Daily Archives

November 19, 2018

ଝିଙ୍କ ଖାଇ ମଲା ମହାବଳ ! ‘ମହାବୀର’ ମୃତ୍ୟୁର ସତ କହିଲା ବନ ବିଭାଗ ।

କନକ ବ୍ୟୁରୋ : ସାତକୋଶିଆରେ ମହାବଳ ‘ମହାବୀର’ର ମୃତ୍ୟୁ ଘଟଣାକୁ ନେଇ ଚାରିଆଡେ ତୀବ୍ର ଆଲୋଚନା ମଧ୍ୟରେ ମୃତ୍ୟୁର କାରଣ ସମ୍ପର୍କରେ ସ୍ପଷ୍ଟ କରିଛି ବନ ବିଭାଗ । ଆଜି ମହାବଳର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ୪ ଜଣ ଡାକ୍ଟର ମହାବୀରର ପୋଷ୍ଟମର୍ଟମ କରିଥିବା ଜଣାପଡିଛି । ଏନେଇ ତଥ୍ୟ…

ଜିଲ୍ଲାପାଳ ହେବ ତ ଏମିତି ! ପାଇଖାନା ନିର୍ମାଣ କାର୍ଯ୍ୟ ଉପରେ ନଜର ରଖିବା ପାଇଁ ରାତି ସାରା ଅନିଦ୍ରା ରହିଲେ ସୁନ୍ଦରଗଡ…

କନକ ବ୍ୟୁରୋ : ରାତି ଅଧିଆ ମିଶନ ଟଏଲେଟ୍ । କଥାଟା ଶୁଣିବାକୁ ପୁରା ବଲିଉଡର ଫିଲ୍ମ ଟଏଲେଟ୍ ଭଳି । ଗାଁ ହେବ ବାହ୍ୟ ମଳମୂତ୍ର ଶୂନ୍ୟ । ଲୋକଙ୍କୁ ସଚେତନ କରାଇବା ସହ ୧୭ଟି ବ୍ଲକର ଗୋଟିଏ ଗାଁକୁ ବାହ୍ୟ ମଳ ମୁକ୍ତ ଗାଁ କରିବା ପାଇଁ ଅଂଟା ଭିଡିଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ । ରାତି ଉଜାଗର ରହି…

ପୁଣି ଆରମ୍ଭ ହେଲା କଂଗ୍ରେସରେ କଳି । ପଢ଼ନ୍ତୁ କାହାକୁ ଦାୟୀ କଲେ ଦଳୀୟ ନେତା ।

କନକ ବ୍ୟୁରୋ: ପୁଣି ପ୍ରଦେଶ କଂଗ୍ରେସ ଦଳରେ ଦେଖାଦେଇଛି ବିବାଦ । ଗୋଟିଏ ପଟେ ଦଳର ଦୁଇ ବରିଷ୍ଠ ନେତା ତାରାବାହିନୀ ପତି ଏବଂ ଶ୍ରୀକାନ୍ତ ଜେନା ତ ଅନ୍ୟପଟେ ନରସିଂହ ମିଶ୍ରଙ୍କୁ କୃଷ୍ଣ ସଗରିଆଙ୍କ ଚିଠି କଂଗ୍ରେସ ଶିବିରକୁ ଦୋହଲାଇ ଦେଇଛି । ନିକଟରେ ବିଧାୟକ ପଦରୁ ଇସ୍ତଫା ଦେଇଥିବା…

ପ୍ରଦୂଷଣମୁକ୍ତ ହେବ ଦିଲ୍ଲୀ ! ଖୋଲିବ କେଏମପି ଏକ୍ସପ୍ରେସ ୱେ, ୪ ଘଣ୍ଟାର ଯାତ୍ରା ଶେଷ ହେବ ମାତ୍ର ୯୦ ମିନିଟରେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁଣ୍ଡଲି ମାନେସର ପଲବଲ ୱେଷ୍ଟର୍ନ ଏକ୍ସପ୍ରେସ ୱେ’ର ଉଦଘାଟନ କରିଛନ୍ତି । ୬ ହଜାର ୪୩୪ କୋଟି ଟଙ୍କା ବ୍ୟୟ ଅଟକଳରେ ୧୩୫.୬୫ କିଲୋମିଟର ଲମ୍ବା କେଏମପି ମାର୍ଗର କିଛି ଅଂଶ ପୂର୍ବରୁ ୨୦୧୬ ଜୁଲାଇ ୧୫ ତାରିଖରେ ହରିୟାଣା ସରକାର ସାଧାରଣ ଜନତାଙ୍କ ପାଇଁ ଖୋଲି…

ତଳେ ଉପରେ, ବଗି ମଝିରେ ସବୁଆଡ଼େ ଯାତ୍ରୀ ! ଗୁଜରାଟ ଜୁନାଗଡ଼ରେ ବିପଜ୍ଜନକ ଭାବେ ଟ୍ରେନ୍ ଯାତ୍ରା

ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ମୋଦି ବୁଲେଟ୍ ଟ୍ରେନର ସ୍ୱପ୍ନ ଦେଖୁଛନ୍ତି । ଅନ୍ୟପଟେ ତାଙ୍କ ଗୃହରାଜ୍ୟ ଗୁଜରାଟରେ ଅତ୍ୟନ୍ତ ବିପଜ୍ଜନକ ଭାବେ ଟ୍ରେନରେ ଯାତ୍ରା କରୁଛନ୍ତି ଲୋକେ । ଗୁଜରାଟର ଜୁନାଗଡ଼ରେ ଜୀବନକୁ ପାଣିଛଡ଼ାଇ ଟ୍ରେନରେ ଯାତ୍ରା କରୁଛନ୍ତି ଲୋକେ । ଫଟୋରୁ ସ୍ପଷ୍ଟ ଜଣାପଡ଼ୁଛି ଲୋକେ…

ଅଚାନକ ମାଡି ଆସିଲା ଲୌହ ଦାନବ, ଉପସ୍ଥିତି ବୁଦ୍ଧି ଖଟାଇ ଟ୍ରାକରେ ଶୋଇପଡିଲେ ୪୫ ବର୍ଷିୟ ବ୍ୟକ୍ତି  । ଆଉ…

କନକ ବ୍ୟୁରୋ : ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ । କଥାରେ ଅଛି ଯାହାକୁ ଭଗବାନ ଶାହା ସେ ମରଣମୁହଁରୁ ମଧ୍ୟ ଫେରିଆସେ । ଆଉ ଏହା ସତ ପ୍ରମାଣିତ ହୋଇଛି । ଘଟଣାଟି ଘଟିଛି ହାଇଦ୍ରାବାଦରେ । ହାଇଦ୍ରାବାଦ ଅନନ୍ତପୁରା ରେଳ ଷ୍ଟେସନରେ ଘଟିଛି ଏହି ଘଟଣା । ମୃତ୍ୟୁକୁ ଅତି ନିକଟରୁ ମାତ୍…