Daily Archives

January 28, 2019

ବିଧାନସଭାର ସ୍ୱାଧିକାର ଭଙ୍ଗ ନୋଟିସରେ ବାଚସ୍ପତିଙ୍କ ନିକଟରେ ହାଜର ହେଲେ ଜାଗି ପଣ୍ଡା । ଅଧା ରହିଲା ଆଲୋଚନା,…

କନକ ବ୍ୟୁରୋ: ଗୃହର ସ୍ୱାଧୀକାର ଭଙ୍ଗ କରିବା ଘଟଣାରେ ଆଜି ବିଧାନସଭା ସ୍ୱାଧୀକାର କମିଟି ଆଗରେ ହାଜର ହୋଇଛନ୍ତି ଓଡିଶା ଟେଲିଭିଜନ ଲିମିଟେଡର ପରିଚାଳନା ନିର୍ଦ୍ଦେଶିକା ଜାଗି ମଙ୍ଗତ ପଣ୍ଡା । ତେବେ ଆଜି ହୋଇଥିବା ଆଲୋଚନା ସମ୍ପୁର୍ଣ୍ଣ ହୋଇପାରିନଥିଲା । ପୁଣି ଥରେ ଦିନ ଧାର୍ଯ୍ୟ ହୋଇ ଆଲୋଚନା…

ଉତର ପ୍ରଦେଶ କୃଷି ନଗରରେ ବାୟୁସେନାର ଯୁଦ୍ଧ ବିମାନ ଜାଗୁଆର କ୍ରାସ । ଜଳିଗଲା ବିମାନ, ଉଡାଣର କିଛି ସମୟ ପରେ…

କନକ ବ୍ୟୁରୋ : ଉତରପ୍ରଦେଶର କୁଶୀନଗରରେ ବାୟୁସେନାର ଯୁଦ୍ଧ ବିମାନ ଜାଗୁଆର ଦୁର୍ଘଟଣାଗ୍ରସ୍ତ ହୋଇଛି । ଉଡାଣର କିଛି ସମୟ ପରେ ହିଁ ବିମାନ କ୍ରାସ ହୋଇ ଜଳିଯାଇଥିଲା । ତେବେ ପାଇଲଟ ସୁରକ୍ଷିତ ଅଛନ୍ତି । ଦୁର୍ଘଟଣା ପରେ ବିମାନଟି ବିଲରେ ପଡିଥିଲା । ବିମାନଟି ଗୋରଖପୁର ଏୟାରବେସରୁ ଉଡାଣ…

ଓଡିଶାର ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରାଳୟ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା । ଆର୍ଥିକ ବର୍ଷର ବକେୟା ଅର୍ଥ…

କନକ ବ୍ୟୁରୋ: କେନ୍ଦ୍ରରୁ ଆସୁଥିବା ବିଭିନ୍ନ ପାଣ୍ଠି ନେଇ ଆଜି ଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଚଳିତ ଆର୍ଥିକ ବର୍ଷ ସରିବାକୁ ଆଉ ମାତ୍ର ଏକ ମାସ ସମୟ ଅଛି । କିନ୍ତୁ ବିଭିନ୍ନ କ୍ଷେତ୍ରରେ କେନ୍ଦ୍ର ସରକାର ରାଜ୍ୟକୁ ୬ ହଜାର ୪ ଶହ କୋଟି ଟଙ୍କା ଦେବାର…

ସର୍ଭିସ ଚାର୍ଜ ଆଳରେ ଲୋକଙ୍କୁ ଲୁଟିପାରିବେନି କୌଣସି ବି ହୋଟେଲ ମାଲିକ ! ଜାଣି ରଖନ୍ତୁ ସେବା ଶଳ୍କ ନେଇ କିଛି…

ଯଦି ଆପଣଙ୍କଠାରୁ କୌଣସି ବି ହୋଟେଲ କିମ୍ବା ରେଷ୍ଟୁରାଂଟରେ ଖାଇବା ସମୟରେ ବିଲ ସହିତ ସର୍ଭିସ ଚାର୍ଜ ମାଗନ୍ତି ତେବେ ଏହା ଆପଣଙ୍କ ଇଚ୍ଛା ଉପରେ ନିର୍ଭିର କରିବ କି ଆପଣ ଏହି ଚାର୍ଜ ଦେବାକୁ ଚାହୁଁଛନ୍ତି କିମ୍ବା ନୁହେଁ । ଯଦି କୌଣସି ରେଷ୍ଟୁରାଂଟ ମାଲିକ ଆପଣଙ୍କର ବିନା ସହମତିରେ ସର୍ଭିସ…

ସୁଧୁରୁଛି ଋଷି କପୁରଙ୍କ ସ୍ୱାସ୍ଥ୍ୟବସ୍ଥା ! ଖୁବଶୀଘ୍ର ଫେରିପାରନ୍ତି ଭାରତ ।

ବଲିଉଡ୍ ଅଭିନେତା ଋଷି କପୁର ୪ ମାସ ହେଲାଣି ନ୍ୟୁୟର୍କରେ ରହି ନିଜର ଚିକିତ୍ସା କରାଉଛନ୍ତି । ଋଷି କପୁର କେଉଁ ରୋଗରେ ପୀଡ଼ିତ ସେ ନେଇ ସେ କୌଣସି ସୂଚନା ଦେଇ ନଥିବା ବେଳେ କେବଳ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା କଥା ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ଜଣାଇଥିଲେ । ଯାହା ପରେ ତାଙ୍କୁ ନେଇ…

କାନ ବଦଳରେ ନାକରେ ଶୁଣୁଛନ୍ତି ଏହି ଯୁବକ, ନାକ ସାମନାରେ ମୋବାଇଲ ରଖି ହେଉଛନ୍ତି କଥା

ମଧ୍ୟ ପ୍ରଦେଶର ବଡବାନୀ ଜିଲ୍ଲାର ଏକ ଛୋଟ ଗାଁ ବନ୍ଧନପୁରାରେ ରହୁଥିବା ଜଣେ ବ୍ୟକ୍ତି ଚର୍ଚ୍ଚାରେ ଅଛନ୍ତି । ତାଙ୍କୁ ଦେଖିବା ପାଇଁ ଦୂର ଦୂରାନ୍ତରୁ ଲୋକ ଆସୁଛନ୍ତି । ସେ ଏଭଳି ଭାବେ ଚର୍ଚ୍ଚିତ ହେବାର କାରଣ ବଡ ଅଦ୍ଭୁତ । ଟିଲ୍ଲୁ ନାମକ ବ୍ୟକ୍ତିଙ୍କୁ କାନ ବଦଳରେ ନାକରେ ଶୁଣାଯାଏ । ଏହି ଖବର…