Daily Archives

January 23, 2019

ନାମକୁ ମାତ୍ର ପାଣି ପଚାଂୟତ । କେନାଲ ଅଛି ହେଲେ ଶୁଖିଲା ପଡିଛି ଚାଷ ଜମି, ମରାମତି ହେଉନଥିବା ଅଭିଯୋଗ ।

କନକ ବ୍ୟୁରୋ: କେନାଲ ଅଛି, ପାଣି ପଚାଂୟତ ଗଠନ କରାଯାଇଛି, ଜଳକର ବାବଦକୁ ରାଜସ୍ୱ ବି ଆଦାୟ ହେଉଛି. କିନ୍ତୁ  ଚାଷୀଙ୍କୁ ପାଣି ମିଳୁନାହିଁ । ଚାଷୀଙ୍କ ନାଁ ନେଇ  ବିଭାଗୀୟ ଅଧିକାରୀ ଲଗାମ ଧରିଥିବା ଅଭିଯୋଗ ହୋଇଛି । ଚାଷୀଙ୍କ ସମସ୍ୟା ସୁଧାରିବା ପାଇଁ ହେଉଥିବା ପାଣି ପଂଚାୟତ ବୈଠକ ଚେୟାର…

ବେଗୁନିଆ ଥାନାରେ ହଙ୍ଗାମା ! ପୂର୍ବତନ ସରପଞ୍ଚଙ୍କୁ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ହତ୍ୟା ଧମକ ପ୍ରତିବାଦରେ ଲୋକଙ୍କ…

କନକ ବ୍ୟୁରୋ : ଥାନା ଆଗରେ ହଙ୍ଗାମା । ଥାନା ଭିତରେ ଭଙ୍ଗାରୁଜା । ଖୋର୍ଦ୍ଧା ଜିଲ୍ଲା ବେଗୁନିଆର ପୂର୍ବତନ ସରପଞ୍ଚଙ୍କୁ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ହତ୍ୟା ଧମକ ପ୍ରସଙ୍ଗରେ ତାତି ଉଠିଛନ୍ତି ଲୋକେ । ଏନେଇ ଥାନାରେ ଅଭିଯୋଗ ହୋଇଥିଲେ ସୁଦ୍ଧା ପୁଲିସ କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଅଭିଯୋଗରେ…

ଗଣତନ୍ତ୍ର ଦିବସ ପୂର୍ବରୁ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ବିଫଳ ! ଆଇଏସ୍ ସହ ସମ୍ପୃକ୍ତି ଅଭିଯୋଗରେ ୯ସନ୍ଦିଗ୍ଧ ଗିରଫ,…

କନକ ବ୍ୟୁରୋ : ଗଣତନ୍ତ୍ର ଦିବସ ପୂର୍ବରୁ ବଡ ଧରଣର ଆତଙ୍କବାଦୀ ଆକ୍ରମଣକୁ ବିଫଳ କରିଛି ମହାରାଷ୍ଟ୍ର ଏଟିଏସ୍ । ଆଜି ବିଭିନ୍ନ ଜାଗାରେ ଚଢାଉ କରି ଆଇଏସଆଇଏସ ସହ ସମ୍ପୃକ୍ତ ୯ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି ମହାରାଷ୍ଟ୍ର ଏଟିଏସ୍ । ମିଳିଥିବା ସୂଚନା ଅନୁସାରେ ଗିରଫଙ୍କ ମଧ୍ୟରୁ ୪ଜଣ…

କୋଇଲା ଖଣିରେ ଅଘଟଣ ! କୋଇଲା ଖଣ୍ଡ ଭୁଷୁଡ଼ି ୨ ମୃତ, ଏବେବେ ବି ଚାପି ହୋଇ ରହିଛନ୍ତି ଅନେକ, ଉଦ୍ଧାରକାର୍ଯ୍ୟ ଜାରି ।

କନକ ବ୍ୟୁରୋ: କୋଇଲା ଖଣିରେ ଅଘଟଣ । ଝାଡ଼ଖଣ୍ଡ ଧାନବାଦ କୋଇଲା ଖଣିରେ ଦୁର୍ଘଟଣା ଘଟିଛି । ଖଣି ଭିତରେ କୋଇଲା ଖଣ୍ଡ ଧସି ୨ ମୃତ । ମୃତକମାନେ ହେଲେ ଦିନେଶ ପାଶୱାନ ଓ କାଣ୍ଟ ରୱାନୀ । ଦୁଇ ସ୍ଥାନୀୟ ଅଂଚଳ ବୋଲି ଜଣାପଡ଼ିଛି । ସ୍ଥାନୀୟ ଲୋକଙ୍କ କହିବା ମୁତାବକ କୋଇଲା ଖଣ୍ଡତଳେ ଆହୁରି କିଛି…

ପ୍ରିୟଙ୍କାଙ୍କୁ ଦାୟିତ୍ୱ ମିଳିବା ପରେ ରାହୁଲଙ୍କ ପ୍ରତିକ୍ରିୟା ! ୟୁପିରେ ଯୁବନେତା ଆଣିବେ ପରିବର୍ତ୍ତନ, ପୁରା ଦମରେ…

କନକ ବ୍ୟୁରୋ : ପ୍ରିୟଙ୍କା ଗାନ୍ଧୀଙ୍କୁ ସାଧାରଣ ସଂପାଦିକା ଭାବେ ନିଯୁକ୍ତି ଦିଆଯାଇଛି  । ଫେବୁଆରୀ ପ୍ରଥମ ସପ୍ତାହରୁ  ପ୍ରିୟଙ୍କା ଏହି ଦାୟିତ୍ୱ ସମ୍ଭାଳିବେ । ୟୁପିରେ ସମାଜବାଦୀ ପାର୍ଟି ଓ ବିଏସପି ମଧ୍ୟରେ ମେଂଟ ଘୋଷଣା ହୋଇଥିବା ବେଳେ ଏବେ ଏହା ୟୁପି ପାଇଁ କଂଗ୍ରେସର ଏକ…

ନାପିଏର ଦିନିକିଆ: କିୱି ଚିତପଟାଙ୍ଗ, ୮ ୱିକେଟରେ ଜିତିଲା ଭାରତ; ଷ୍ଟାଇଲରେ ସିରିଜ୍ ଆରମ୍ଭ

କନକ ବ୍ୟୁରୋ: ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲାଣ୍ଡ ଅଭିଯାନ ବେଶ୍ ସୁଖଦ ହୋଇଛି। ଆଜି ନାପିଏର ଠାରେ ପାଞ୍ଚ ଟିକିଆ ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଶିଖର ଧାଓ୍ଵନ ଅର୍ଦ୍ଧଶତକ(୭୫ ରନ୍) ଓ ବିରାଟ କୋହଲିଙ୍କ ଉପଯୋଗୀ ୪୫ ରନ୍ ସହାୟତାରେ ଭାରତ ବିଜୟୀ ହୋଇଛି। ଅଷ୍ଟ୍ରେଲିଆ ମାଟିରେ…