କନକ ବ୍ୟୁରୋ : ପ୍ରଥମ ଥର ପାଇଁ ଭୋଟ୍ ଦେଉଥିବା ଭୋଟରଙ୍କ ହାତରେ ଏବେ ସ୍ମାର୍ଟ ଫୋନ୍ । ଜେନ୍-ଜେଡ୍ ବା ନୂଆ ପିଢ଼ିର ଏହି ଭୋଟର ଏବେ କେବଳ ମେନଷ୍ଟ୍ରିମ ମିଡିଆ ନୁହେଁ, ସୋସିଆଲ୍ ମିଡିଆରେ ଆସୁଥିବା ଖବରକୁ ବି ପରଖୁଛନ୍ତି । ତା’ ଭିତରେ ସେମାନେ ନେଉଛନ୍ତି ନିଷ୍ପତ୍ତି । ଚଳିତ ନିର୍ବାଚନରେ ସୋସିଆଲ୍ ମିଡିଆ ନୂଆ ଭୋଟରଙ୍କ ଉପରେ ଅନେକ ପ୍ରଭାବ ପକାଇବ ବୋଲି ଚର୍ଚ୍ଚା ହେଉଛି ।
ଏହି ନୂଆ ଭୋଟର ଏବେ ଏକ ନିର୍ଣାୟକ ଭୂମିକା ନେଇପାରନ୍ତି । ହାତରେ ସ୍ମାର୍ଟ ଫୋନ୍ ସାଙ୍ଗକୁ ଏମାନେ ଖବର ପାଇଯାଉଛନ୍ତି ସ୍ମାର୍ଟ ଫୋନରେ । କହିବାକୁ ଗଲେ ହାତରେ ରହୁଛିି ଟିଭି । ୧୮ରୁ ୨୫ ବର୍ଷର ଏହି ଭୋଟରମାନେ କେବଳ ମୁଖ୍ୟସ୍ରୋତ ମିଡିଆ ନୁହେଁ, ସୋସିଆଲ ମିଡିଆରୁ ବି ଖବର ପରଖି ଦେଖୁଛନ୍ତି ।
/kanak/media/post_attachments/wp-content/uploads/2019/04/Screen-Shot-2019-04-12-at-3.00.04-PM.png)
ପ୍ରଥମ ଥର ପାଇଁ ଭୋଟ୍ ଦେଉଥିବା ଭୋଟରଙ୍କ ହାତରେ ଏବେ ସ୍ମାର୍ଟ ଫୋନ୍ । ଜେନ୍-ଜେଡ୍ ବା ନୂଆ ପିଢ଼ିର ଏହି ଭୋଟର ଏବେ କେବଳ ମେନଷ୍ଟ୍ରିମ ମିଡିଆ ନୁହେଁ, ସୋସିଆଲ୍ ମିଡିଆରେ ଆସୁଥିବା ଖବରକୁ ବି ପରଖୁଛନ୍ତି । ତା’ ଭିତରେ ସେମାନେ ନେଉଛନ୍ତି ନିଷ୍ପତ୍ତି । ଚଳିତ ନିର୍ବାଚନରେ ସୋସିଆଲ୍ ମିଡିଆ ନୂଆ ଭୋଟରଙ୍କ ଉପରେ ଅନେକ ପ୍ରଭାବ ପକାଇବ ବୋଲି ଚର୍ଚ୍ଚା ହେଉଛି ।