Daily Archives

November 27, 2018

ଜୁଏଲ ଦେଲେ ବଡ଼ ବୟାନ ! ରାଜ୍ୟ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ।

କନକ ବ୍ୟୁରୋ: ୨୦୧୯ ନିର୍ବାଚନ ନେଇ ରାଜ୍ୟ ରାଜନୀତି ସରଗରମ ହେଉଥିବାବେଳେ ମୁହଁ ଖୋଲିଲେ କେନ୍ଦ୍ର କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ । ଆଗମୀ ନିର୍ବାଚନରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଉପରେ ପୂର୍ଣ୍ଣଛେଦ ପକାଇ କହିଛନ୍ତି ଯେ, ରାଜ୍ୟରେ ବିଜେପିର ମୁଖ୍ୟମନ୍ତ୍ରୀ…

୫ଟି ରାଜ୍ୟରେ ବିଧାନସଭା ନିର୍ବାଚନକୁ ନେଇ ସରଗରମ ରାଜନୀତି : ରାଜସ୍ଥାନରେ ବ୍ରାହ୍ମଣ କାର୍ଡ ଖେଳିଲେ ବସୁନ୍ଧରା ରାଜେ

କନକ ବ୍ୟୁରୋ : ମଧ୍ୟପ୍ରଦେଶ ନିର୍ବାଚନୀ ପ୍ରଚାର ଶେଷ ହେବା ପରେ ଏବେ ନଜର ରାଜସ୍ଥାନ ଓ ତେଲେଙ୍ଗାନା ଉପରେ । ଆସନ୍ତା ଡିସେମ୍ବର ୭ ତାରିଖରେ ରାଜସ୍ଥାନ ବିଧାନସଭା ନିର୍ବାଚନ । ତା ପୂର୍ବରୁ ଆଜି ରାଜସ୍ଥାନ ବିଜେପି ଜାରି କରିଛି ନିର୍ବାଚନୀ ଇସ୍ତାହାର । ରାଜସ୍ଥାନରେ ବିଜେପି ଭଗବାନ…

ସ୍ୱାମୀଙ୍କ ମୃତ୍ୟୁ ଆଶଙ୍କା କରି ଚତୁର୍ଥ ମହଲାରୁ ଡେଇଁଲେ ଗର୍ଭବତୀ ମହିଳା : ଆଖି ଖୋଲିବା ପୂର୍ବରୁ ମା’ ସହ ଆଖି…

ନିମୋନିୟାରେ ପୀଡିତ ସ୍ୱାମୀଙ୍କ ଅବସ୍ଥା ବିଗିଡିବା ଜଣାପଡିବା ପରେ ସାତ ମାସର ଗର୍ଭବତୀ ମହିଳା ଏକ ନିର୍ମାଣାଧୀନ କୋଠାର ଚତୁର୍ଥ ମହଲାରୁ ଡେଇଁ ପଡିଲେ । ପଡୋଶୀ ତାଙ୍କୁ ହସପିଟାଲ ପହଂଚାଇଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସନ୍ତାନ ଦ୍ୱୟଙ୍କୁ ଜନ୍ମ ଦେଇ ଶେଷ ନିଶ୍ୱାସ ତ୍ୟାଗ କଲେ । ୩ ଘଣ୍ଟା…

ଜିଓ ଗ୍ରାହକଙ୍କୁ ଝଟକା: ଆଉ ମାଗଣାରେ ମିଳିବନି ଏହି ସର୍ଭିସ୍, କଂପାନୀକୁ ଦେବାକୁ ପଡିବ ଅତିରିକ୍ତ ଟଙ୍କା

ଗୋଟିଏ ପଟେ, ରିଲାଏନ୍ସ ଜିଓ ଯେଉଁଠି ଗ୍ରାହକଙ୍କୁ ପ୍ରତିଦିନ ୨ ଜିବି ଡାଟା ଦେଇ ରଖୁଛି , ସେଇି କଂପାନୀ ଏବେ ଗ୍ରାହକଙ୍କୁ ଏକ ବହୁତ ବଡ ଝଟକା ଦେବାକୁ ଯୋଜନା କରୁଛି । ରିଲାଏନ୍ସ ଜିଓ ଗ୍ରାହକଙ୍କୁ ମାଗଣା ଡାଟା, ଫ୍ରି କଲିଂ ଏବଂ ଫ୍ରି ଆପର ସବସକ୍ରିପସନ ପାଇଁ ପରିଚିତ । ହେଲେ ଏଥରକ କଂପାନୀ…

ସାପକୁ ମାରିବାକୁ ଯାଇ ପିସ୍ତଲରେ ଚଳାଇଲେ ଗୁଳି, ତା’ପରେ ଯାହା ହେଲା ପରିବାର ଲୋକେ କେବେ ଭୁଲି ପାରିବେନି

ମଧ୍ୟପ୍ରଦେଶର ଅଲିରାଜପୁରରେ ଘଟିଛି ଏକ ଅଭାବନୀୟ ଘଟଣା । ସାପକୁ ମାରିବାକୁ ଯାଇ ଯୁବକ ଜଣଙ୍କ ଗୁଳି ଚଳାଇବା ପରେ ଯାହା ଘଟିଥିଲା, ସେହି ଘଟଣାକୁ ବୋଧହୁଏ ପରିବାର ଲୋକେ କେବେ ହେଲେ ଭୁଲି ପାରିବେ ନାହିଁ । ସୂଚନା ମୁତାବକ, ରବିବାର ମଧ୍ୟାହ୍ନ ସମୟରେ ଅଲିରାଜପୁରରେ ରହୁଥିବା କୁଅଁର ସିଂହଙ୍କ…

ଆଗ ହିରୋ ନା ହକି ? ଶାହରୁଖଙ୍କ ପାଇଁ ଟିକେଟ୍ ଦରରେ ସୁନାମୀ ।

କନକ ବ୍ୟୁରୋ: ହକି ପାଇଁ ଲୋକଙ୍କ ମନରେ କି ଉକ୍ରଣ୍ଠା ଯେ, କହିଲେ ନ ସରେ । ଯେଉଁଥି ପାଇଁ ଲୋକମାନେ ଏବେ ୫୦୦ ଟଙ୍କାର ଟିକେଟ୍ ୫ ହଜାରରୁ ୮ ହଜାର ଟଙ୍କା ପର୍ଯ୍ୟନ୍ତ ଦେଇ କିଣିବାକୁ ପଛାଉନାହାନ୍ତି । ଏହି ଘଟଣା ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରକୃତରେ ହକି ପାଇଁ ଏମିତି…