Daily Archives

January 18, 2019

ମୋଦୀଙ୍କ ବିରୋଧରେ ମମତାଙ୍କ ମହାମେଳି । ଆସନ୍ତାକାଲି କୋଲକାତାରେ ଏକାଠି ହେବେ ୨୦ଟି ଦଳର ନେତା, ରାଲିକୁ ସମର୍ଥନ କରି…

କନକ ବ୍ୟୁରୋ : ଶନିବାର ପୁଣି ଦେଖିବାକୁ ମିଳିବ ବିରୋଧୀ ଏକତାର ଶକ୍ତି । ଯେତେବେଳେ କୋଲକାତାରେ ହାତ ଧରାଧରି ହେବେ ୨୦ଟି ବିରୋଧୀ ରାଜନୈତିକ ଦଳର ନେତା । କାରଣ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଏକାଠି ହେଉଛନ୍ତି ମୋଦି ବିରୋଧୀ । କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ…

ଘୋଷଣାର ୨ ବର୍ଷ ପରେ ବି ମିଳୁନି ୨୪ ଘଂଟିଆ ଚିକିତ୍ସା ସେବା । ଜଗତସିଂହପୁର ରେଢୁଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆଗରେ…

କନକ ବ୍ୟୁରୋ: ସ୍ୱାସ୍ଥ୍ୟ ସେବାରେ ଉନ୍ନତି ପାଇଁ ସରକାର ବହୁ ଯୋଜନା କରିଛନ୍ତି, ହେଲେ ପ୍ରକୃତ ହୀତାଧିକାରୀ ସରକାରୀ ସୁବିଧା ସୁଯୋଗ ପାଇପାରୁ ନାହାନ୍ତି । ଯାହାର ଉଦାହରଣ ହେଉଛି ଜଗତସିଂହପୁର ରେଢୁଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର । ରେଢୁଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ୨ ବର୍ଷ ହେବ…

ରାଜ୍ୟରେ ଅପରାଜିତାଙ୍କୁ ମିଳିଲା ନୂଆ ଦାୟିତ୍ୱ । ଦଳକୁ ଅଧିକ କ୍ରିୟାଶୀଳ କରିବା ପାଇଁ ନେତାଙ୍କ ମଧ୍ୟରେ ବଣ୍ଟାଗଲା…

କନକ ବ୍ୟୁରୋ : ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ଦଳର ବରିଷ୍ଠ ନେତାମାନଙ୍କୁ ବିଭିନ୍ନ ପ୍ରକାର ଗୁରୁତ୍ୱପୂର୍ଣ୍ଣ ପଦବୀ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି । ନିର୍ବାଚନ ପାଖେଇ ଆସୁଥିବାରୁ ସବୁ ଦଳ ଏବେ ଚଳଚଞ୍ଚଳ ହୋଇ ପଡିଛନ୍ତି । ଆଗାମୀ ଦିନରେ ରାଜ୍ୟରେ କିପରି ଭାବରେ ଦଳ ଭଲ…

ଏମ୍ସ ମେଡିକାଲରୁ ସୂଚନା ମିଳିଛି ଅମିତ ଶାହାଙ୍କୁ କୌଣସି ପ୍ରକାର ଫ୍ଲୁ ହୋଇନାହିଁ : ବି.କେ ହରିପ୍ରସାଦ

କନକ ବ୍ୟୁରୋ : ଅମିତ ଶାହାଙ୍କୁ ସ୍ୱାଇନ ଫ୍ଲୁ ହୋଇଥିବା କାରଣରୁ ସେ ମେଡିକାଲରେ ଚିକିତ୍ସା ପାଇଁ ଭର୍ତୀ ହୋଇଛନ୍ତି  । ହେଲେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ବିରୋଧୀ ଦଳର ନେତାମାନେ ବାରମ୍ବାର ବିବାଦୀୟ ବୟାନ ଦେଉଛନ୍ତି । ମିଳିଥିବା ସୂଚନା ଅନୁସାରେ, କଂଗ୍ରେସର ବରିଷ୍ଠ ନେତା ତଥା…

୨୦୧୯ ନିର୍ବାଚନ ପାଇଁ ସଜବାଜ ! ମାର୍ଚ୍ଚ ପ୍ରଥମ ସପ୍ତାହରେ ତାରିଖ ଘୋଷଣା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

କନକ ବ୍ୟୁରୋ :  ମାର୍ଚ୍ଚ ପ୍ରଥମ ସପ୍ତାହରେ ଘୋଷଣା ହୋଇପାରେ ୨୦୧୯ ଲୋକସଭା ନିର୍ବାଚନ  ତାରିଖ । ଜୁନ ୩ରେ ବର୍ତ୍ତମାନ ଚାଲୁଥିବା ଲୋକସଭାର ଅବଧି ଶେଷ ହେବ । ସାଧାରଣ ନିର୍ବାଚନ କେତେ ପର୍ଯ୍ୟାୟରେ ଓ କେଉଁ ମାସରେ ହେବ, ଏନେଇ ନିର୍ବାଚନ କମିସନ୍ ବିଚାର ବିମର୍ଷ କରୁଛନ୍ତି । ସୁରକ୍ଷା…

ଅଷ୍ଟ୍ରେଲିଆରେ ଧୋନୀଙ୍କ ଧମାକା ! ୮ ବର୍ଷ ପରେ ଶ୍ରେଷ୍ଠ ଖେଳାଳୀ ଭାବେ ବିବେଚିତ ହେଲେ ମାହି ।

ମେଲବର୍ଣ୍ଣରେ ଇତିହାସ ରଚିଛି ଟିମ୍ ଇଣ୍ଡିଆ । ଅଷ୍ଟ୍ରେଲିଆ ମାଟିରେ କଙ୍ଗାରୁ ଶିକାର କରିବା ସହ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ୱିପାକ୍ଷିକ ଦିନିକିଆ ସିରିଜ ଜିତିଛି ଭାରତ । ତେବେ ଏହି ଦିନିକିଆ ସିରିଜରେ ଚମକିଛନ୍ତି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ୩୭ ବର୍ଷରେ…