Daily Archives

January 28, 2019

ମୟୂରଭଂଜ ମୋରଡାରେ ବହିଲାଣି ନିର୍ବାଚନୀ ହାୱା ! ନିର୍ବାଚନ ମଣ୍ଡଳିରେ ଆଶାୟୀଙ୍କ ଲମ୍ବା ଲାଇନ୍, ଆଶାୟୀ ବିଜେଡି…

କନକ ବ୍ୟୁରୋ : ମୟୂରଭଞ୍ଜ ଜିଲ୍ଲାରେ ୯ଟି ବିଧାନସଭା ଓ ଲୋକସଭାରେ ବିଜେଡି ପ୍ରତିନିଧିତ୍ୱ କରୁଛି  । ଏହା ପରେ ବି ଗତ ପଂଚାୟତ ନିର୍ବାଚନରେ ଦଳ ଶୋଚନୀୟ ପରାଜୟ ବରଣ କରିଥିଲା  । ତେଣୁ ଅଗାମୀ ନିର୍ବାଚନରେ ଦଳ ୭ଟି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ପରିବର୍ତନ କରିବାକୁ ଚାହୁଁଥିବା ବିଭିନ୍ନ…

ପରିଣତ ବୟସରେ ମଧ୍ୟ ଆତ୍ମସମ୍ନାନକୁ ଗୁରୁତ୍ୱ ଦିଅନ୍ତି ୮୭ ବର୍ଷର ଏହି ବୁଢୀମା’ ! କୁହନ୍ତି ଜୀବିତ ଥିବା ଯାଏ ଭିକ…

ବ୍ୟକ୍ତି ଜୀବନରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ହେଉଛି ଆତ୍ମସମ୍ନାନ । ଯଦି କୌଣସି ବ୍ୟକ୍ତି ଆତ୍ମସମ୍ନାନ ପାଇଁ ଚିନ୍ତିିତ ନୁହଁନ୍ତି ତେବେ ସମାଜରେ ତାଙ୍କୁ କେହି ସମ୍ନାନ ବି କରନ୍ତି ନାହିଁ । ଆଜି ଆମେ ଆପଣଙ୍କୁ ଏଭଳି ଜଣେ ବୃଦ୍ଧାମହିଳାଙ୍କ କଥା କହିବାକୁ ଯାଉଛୁ ଯାହାଙ୍କ ପାଇଁ…

ଉତ୍ସବ ମୁଖରିତ ବଣ୍ଡା ପାହାଡ ! ରକ୍ତାକ୍ତ ହେବା ଯାଏଁ ପରସ୍ପରକୁ ଆଘାତ ଦେଇ ପାଳିତ ହେଉଛି ଆଦିବାସୀଙ୍କ ନିଆରା ପର୍ବ…

କନକ ବ୍ୟୁରୋ : ଉତ୍ସବ ମୁଖରିତ ବଣ୍ଡା ପାହାଡ । ରାଗ ରୁସା ଦୁର କରିବା ଲାଗି ଆଦିବାସୀଙ୍କ ନିଆରା ପରମ୍ପରା । ପରସ୍ପରକୁ ଆଘାତ ଦେଇ ଝାଟି ପର୍ବ ପାଳନ କରୁଛି ମାଲକାନଗିରି ଜିଲ୍ଲାର ଆଦିମ ବଣ୍ଡା ସମ୍ପ୍ରଦାୟ । ସଲପ ଗଛ ଡାଳରୁ ଚାବୁକ ତିଆରି କରି ଆଦିବାସୀ ଗାଁ ଦାଣ୍ଡରେ ଚାଲେ ରକ୍ତର ଖେଳ ।…

ମହେନ୍ଦ୍ର ସିଂ ଧୋନିଙ୍କ ରେକର୍ଡର ସମକକ୍ଷ ହେଲେ ହିଟମ୍ୟାନ୍ ରୋହିତ ଶର୍ମା ! ଛକା ମାରି କଲେ ରେକର୍ଡ, ଲିଷ୍ଟ-ଏ…

ନ୍ୟୁଜିଲାଣ୍ଡ ବିପକ୍ଷରେ ତୃତୀୟ ଦିନିକିଆରେ ଦମଦାର ବିଜୟ ହାସଲ କରିବା ସହ ସିରିଜ କବଜା କରିଛି ଟିମ୍ ଇଣ୍ଡିଆ । ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଆଉ ୨ଟି ମ୍ୟାଚ୍ ବାକି ଥିବା ବେଳେ ସିରିଜ ହାତେଇଛି ବିରାଟ ବାହିନୀ । ଅଷ୍ଟ୍ରେଲିଆକୁ ନିଜ ମାଟିରେ ମାତ୍ ଦେବା ପରେ କିୱି ଘରୋଇ ମାଟିରେ…

ସିରିଜ କବଜା କଲା ଭାରତ : ନ୍ୟୁଜିଲାଣ୍ଡ ବିପକ୍ଷରେ ୫ ଟିକିଆ ଦିନିକିଆରେ ୩-୦ରେ ଆଗୁଆ ବିରାଟ ବାହିନୀ

କନକ ବ୍ୟୁରୋ: ସିରିଜ କବଜା କଲା ଭାରତ । ନ୍ୟୁଜିଲାଣ୍ଡ ବିପକ୍ଷରେ ୫ ଟିକିଆ ଦିନିକିଆରେ ୩-୦ରେ ଆଗୁଆ ରହିଛି ବିରାଟ ବାହିନୀ । ଦଳ ଦମଦାର ପ୍ରଦର୍ଶନ କରି କିୱି ଟିମକୁ ଧରାଶାୟୀ କରିଛି ଟିମ୍ ଇଣ୍ଡିଆ । ୩ ଉଇକେଟ୍ ହରାଇ ୪୩ ଓଭରରେ ଲକ୍ଷ୍ୟ ହାସଲ କରିି ନେଇଛି ମେନ୍ ଇନ୍ ବ୍ଲ୍ୟୁ । ୨୪୩ ରନ୍ର…

ଜିଓ ଲଂଚ କଲା ଜିଓ ରେଳ ଆପ୍ : ୟୁଜର୍ସ ଜିଓ ଫୋନରୁ ବୁକ୍ କରିପାରିବେ ଟ୍ରେନ୍ ଟିକେଟ୍

ରିଲାଏନ୍ସ ଜିଓ ଫୋନ୍ ଓ ଜିଓ ଫୋନ୍ ୨ର ୟୁଜର୍ସଙ୍କ ପାଇଁ ଜିଓ ରେଳ ଆପ୍ ଲଂଚ କରିଛି । ଏହି ଆପରେ ଜିଓ ଫୋନର ୟୁଜର୍ସ ଆଇଆରସିଟିସି ସର୍ଭିସର ଫାଇଦା ଉଠାଇପାରିବେ । ଜିଓ ରେଳ ଆପରେ ୟୁଜର୍ସ ଡେବିଟ୍, କ୍ରେଡିଟ୍ ଓ ଇ-ୱାଲେଟ୍ ଜରିଆରେ ଟିକେଟ୍ ବୁକିଂ କରିପାରିବେ । ଏହା ସହିତ ଏଥିରେ ଟିକେଟ୍…