Daily Archives

January 18, 2019

ସ୍ୱର୍ଗଦ୍ୱାରର ହେବ ନବକଳେବର। ପ୍ରସ୍ତୁତ ହେଲା ବ୍ଲୁ-ପ୍ରିଂଟ, ଶବଦାହ ପାଇଁ ୪୨ ପିଣ୍ଡି ନିର୍ମାଣ ସହ ଚାରିପଟେ ବୁଲିବ…

କନକ ବ୍ୟୁରୋ: ସ୍ୱର୍ଗଦ୍ୱାରର ହେବ ନବରକଳେବର । ଏଥିପାଇଁ ପ୍ରସ୍ତିତି ଆରମ୍ଭ ହୋଇଛି ।  ସ୍ୱର୍ଗଦ୍ୱାରର ପୁନଃରୁଦ୍ଧାର ପାଇଁ ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରିଛନ୍ତି ଉଭୟ ପୁରୀ ପୌରସଂସ୍ଥା ଓ ଜିଲ୍ଲା ପ୍ରଶାସନ । ବାଲିରେ ଶବଦାହ ନକରିବା ପାଇଁ ୪୨ ପିଣ୍ଡି କରାଯିବ । ଏହାସହ ସ୍ୱର୍ଗଦ୍ୱାର …

ବିଜୁ ପକ୍କା ଘର ଯୋଜନାରେ ଘର ନମିଳିବାରୁ ଚାଷୀ ଆତ୍ମହତ୍ୟା ଘଟଣା: ଲକ୍ଷ୍ମୀଧର ବେହେରାଙ୍କ ମୃତ୍ୟୁ ପୂର୍ବର ଭାଇରାଲ…

କନକ ବ୍ୟୁରୋ:ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକର ନିରାକାରପୁର ସାହିର ଲକ୍ଷ୍ମୀଧର ବେହେରା ଗତ ୧୬ ତାରିଖ ଦିନ ବିଲରେ ବିଷ ପିଇ ଆତ୍ମହତ୍ୟା କରିଥିଲେ । ଏନେଇ ତାଙ୍କ ସ୍ତ୍ରୀ ଟାଙ୍ଗୀ ଥାନାରେ ଅଭିଯୋଗ କରିଛନ୍ତି । ଅଭାବ ଅସୁବିଧା ସାଙ୍ଗକୁ ଦିନ ମଜୁରିଆ ହେତୁ ପ୍ରତିଦିନ କାମ ମିଳୁନାହିଁ, ଫଳରେ…

୧ ଫେବୃୟାରୀରୁ ବଦଳିଯିବ ଡିଟିଏଚ୍ ପ୍ଲାନ୍ ! ଜାଣନ୍ତୁ, କିପରି ପ୍ରଭାବିତ ହେବେ ଆପଣ ?

ଡିଟିଏଚ ବ୍ୟବହାରକାରୀଙ୍କ ସେବାର ଖୁବ ଶୀଘ୍ର ପରିବର୍ତ୍ତନ ଆସିବ । ଟ୍ରାଇର ନୂଆ ନିୟମ ଫେବୃୟାରୀ ଠାରୁ ଲାଗୁ ହୋଇଯିବ । ନୂଆ ନିୟମ ୨୯ ଡିସେମ୍ବର ଠାରୁ ଲାଗୁ ହେବାର ଥିଲା,ଯାହାକୁ କୌଣସି କାରଣବଶତଃ ସ୍ଥଗିତ କରିଦିଆଯାଇଥିଲା । ନୂଆ ନିୟମ ମାନିବା ପାଇଁ ଟ୍ରାଇ ଭାରତର ସମସ୍ତ ଡିଟିଏଚ୍ ଓ…

ବର୍ତମାନ ସମୟରେ ଭାରତ ଯେପରି ବ୍ୟବସାୟ ପାଇଁ ପ୍ରସ୍ତୁତ ହୋଇଛି ପୂର୍ବରୁ କେବେ ହୋଇନଥିଲା : ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ‘ଭାଇବ୍ରାଣ୍ଟ୍ ଗୁଜୁରାଟ ସମ୍ମିଳନୀ’ରେ ଯୋଗ ଦେଇ ତାଙ୍କ ସରକାରର ୪ ବର୍ଷର ଶାସନ ଶୈଳୀକୁ ଢେର୍ ପ୍ରଶଂସା କରିଛନ୍ତି। ସେ କହିଛନ୍ତି କି ଦେଶରେ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ଦେଶର ଅର୍ଥନୀତିକୁ ସବଳ କରିଛି। ସେ ଦାବିର ସହ…

କାଲି କୋଲକାତାରେ ଶକ୍ତି ପ୍ରଦର୍ଶନ କରିବେ ୨୦ଟି ବିରୋଧୀ ରାଜନୈତିକ ଦଳ ! ରାହୁଲ, କହିଲେ ମୋଦୀଙ୍କ କୁଶାସନ ବିରୋଧରେ…

କନକ ବ୍ୟୁରୋ : ବିରୋଧୀ ମେଂଟକୁ ବଳ ଯୋଗାଇବ ମମତାଙ୍କ ଗଡରେ ମେଳି । ଶନିବାର କୋଲକାତାରେ ଶକ୍ତି ପ୍ରଦର୍ଶନ କରିବେ ୨୦ଟି ବିରୋଧୀ ରାଜନୈତିକ ଦଳ । ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ମୋଦିଙ୍କ ବିରୋଧରେ ମହା ଆୟୋଜନ କରୁଛନ୍ତି ମମତା ବାନାର୍ଜି । ଏହି ରାଲିରେ ଲକ୍ଷାଧିକ ଲୋକ ସାମିଲ ହେବାର…

ସ୍ୱାଧୀନ ଭାରତର ଏକମାତ୍ର ପତାକା, ଯାହା ଏବେ ସୁଦ୍ଧା ରହିଛି ସଂପୂର୍ଣ୍ଣ ସୁରକ୍ଷିତ । ଜାଣନ୍ତୁ କେଉଁଠି ଓ କିଭଳି ରହିଛି…

ଚଳିତ ବର୍ଷ ଦେଶ ପାଳିବ ୭୦ତମ ସାଧାରଣତନ୍ତ୍ର ଦିବସ । ଆଉ ଏହାରି ଭିତରେ ଏଭଳି ଖବର ରହିଛି ଯାହାକୁ ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ୧୫ ଅଗଷ୍ଟ୧୯୪୭ରେ ଜର୍ଜ ଫୋର୍ଟରେ ଉତ୍ତୋଳନ ହୋଇଥିବା ତ୍ରିରଙ୍ଗା ଆଜି ବି ସୁରକ୍ଷିତ ରହିଛି । ଏହାକୁ ପ୍ରଥମଥର ୨୬ଜାନୁୟାରୀ୨୦୧୩ରେ ଫୋର୍ଟର…