Daily Archives

January 16, 2019

କଂଗ୍ରେସ ଛାଡିଲେ ନବ ଦାସ ! ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଇଲେ ଇସ୍ତଫା ପତ୍ର, ୨୪ରେ ବିଜେଡିରେ ହେବେ ସାମିଲ ।

କନକ ବ୍ୟୁରୋ : କଂଗ୍ରେସ ଛାଡିଲେ ଝାରସୁଗୁଡା ବିଧାୟକ ନବ ଦାସ । ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିକଟକୁ କଂଗ୍ରେସ ଛାଡିବା ନେଇ ଇସ୍ତଫା ପତ୍ର ପଠାଇଛନ୍ତି ନବ । ଗତ କିଛି ଦିନ ଧରି ନବ ଦାସଙ୍କ ଇସ୍ତଫା ଦେବା ନେଇ ଜୋରଦାର ଚର୍ଚ୍ଚା ଲାଗି ରହିଥିଲା । ତେବେ ଆଜି ଇସ୍ତଫା ପତ୍ର…

କାଳିଆ ଯୋଜନା ପାଇଁ ଆବେଦନ କଲେଣି ୬୦ ଲକ୍ଷ ! ଆସନ୍ତା ୨୧ ଓ ୨୨ରେ ପ୍ରକାଶ ପାଇବ ଚୂଡାନ୍ତ ତାଲିକା ।

କନକ ବ୍ୟୁରୋ : କାଳିଆ ଯୋଜନାରେ ଆସିଲା ନୂଆ ତଥ୍ୟ । ବର୍ତମାନ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନାରେ ଆବେଦନକାରୀଙ୍କ ସଂଖ୍ୟା ୬୦ ଲକ୍ଷରେ ପହଂଚିଛି । ଏ ନେଇ ଆବଦେନକାରୀଙ୍କ ଅନୁଧ୍ୟାନ କରାଯାଇଛି । ବ୍ଲକ ଅନୁଯାୟୀ ଏହାର ଯାଂଚ ପ୍ରକ୍ରିୟା ଚାଲିଛି । ୨୧ ଓ ୨୨ ତାରିଖରେ ପ୍ରଥମ ପର୍ଯ୍ୟାୟ…

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଯବାନଙ୍କ ସନ୍ଦେଶେ ଆତେ ହେଁ ଗୀତ ଗାଉଥିବା ଭିଡିଓ ! ଭାବୁକ ହେଲେ ୟୁଜର କହିଲେ ଜୟ…

ସୋସିଆଲ ମିଡିଆରେ ନିମିଷକେ କିଛି ଭିଡିଓ ଭାଇରାଲ ହୋଇଯିବା କିଛି ନୂଆ ନୁହେଁ । ପୂର୍ବରୁ ଏଭଳି ଅନେକ ଘଟଣା ଘଟି ସାରିଛି । ଲୋକମାନେ ସୋସିଆଲ ମିଡିଆ ପାଇଁ ହିଁ ଘରେ ଘରେ ପରିଚିତ ହୋଇ ପାରିଛନ୍ତି । ଏବେ ସେଭଳି ଏକ ଭିଡିଓ ଜଣେ ବିଏସ୍‌ଏଫ୍‌ ଯବାନଙ୍କୁ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ…

ମାଗଣାରେ ଦେଖିପାରିବେ ଆପଣଙ୍କ ପସନ୍ଦର ସମସ୍ତ ଚ୍ୟାନେଲ୍ ! ବାସ୍ କରିବାକୁ ହେବ ଗୋଟିଏ ଛୋଟିଆ କାମ

ଟେଲିକମ ରେଗୁଲେଟରୀ ଅଥରିଟି ଅଫ ଇଣ୍ଡିଆ ତଥା ଟ୍ରାଇ ପକ୍ଷରୁ ଜାରି ହୋଇଥିବା ନୂଆ ନିୟମ ଅନୁସାରେ ଆପଣଙ୍କୁ ୧୦୦ଟି ଚ୍ୟାନେଲ ଦେଖିବା ପାଇଁ ମାତ୍ର ୧୫୩ ଟଙ୍କା ଦେବାକୁ ପଡିବ । ନୂଆ ନିୟମ ଅନୁସାରେ, ଚ୍ୟାନେଲ ଗୁଡିକର ଦାମ ୧ ଫେବୃଆରୀରୁ ସାରା ଦେଶରେ ଲାଗୁ କରିଦିଆଯିବ । କିନ୍ତୁ ଗୋଟିଏ…

ରୋଗିଣା ମା’ ଆଗରେ ଟଙ୍କା ହେଲା ବଡ ! ପେନସନ୍ ପାସବୁକ୍ , ଚେକ୍ ବୁକ୍ , ଗହଣା ଛଡାଇ ନେଇ ଡାକ୍ତରଖାନା ବେଡ୍ ରେ ବୁଢୀ…

ବୟସ୍କ ଲୋକମାନେ କୁହନ୍ତି ଯେତେ ଆଭିଜାତ୍ୟ,ସମ୍ଭ୍ରାନ୍ତ ହୋଇଥିଲେ ମଧ୍ୟ କୂଳପ୍ରଦିପ ଯଦି ଅଯୋଗ୍ୟ ହୋଇ ବାହାରିଲା ତେବେ କାନମୁଣ୍ଡ ଆଉଁଶି କେବଳ ଭାଗ୍ୟକୁ ନିନ୍ଦିବା ହିଁ ସାର ହେବ । ଆଜିକାଲି ସମାଜରେ କେଉଁଠି ସମ୍ପତି ପାଇଁ ମା’କୁ କିଏ ଗାଇଗୋରୁ ଭଳି ରାସ୍ତାକଡରେ ଛାଡି ଯାଉଛନ୍ତି ତ ଆଉ କିଏ…

ସଙ୍କଟରେ ପିଏଫ-ପେନସନ ଆକାଉଣ୍ଟ ! ମିଳିନପାରେ ଖାତାରେ ଜମା ହୋଇଥିବା ଟଙ୍କା, ଏଭଳି ଲାଗିପାରେ ୨୦ ହଜାର କୋଟିର ଝଟକା

ପିଏଫ ଏବଂ ପେନସନ ଖାତାଧାରୀଙ୍କ ପାଇଁ ଜରୁରୀ ସୂଚନା । ବିପଦରେ ପଡିପାରେ ଆପଣଙ୍କର ପିଏଫ ଏବଂ ପେନସନ ଖାତା । ଏକ ଆନୁମାନିକ ମୁତାବକ, ପାଖାପାଖି ୨୦ ହଜାର କୋଟିର ଝଟକା ଏଭଳି ଲୋକଙ୍କୁ ଲାଗିପାରେ, ଯେଉଁମାନଙ୍କର ଉଭୟ ପିଏଫ ଏବଂ ପେନସନ ଫଣ୍ଡରେ ଖାତା ରହିଛି । ଏହାର ବଡ କାରଣ ହେଲା ଲୋକଙ୍କର…