Daily Archives

January 16, 2019

ପୁଣି କଟକ ଫେରିଲା କାମଳ ! ସାହିରୁ ସାହି ଡେଉଁଛି ରୋଗ

କନକ ବ୍ୟୁରୋ : ପୁଣି କଟକ ଫେରିଛି କାମଳ । ସହରର ବିଭିନ୍ନ ସାହିରେ ବ୍ୟାପୁଛି ଜଣ୍ଡିସ । ଶିଖରପୁର ତଳସାହି ଏବଂ ନଦୀକୁଳ ସାହିରେ ଦୂଷିତ ପାଣି ପିଇ ୨୫ରୁ ଅଧିକ ଲୋକ କାମଳ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସିଏମସି ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପହଂଚି ଔଷଧ…

ନାଗ ଉପରେ ବାବା, ପଦ୍ମ ଉପରେ ମାତା ! ଜୟପୁରରେ ଆତ୍ମଘୋଷିତ ବାବା-ମାତା, ସ୍ୱପ୍ନାଦେଶ ପାଇ ସମସ୍ୟା ଦୂର କରନ୍ତି ବାବା

କନକ ବ୍ୟୁରୋ : ପଦ୍ମ ଫୁଲ ଉପରେ ବିରାଜିଛନ୍ତି ମାତା ଆଉ ଶେଷ ନାଗ ଉପରେ ବାବା । ଜୟପୁରରେ ଆୟୋଜିତ କଳକୀ ମହାଯଜ୍ଞରେ ଦେଖିବାକୁ ମିଳିଛି ବାବାଙ୍କ ଭିନ୍ନ ରୂପ । ପୁଣି ସାମ୍ନାକୁ ଆସିଛନ୍ତି ଆତ୍ମଘୋଷିତ ବାବା ଓ ମାତା । ଆତ୍ମଘୋଷିତ ବାବା ହେଉଛନ୍ତି ଅନନ୍ତ କେଶରୀ ସମ୍ରାଟ ବିଶ୍ୱ ସୃଷ୍ଟିକର୍ତା…

ନବଙ୍କ ଇସ୍ତଫା ପରେ କଂଗ୍ରେସରେ କମ୍ପନ । ପିସିସି ସଭାପତି କହିଲେ ବିଶୃଙ୍ଖଳିତ କାର୍ଯ୍ୟ ପାଇଁ ନବଙ୍କୁ ଦଳରୁ ବହିଷ୍କାର…

କନକ ବ୍ୟୁରୋ: ଝାରସୁଗୁଡ଼ା ବିଧାୟକ ନବ ଦାସ କଂଗ୍ରେସ ଦଳ ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଦଳରେ ବିଶୃଙ୍ଖଳିତ କାର୍ଯ୍ୟ ପାଇଁ ତାଙ୍କୁ ବହିଷ୍କାର କରାଯାଇଛି । ଦଳର ବରିଷ୍ଠ ନେତୃବୃନ୍ଦମାନେ ନବ ଦାସଙ୍କୁ ଦଳରୁ ବହିଷ୍କାର ପାଇଁ ଏଆଇସିସିଙ୍କୁ ପୂର୍ବରୁ…

ପୃଥିବୀ ଆଡ଼କୁ ମୁହାଁଉଛି କ୍ଷୁଦ୍ରଗ୍ରହ ବେନୁ ! ଧକ୍କା ହେଲେ ହିରୋସୀମା ପରମାଣୁ ବମ୍ ଠାରୁ ୮୦ ହଜାର ଗୁଣ ଅଧିକ ଭୟଙ୍କର…

ପୃଥିବୀ ଆଡ଼କୁ ବଢ଼ୁଛି କ୍ଷୁଦ୍ରଗ୍ରହ ବେନୁ । ଆଉ ଏହାକୁ ପରିକ୍ରମା କରୁଥିବା ନାସାର ମହାକାଶ ଯାନ Osiris-Rex ଚଳିତ ସପ୍ତାହରେ ଆଶ୍ଚର୍ଯ୍ୟ କଲାପରି ଫଟୋଚିତ୍ର ପଠାଇଛି । ଫଟୋଚିତ୍ରରୁ ସ୍ପଷ୍ଟ ଜଣାପଡ଼ୁଛି କ୍ଷୁଦ୍ରଗ୍ରହ ଠାରୁ ପୃଥିବୀ ଓ ଚନ୍ଦ୍ର ଛୋଟ ଛୋଟ ବିନ୍ଦୁ ପରି ଦୃଶ୍ୟମାନ ହେଉଛି । ନାସା…

ଶୀଲାଙ୍କ କାନ୍ଧରେ ଦିଲ୍ଲୀ କଂଗ୍ରେସର ଭାର ! ଆଜିଠୁ ନେଲେ ଦାୟିତ୍ୱ, କହିଲେ ୨୦୧୯ ପାଇଁ ପ୍ରସ୍ତୁତ ହେବ ରଣନୀତି ।

କନକ ବ୍ୟୁରୋ : ଦିଲ୍ଲୀ ପ୍ରଦେଶ କଂଗ୍ରେସର କମିଟିର ନୂଆ ମୁଖ୍ୟ ଭାବେ ଆଜି ଦାୟିତ୍ୱ ନେଲେ ଶୀଲା ଦିକ୍ଷିତ । ୩ଜଣ ନୂଆ ସହଯୋଗୀଙ୍କ ସହ ପଦଭାର ସମ୍ଭାଳିଛନ୍ତି ଶିଲା । ଦାୟିତ୍ୱଗ୍ରହଣ ପରେ ସୀଲା କହିଛନ୍ତି କିଛି ନୂଆ ଚେହେରାଙ୍କୁ ଦଳରେ ସ୍ଥାନ ଦିଆଯିବ । ମିଶନ ୨୦୧୯କୁ ଆଖି ଆଗରେ ରଖି ଦଳ…

ବିଶ୍ୱବ୍ୟାଙ୍କ ଅଧ୍ୟକ୍ଷ ରେସରେ ଭାରତୀୟ ମହିଳା ! ହ୍ୱାଇଟ୍ ହାଉସର ସମର୍ଥନ ଥିବା ସୂଚନା

ବିଶ୍ୱବ୍ୟାଙ୍କର ଅଧ୍ୟକ୍ଷ ହୋଇପାରନ୍ତି ପେପସିକୋ କମ୍ପାନୀର ପୂର୍ବ ସିଇଓ ଇନ୍ଦିରା ନୁଇ । ଅଧ୍ୟକ୍ଷ ରେସରେ ଇନ୍ଦିରା ନୁଇଙ୍କ ନାଁ ଆଗରେ ରହିଥିବା ଚର୍ଚ୍ଚା ହେଉଛି । ଏପରିକି ହ୍ୱାଇଟ ହାଉସ ନୁଇଙ୍କ ନାଁ ନେଇ ବିଚାର ମଧ୍ୟ କରୁଛି । ଇଂରାଜୀ ଖବରକାଗଜ ସୂଚନା ଅନୁଯାୟୀ ଆମେରିକା ରାଷ୍ଟ୍ରପତି…