Daily Archives

January 23, 2019

ଅପରିଷ୍କାର ପାଣିିରୁ ଉତ୍ପର୍ଣ୍ଣ ହେବ ବିଜୁଳି ! ମୋବାଇଲ ଚାର୍ଜ ହେବା ସହ ଜଳିବ ବଲବ୍, ବୁଲିବ ପଙ୍ଖା

ମଇଳା ପାଣିରୁ ତିଆରି ହେବ ବିଜୁଳି । ଦିନକୁ ଦିନ ପ୍ରଦୂଷଣ ବୃଦ୍ଧି ପାଇବା ହେତୁ ଜଳ, ବାୟୁ ସବୁ ପ୍ରଦୂଷିତ ହେଉଛି । ଏଥିପାଇଁ ସରକାର ମଧ୍ୟ ଚିନ୍ତିତ । ପ୍ରଦୂଷଣ ଏବେ ଏକ ଚ୍ୟାଲେଞ୍ଜ ସୃଷ୍ଟି କରୁଛି । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ପ୍ରଦୂଷିତ ଜଳରୁ ବିଜୁଳି ଉତ୍ପାଦିତ ହୋଇପାରିବ । …

ଦେଶୀ କୁମ୍ଭମେଳାରେ ବିଦେଶୀ ଭକ୍ତ ! ଫଟୋରେ ଫଟୋରେ ଦେଖନ୍ତୁ କୁମ୍ଭମେଳାରେ ବିଦେଶୀ ପର୍ଯ୍ୟଟକଙ୍କ ଭିଡ ।

କୁମ୍ଭମେଳାରେ ପୌଷପୂର୍ଣ୍ଣିମା ପାଇଁ ସ୍ନାନ କରିବାକୁ ଅନେକ ଭକ୍ତ ସଙ୍ଗମ ସ୍ଥଳରେ ଏକଜୁଟ୍ ହୋଇଥିବା ବେଳେ ଏଠାରେ ବିଦେଶୀ ଭକ୍ତଙ୍କ ସଂଖ୍ୟା ମଧ୍ୟ କିଛି କମ୍ ନଥିଲା । ମକର ସଂକ୍ରାନ୍ତିର ପ୍ରଥମ ସ୍ନାନ ପରେ ପୌଷପୂର୍ଣ୍ଣିମାରେ ଦ୍ୱିତୀୟ ସ୍ନାନ କରାଗଲା । ଗଙ୍ଗା,ଯମୁନା ଏବଂ ସରସ୍ୱତୀର ସଂଗମ…

କମାଲ କଲେ ୧୨ ବର୍ଷିୟ ପୁନେ ବାଳକ ହାଜିକ୍ କାଜି ! ଡିଜାଇନ୍ କଲେ ସମୁଦ୍ରରୁ ପ୍ଲାଷ୍ଟିକ ଆବର୍ଜନା ସଫା କରୁଥିବା…

ପ୍ରଦୂଷଣ ସାରା ବିଶ୍ୱର ଏକ ବଡ଼ ସମସ୍ୟା । ବିଶ୍ୱର ୯୫ ପ୍ରତିଶତ ଲୋକ ଦୂଷିତ ବାୟୁ ଗ୍ରହଣ କରିବାକୁ ବାଧ୍ୟ ହେଉଥିବା ବେଳେ ପ୍ରଦୂଷଣଜନିତ ମୃତ୍ୟୁ ସଂଖ୍ୟା ସାଂଘାତିକ ଭାବେ ବୃଦ୍ଧି ପାଇଛି । ତେବେ ପ୍ରଦୂଷଣ ପାଇଁ ଆମେ କାହାକୁ ଦାୟୀ କରିପାରିବ ନାହିଁ । କାରଣ ଏଥିପାଇଁ ମାନବ ସମାଜ ହିଁ…

ରାଜନୀତିର ମୈଦାନକୁ ଓହ୍ଲାଇଲେ ପ୍ରିୟଙ୍କା ଗାନ୍ଧୀ । ପ୍ରିୟଙ୍କାଙ୍କୁ ସାଧାରଣ ସଂପାଦିକା ଭାବେ ଦିଆଗଲା ଦାୟିତ୍ୱ,…

କନକ ବ୍ୟୁରୋ: ଜାତୀୟ ରାଜନୀତିରେ ପ୍ରିୟଙ୍କା ଗାନ୍ଧିଙ୍କ ପ୍ରବେଶ । ପ୍ରିୟଙ୍କ ଗାନ୍ଧିଙ୍କୁ ସାଧାରଣ ସଂପାଦକ ଭାବେ ନିଯୁକ୍ତି ଦିଆଯାଇଛି । ଫେବୃଆରୀ ପ୍ରଥମ ସପ୍ତାହରୁ ପ୍ରିୟଙ୍କା ଏହି ଦାୟିତ୍ୱ ସମ୍ଭାଳିବେ । ୟୁପିରେ ସମାଜବାଦୀ ପାର୍ଟି ଓ ବିଏସପି ମଧ୍ୟରେ ମେଂଟ ଘୋଷଣା ଚାଲିଥିବାବେଳେ ୟୁପି…

କଂଗ୍ରେସ ଅଧ୍ୟକ୍ଷଙ୍କ ଫୋକସରେ ଓଡିଶା: ନିର୍ବାଚନ ଯାଏଁ ସବୁ ମାସରେ ଓଡିଶା ଆସିବେ ରାହୁଲ ଗାନ୍ଧି

କନକ ବ୍ୟୁରୋ: ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ଜାତୀୟ ଦଳର ଟାର୍ଗେଟରେ ଏବେ ଓଡିଶା । ମୋଦିଙ୍କ ପରେ ରାହୁଲ ଗାନ୍ଧି ଶୁକ୍ରବାର ଦିନ ଓଡିଶା ଆସୁଛନ୍ତି । ନିର୍ବାଚନ ପାଖେଇ ଆସୁଥିବାରୁ ଏଣିକି ସବୁ ମାସରେ ଓଡିଶାକୁ ଥରୁଟିଏ ଆସିବେ କଂଗ୍ରେସ ସଭାପତି । ଓଡିଶା…

ଗାଁର ଉନ୍ନତି ପାଇଁ ୩୭ ଲକ୍ଷ୍ୟ ପ୍ୟାକେଜର ଚାକିରି ଛାଡ଼ିଲେ ଛତିଶଗଡ଼ ଯୁବକ ! ୩୦୦କୃଷକଙ୍କୁ ନେଇ ଗଢ଼ିଲେ ନିଜର କମ୍ପାନି

ଗାଁର ସାମଗ୍ରିକ ବିକାଶରେ ଦେଶର ବିକାଶ ସମ୍ଭବ । ତେବେ ଗାଁର ତଥା ନିଜ ମାଟି ମା’ର ବିକାଶ ପ୍ରତି କେତେଜଣ ବା ସଚେତନ । ଆଜିକାଲି ମେଧାବି ଛାତ୍ରଛାତ୍ରୀ ପାଠ ପଢ଼ାପରେ ବଡ଼ ଚାକିରି ଆଶାରେ ବିଦେଶ ପଳାଇଯାଉଛନ୍ତି । ସେଠାରେ ଅଧିକ ପ୍ୟାକେଜରେ କାମ କରୁଛନ୍ତି । ହେଲେ ଏପରି ହେଲେ ସେମାନଙ୍କ ଘର…