Daily Archives

January 23, 2019

ବିରାଟଙ୍କୁ ବିଶ୍ରାମ ଦେଲା ବିସିସିଆଇ! ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବେନି ଶେଷ ଦୁଇଟି ଦିନିକିଆ ଓ ଟି-୨୦ ସିରିଜ

କନକ ବ୍ୟୁରୋ : ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକଆ  ସିରିଜର ଶେଷ ଦୁଇଟି ମ୍ୟାଚରୁ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦେଇଛି ବିସିସିଆଇ । କେବଳ ଦିନିକିଆ ନୁହେଁ ବରଂ ନ୍ୟୁଜିଲାଣ୍ଡ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରୁ ମଧ୍ୟ କ୍ୟାପଟେନ କୋହଲିଙ୍କୁ ବିଶ୍ରାମ ଦେଇଛନ୍ତ…

ଯାଜପୁରରେ କୋବି ଗୋଟାକୁ ମାତ୍ର ୧ ରୁ ୨ ଟଙ୍କା ! ଅଭାବି ବିକ୍ରି ଯୋଗୁଁ ଚାଷୀଙ୍କୁ ଘାରିଛି ଋଣ ପରିଶୋଧ ଚିନ୍ତା

କନକ ବ୍ୟୁରୋ : ଶୀତଦିନରେ ସବୁଜ ପନିପରିବାର ବେଶ ଚାହିଦା ରହିଛି । ଯାଜପୁର ଜିଲାରେ କୋବି ଚାଷୀ ହତାଶରେ ଦିନ କାଟୁଛନ୍ତି । କୋବିର ଅଭାବି ବିକ୍ରି ଚାଷୀଙ୍କ ଚିନ୍ତାର କାରଣ ପାଲଟିଛି । କୋବି ପ୍ରତି ୧ ଟଙ୍କା ୨ ଟଙ୍କାରେ ବିକ୍ରି ହେଉଛି । ପଂଳରେ ଧାରକରଜ କରି ଚାଷ କରିଥିବା ଚାଷୀଙ୍କୁ…

ବେକାର ଯୁବକ ଯୁବତୀଙ୍କ ପାଇଁ ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କ ବଡ଼ ଘୋଷଣା ! ଭାରତୀୟ ରେଳବାଇରେ ୪ ଲକ୍ଷ ନିଯୁକ୍ତି ସୁଯୋଗ

ରେଳମନ୍ତ୍ରୀ ପୀୟୁଷ ଗୋୟଲ୍ ବେକାରୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି । ଭାରତୀୟ ରେଳବାଇରେ ଖୁବ ଶୀଘ୍ର ୪ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ପୀୟୁଷ ଗୋୟଲ କହିଛନ୍ତି ଗତ ବର୍ଷ ଦେଢ଼ ଲକ୍ଷ ଲୋଙ୍କୁ ଚାକିରି ସୁଯୋଗ ମିଳିଥିଲା । ଅଗାମୀ ୨ ବର୍ଷରେ ପାଖାପାଖି ୪ ଲକ୍ଷ କର୍ମଚାରୀ ଚାକିରିରୁ ଅବସର…

ବାପା ଜେଲରେ, ମାଆ ଆରପାରିରେ ! ଭିକ ମାଗି ୪ ଶିଶୁଙ୍କ ମୁହଁରେ ଦାନା ଦେଉଛନ୍ତି ଜେଜେ ବାପା-ଜେଜେ ମାଆ ।

କନକ ବ୍ୟୁରୋ: ଦାରିଦ୍ରତାର କଷାଘାତରେ ବାପାମା’ ଛେଉଣ୍ଡ ୪ ଶିଶୁ । ବାପା ଜେଲରେ, ମାଆ ଆରପାରିରେ, ଆଉ ବୁଢା ଜେଜେ ବାପା ଜେଜେ ମାଆଙ୍କ ପାଖରେ ବିତୁଛି ୪ ଶିଶୁଙ୍କ ଅସହାୟ ଜୀବନ । ପରିଣତ ବୟସରେ ଭିକ୍ଷା ମାଗି ନାତି ନାତୁଣୀଙ୍କ ମୁହଁରେ ଆହାର ଦେଉଛନ୍ତି ଜେଜେ ବାପା ଜଟିଆ ମଲ୍ଲିକ ।…

ଏହି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ! ଦେଖନ୍ତୁ ନେତାଜୀଙ୍କର କିଛି ଦୁର୍ଲଭ ଫଟୋ

ଭାରତୀୟ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନର ବୀର ସିପାହୀ ତଥା ଓଡିଆ ପୁଅ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମତିଥୀରେ ପୂରା ଦେଶବାସୀ ନିଜର ବୀର ପୁଅର ବୀରତ୍ୱର ଗାଥାକୁ ମନେ ପକାଉଛନ୍ତି । ଭାରତ ତଥା ସମଗ୍ର ବିଶ୍ୱର ବିସ୍ମୟ ବିଦ୍ରୋହୀ ସଂଗ୍ରାମୀ ନେତା ଭାବେ ପରିଚିତ ନେତାଜୀ ସୁଭାଷ ବୋଷଙ୍କର…

ପ୍ଲାଷ୍ଟିକ ବୋତଲରେ ତିଆରି ହେଉଛି ଘର ! ପରିବେଶ ସୁରକ୍ଷା ସହ ୭.୩ ତୀବ୍ରତା ଭୂମିକମ୍ପରେ ବି ହେବନି ହଲଚଲ୍

ନିଜର ଏକ ଘର ତିଆରି କରିବା ପାଇଁ ସମସ୍ତେ ସ୍ୱପ୍ନ ଦେଖନ୍ତି । ହେଲେ କାହାର ସ୍ୱପ୍ନ ସହ ହୁଏତ କାହାର ହୋଇପାରେନି । ଆଜିର ମହଙ୍ଗା ଯୁଗରେ ଖଣ୍ଡିଏ ଘର ତିଆରି କରିବା କଷ୍ଟକର ହୋଇପଡ଼ୁଛି । ତେବେ ଘର ତିଆରି ସମୟରେ କିପରି ଘର ମଜଭୁତ ହେବ ସେଥିପ୍ରତି ସମସ୍ତେ ଅଧିକ ଧ୍ୟାନ ଦିଅନ୍ତି  । ଘର କିପରି…