Daily Archives

November 28, 2018

ପୋଲିସ୍ ଆଗରେ ଯୁବକଙ୍କୁ ପିଟିପିଟି ମାରିଦେଲେ ଲୋକେ ! ସୋସିଆଲ୍ ମିଡିଆରେ ଭିଡିଓ ହେଲା ଭାଇରାଲ୍ । ଦେଖନ୍ତୁ ଭିଡିଓ

ଉତ୍ତରପ୍ରଦେଶର ଶାମଲୀ ନାମକ ଏକ ସ୍ଥାନରେ ପୋଲିସ୍ ସାମ୍ନାରେ ଜଣେ ଲୋକଙ୍କୁ ପିଟିପିଟି ହତ୍ୟା କଲେ ଲୋକେ । ଡାଏଲ୍ ୧୦୦ରେ ବସିଥିବା ଯୁବକଙ୍କୁ ଗାଡି ଭିତରୁ ବାହାରକୁ ଆଣି ପିଟିପିଟି ମାରଲେ ଲୋକେ ଏବଂ ପୋଲିସ୍ ସାଜିଲା ମୁକ ଦର୍ଶକ । ମୃତକଙ୍କ ପରିବାର ତରଫରୁ ଛୋଟ ବିବାଦକୁ ନେଇ ଏଭଳି ଅଘଟଣ…

ମାଗଣା ୱାଇଫାଇ ବ୍ୟବହାର କରୁଛନ୍ତି କି ? ସାବଧାନ . . . ଆପଣଙ୍କ ବ୍ୟାଙ୍କ୍ ଆକାଉଂଟ ହୋଇପାରେ ଖାଲି

ସ୍ମାର୍ଟଫୋନଧାରୀ ବ୍ୟାଙ୍କ ଗ୍ରାହକଙ୍କୁ ମାଗଣା ‘ଓ୍ଵାଇଫାଇ’ ଇଣ୍ଟରନେଟ୍‌ ସେବା ସମ୍ପୂର୍ଣ୍ଣ ନିଷେଧ । ଏହା ଜରିଆରେ କୌଣସି ପ୍ରକାର ଅନ୍‌ଲାଇନ୍‌ ଅର୍ଥ କାରବାର କରୁଥିଲେ ସାବଧାନ । ସାଇବର ଅପରାଧୀ ଜମା ଖାତାରୁ ସମସ୍ତ ଟଙ୍କା ଚୋରି କରିନେବେ । ‘ଓ୍ଵାଇ-ଫାଇ’ ମାଧ୍ୟମରେ ଇଣ୍ଟର୍‌ନେଟ୍‌…

କଳିଙ୍ଗ ଷ୍ଟାଡିୟମରେ ଆଜିଠୁ ହକି ବିଶ୍ୱକପ୍। ପ୍ରଥମ ମ୍ୟାଚ୍ ପୂର୍ବରୁ ବେଲଜିୟମ୍ ଦଳର ଚାଲିଛି ଜୋରଦାର ପ୍ରାକ୍ଟିସ

କନକ ବ୍ୟୁରୋ: କଳିଙ୍ଗ ଷ୍ଟାଡିୟମରେ ରଙ୍ଗାରଙ୍ଗ ଉତ୍ସବ ପରେ ଏବେ ସମସ୍ତଙ୍କ ନଜର କଳିଙ୍ଗ ହକି କମ୍ପେ୍ସସରେ ଷ୍ଟିକ ଚାଳନା ଉପରେ । ଆଜି ପ୍ରଥର ଦିନରୁ ହିଁ ଭାରତ ତାର ଅଭିଯାନ ଆରମ୍ଭ କରିବ । ନୀଳ ଟର୍ଫରେ ଧଳା ବଲକୁ ନେଇ ପୁଲ ସିର ଉଭୟ ମ୍ୟାଚ ଖେଳାଯିବ । ସନ୍ଧ୍ୟା ୫ଟାରେ ବେଲଜିୟମ ବନାମ…

ପାକ୍ ପ୍ରଧାନମନ୍ତ୍ରୀଙ୍କୁ “ଦେବଦୂତ” କହିଲେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ! କରତାରପୁର ସାହିବ କରିଡର ପାଇଁ…

ଭାରତ- ପାକିସ୍ତାନ ଭିତରେ ଥିବା କରତାରପୁର ସାହିବ କରିଡରକୁ ନେଇ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନଙ୍କୁ ଧନ୍ୟବାଦ ଦେବା ସହ “ଦେବଦୂତ” ର ଆଖ୍ୟା ଦେଇଛନ୍ତି । ତାଙ୍କ କହିବା ମତରେ କରିଡରକୁ ନେଇ ଇମରାନ୍ ଖାନ୍ ଦେବଦୂତ ଭଳି କାମ କରିଛନ୍ତି । ଏହି…

ରାଜ୍ୟରେ କମୁନି ଜନନୀ ଯନ୍ତ୍ରଣା ! ଭାରରେ ବୋହି ଆମ୍ବୁଲାନ୍ସ ପାଖକୁ ଆଣୁଥିବା ବେଳେ କନ୍ୟାସନ୍ତାନ ଜନ୍ମ ଦେଲେ ମହିଳା

କନକ ବ୍ୟୁରୋ : ଗାଁକୁ ରାସ୍ତା ମାଆକୁ ସମ୍ମାନ କେବଳ ନାରାରେ ରହିଗଲା । ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା । ମାଲକାନଗିରି ଜିଲ୍ଳାରେ ସରୁନି ଜନନୀ ଯନ୍ତ୍ରଣା । ପୁଣି ଭାରରେ ବୁହା ହେଲେ ଗର୍ଭବତୀ । ବାରମ୍ବାର ଏପରି ଘଟଣା ଘଟୁଥିଲେ ସୁଦ୍ଧା ପ୍ରଶାସନ ଏହାର ସମାଧାନ ଦିଗରେ କୌଣସି ପଦକ୍ଷେପ…

ବାହାବେଦୀ ପୂର୍ବରୁ ଭୋଟ ଦେବାକୁ ଆସିଲେ ବର ! ଉଦାହରଣ ସୃଷ୍ଟି କଲେ ଜିସାନ୍ ।

ମଧ୍ୟପ୍ରଦେଶରେ ନିର୍ବାଚନକୁ ନେଇ ମତଦାତାଙ୍କ ମଧ୍ୟରେ ଅନେକ ଉତ୍ସାହ ରହିଥିବା ଦେଖିବାକୁ ମିଳିଛି । ମତଦାନ ଚାଲିଥିବା ବେଳେ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବିବାହ ମଣ୍ଡପକୁ ଯିବା ଆଗରୁ ଜଣେ ବ୍ୟକ୍ତି ବର ବେଶରେ ଆସି ମତଦାନ କରିଛନ୍ତି ।…