ୍ଥ୍ୟସେବା ଚାଲିଛି ନବରଙ୍ଗପୁର ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ । ଡାକ୍ତରଖାନା ଭିତରେ କୁକୁର ଶୋଉଥିବା ବେଳେ ଡାକ୍ତରଖାନା ପ୍ରତି ଲୋକଙ୍କ ବିଶ୍ୱାସ ତୁଟି ଯାଉଛି ।…

ବଦଳିବେ ଭାରତର ପ୍ରଶିକ୍ଷକ ! ଟିମ୍ ଇଣ୍ଡିଆ ପାଇଁ ଖୁବଶୀଘ୍ର ନୂଆ କୋଚ୍ ବାଛିବ ବିସିସିଆଇ, ବିଶ୍ୱକପ୍ ପରାଜୟ ପରେ ପୁଣି…

କନକ ବ୍ୟୁରୋ : ୨୦୧୯ ବିଶ୍ୱକପରେ ଭାରତର ପରାଜୟ ପରେ ଆକ୍ସନ ମୋଡରେ ବିସିସିଆଇ । ଖୁବଶୀଘ୍ର ଭାରତୀୟ କ୍ରିକେଟ୍ ଟିମ୍ ପାଇଁ ବିସିିସିଆଇ ବାଛିପାରେ ନୂଆ କୋଚ୍ । ଆଗାମୀ ଦିନେ ଦୁଇଦିନ ମଧ୍ୟରେ ଏନେଇ ଘୋଷଣା ହୋଇପାରେ । ଏପରିକି ବିସିସିଆଇ ପକ୍ଷରୁ ହେଡ୍ କୋଚ୍, ବ୍ୟାଟିଂ କୋଚ୍, ବୋଲିଂ କୋଚ୍,…

ସରକାରୀ ଗୃହ ନିର୍ମାଣ ଯୋଜନାରେ ବଡ ଦୁର୍ନୀତି । ଦୁଇ ବର୍ଷ ଭିତରେ ଆଇନ ଜାଲରେ ଛନ୍ଦି ହେଲେଣି ୮୩୬ ସରକାରୀ ବାବୁ

କନକ ବ୍ୟୁରୋ: ଗତ ଦୁଇ ବର୍ଷ ମଧ୍ୟରେ ୮୩୬ ଜଣ ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ଧରାଯାଇ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ତେବେ ୭୯ ଜଣ ଅଫିସରଙ୍କୁ ଏନେଇ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ବେଳେ ୨୨ ବହିଷ୍କୃତ କରାଯାଇଛି । ଏଥି ସହିତ ୨୬୮ ଜଣ ଅଫିସରଙ୍କୁ କାରଣ ଦର୍ଶାଅ…

ସୁପ୍ରିମକୋର୍ଟରେ କର୍ଣ୍ଣାଟକ ମାମଲାର ଶୁଣାଣି ଜାରି । ପ୍ରଧାନ ବିଚାରପତି କହିଲେ, ବାଚସ୍ପତିଙ୍କ ନିଷ୍ପତିରେ ହସ୍ତକ୍ଷେପ…

କନକ ବ୍ୟୁରୋ: କର୍ଣ୍ଣାଟକ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଚାଲିଛି । ମାମଲାର ଶୁଣାଣି ସମୟରେ ପ୍ରଧାନ ବିଚାରପତି କହିଛନ୍ତି ବାଚସ୍ପତି କଣ କରିବେ ସେ ନେଇ କୋର୍ଟ କୌଣସି ନିର୍ଦ୍ଦେଶ ଦେଇ ପାରିବେ ନାହିଁ । ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ବାଚସ୍ପତି ଗ୍ରହଣ କରିବେ ନା ନାହିଁ ସେ ନେଇ…