Daily Archives

March 19, 2019

ଯୋଗୀ ଶାସନକୁ ଦୁଇ ବର୍ଷ ପୁରିଲା ! ବିଜେପି ସତ୍ତାକୁ ଆସିବା ପରେ ଗୋଟିଏ ବି ଦଙ୍ଗା ହୋଇନି ବୋଲି କହିଲେ ୟୁପି…

କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ଶାସନକୁ ଦୁଇ ବର୍ଷ ପୁରିଲା । ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ୨୩ କୋଟି ଜନସାଧାରଣଙ୍କୁ ଧନ୍ୟବାଦ ଦେଇ ଯୋଗୀ କହିଛନ୍ତି ବିଜେପି ଆସିବା ପରେ ରାଜ୍ୟରେ ଗୋଟିଏ ଦଙ୍ଗା ହୋଇନାହିଁ । ବିଗତ ଦୁଇ ବର୍ଷରେ ଆଇନ ବ୍ୟବସ୍ଥାରେ ବ୍ୟାପକ ସୁଧାର ଆସିଛି…

ମହାରାଷ୍ଟ୍ର କଂଗ୍ରେସକୁ ଆଉ ଏକ ଶକ୍ତ ଝଟକା ! ଇସ୍ତଫା ଦେଲେ ବରିଷ୍ଠ ନେତା ରାଧାକୃଷ୍ଣ ବିଖେ ପାଟିଲ

କନକ ବ୍ୟୁରୋ : ମହାରାଷ୍ଟ୍ରରେ କଂଗ୍ରେସକୁ ଗୋଟିଏ ପରେ ଗୋଟିଏ ଝଟକା ମିଳୁଛି । ପ୍ରଥମେ ଦଳିତ ନେତା ପ୍ରକାଶ ଆମ୍ବେଦକର ମେଂଟ ପାଇଁ ମଙ୍ଗିଲେ ନାହିଁ ।  ଆଉ ଏବେ ମହାରାଷ୍ଟ୍ରରେ କଂଗ୍ରେସର ବରିଷ୍ଠ ନେତା ଓ ବିଧାନସଭାର ବିରୋଧୀ ଦଳ ନେତା ରାଧାକୃଷ୍ଣ ବିଖେ ପାଟିଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି…

ଶେଷ ପର୍ଯ୍ୟନ୍ତ ପ୍ରତିଶୃତି ମିଳିଥିଲା, କିନ୍ତୁ ଟିକେଟ ଘୋଷଣା ହେବା ପରେ ତାଲିକାରେ ନାଁ ନଥିଲା । ପୁଷ୍ପେନ୍ଦ୍ରଙ୍କ…

କନକ ବ୍ୟୁରୋ : କଳହାଣ୍ଡି ଲୋକସଭା ଆସନ ପାଇଁ ବିଜେଡି ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ମୈଦାନକୁ ଓହ୍ଲାଇବାକୁ ଘୋଷଣା କରିଛନ୍ତି । ଦିଲ୍ଲୀ ଲଢେଇ ପାଇଁ କଳାହାଣ୍ଡିରୁ ବିଜେଡି ସିପାହୀ ଭାବେ ଯୁଦ୍ଧ ମୈଦାନକୁ ଓହ୍ଲାଇବେ ଧର୍ମଗଡରୁ ଦୁଇ ଦୁଇଥର ବିଧାୟକ ଥିବା ପୁଷ୍ପେନ୍ଦ୍ର । ତେବେ ପୁଷ୍ପେନ୍ଦ୍ରଙ୍କ…

କଂଗ୍ରେସରୁ ଇସ୍ତଫା ଦେଲେ ସାଧୁ ନେପାକ୍ ! ଦଳରେ ଷଡ଼ଯନ୍ତ୍ର ହେଉଥିବା ଅଭିଯୋଗ କରି ଦଳ ଛାଡ଼ିଲେ ବରଗଡ଼ର ପୂର୍ବତନ ବିଧାୟକ

କନକ ବ୍ୟୁରୋ : କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପରେ ଦଳରେ ଦେଖାଦେଇଛି ଗୋଷ୍ଠୀ କନ୍ଦଳ । ପ୍ରାର୍ଥୀ ତାଲିକା ନେଇ ତାରାଙ୍କ ବିରୋଧ ପରେ ଏବେ କଂଗ୍ରେସ ଛାଡ଼ିଛନ୍ତି କଂଗ୍ରେସର ବରିଷ୍ଠ ନେତା ସାଧୁ ନେପାକ । ଟିକେଟ ନମିଳିବାରୁ ଇସ୍ତଫା ଦେଇଥିବା କଥା ସ୍ପଷ୍ଟ କରିଛନ୍ତି ।…

ଟିକେଟ୍ ମାଗିଲା ମହିଳା କଂଗ୍ରେସ । ସଭାନେତ୍ରୀ କହିଲେ, ମହିଳାଙ୍କୁ ଟିକେଟ୍ ନଦେଲେ ପ୍ରତିବାଦ ହେବ ।

କନକ ବ୍ୟୁରୋ: ଗତକାଲି ରାତି ଅଧିଆ ଘୋଷଣା ହୋଇଥିବା ପ୍ରଦେଶ କଂଗ୍ରେସ ପ୍ରାର୍ଥୀ ତାଲିକା ପରେ ଅସନ୍ତୋଷ ତେଜିବାରେ ଲାଗିଛି । କାରଣ ୬ଟି ଲୋକସଭା ଏବଂ ୩୬ଟି ବିଧାନସଭାରେ କିଏ କଂଗ୍ରେସର ମଙ୍ଗ ଧରିବେ ସେନେଇ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ ହେବାପରେ ମୁହଁ ଖୋଲିଛନ୍ତି ରାଜ୍ୟ ମହିଳା କଂଗ୍ରେସ…

ପୁଣି ଥରେ କ୍ଷମତାକୁ ଆସିବେ ନରେନ୍ଦ୍ର ମୋଦି ! ଟାଇମ୍ସ ନାଓ ଓ ଭିଏମଆର ସର୍ଭେ ଅନୁସାରେ ଏନଡ଼ିଏକୁ ମିଳିବ ୨୮୩ ସିଟ

କନକ ବ୍ୟୁରୋ : ପୁଣି ଥରେ କ୍ଷମତା ଦଖଲ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବାପେକ୍ଷା ମୋଦି ଲେହେର ଥମି ଯାଇଥିଲେ ହେଁ ସରକାର ଗଢ଼ିବ ବିଜେପି । ଟାଇମ୍ସ ନାଓ ଓ ଭିଏମଆର ସର୍ଭେ ମୁତାବକ ପୁଣି ଥରେ ସତ୍ତାକୁ ଆସିବ ଏନଡ଼ିଏ । ସର୍ଭେ ଅନୁସାରେ ୫୪୩ ଲୋକସଭା ଆସନରୁ ଏନଡ଼ିଏ ହାତକୁ ଆସିବ…