Daily Archives

November 19, 2018

ପ୍ରଦୂଷଣ ବିରୋଧରେ ଯୁଦ୍ଧ ! ୨୧ ନଭେମ୍ବରରେ ଦିଲ୍ଲୀରେ ହେବ କୃତ୍ରିମ ବର୍ଷା

ପ୍ରଦୂଷଣ ବଢାଉଛି ରାଜଧାନୀ ଦିଲ୍ଲୀବାସୀଙ୍କ ଚିନ୍ତା । ଦିନକୁ ଦିନ ଦିଲ୍ଲୀର ବାୟୁମଣ୍ଡଳ ଅଧିକ ପ୍ରଦୂଷିତ ହେବାରେ ଲାଗିଛି । ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ଉତ୍ତର ପଶ୍ଚିମ ଦିଗରୁ ପବନ ଆସିବାର ଆଶଙ୍କା ରହିଛି, ଯେଉଁଥିରେ ଦିଲ୍ଲୀ-ଏନସିଆର ଅଞ୍ଚଳର ବାୟୁ ଗୁଣବତ୍ତା ଅଧିକ ଖରାପ ହୋଇପାରେ…

୩୫୧ ଫୁଟର ଭୋଳାବାବା ! ରାଜସ୍ଥାନରେ ନିର୍ମାଣ ହେଉଛି ବିଶ୍ୱର ସବୁଠୁ ଉଚ୍ଚ ଶିବ ପ୍ରତିମା

ଗୁଜରାଟର ନର୍ମଦା ନଦୀ କୂଳରେ ବିଶ୍ୱର ସବୁଠୁ ଉଚ୍ଚ ପ୍ରତିମା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଷ୍ଟାଚ୍ୟୁ ଅଫ୍ ୟୁନିଟିର ଅନାବରଣ ପରେ ଏବେ ରାଜସ୍ଥାନର ନାଥଦ୍ୱାରାରେ ଭଗବାନ ଶିବଙ୍କର ଏକ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ କରାଯାଉଛି । ୩୫୧ ଫୁଟର ଏହି ବିଶାଳ ପ୍ରତିମୂର୍ତ୍ତି ବିଶ୍ୱର ସବୁଠୁ …

ତିତଲି କ୍ଷତିଗ୍ରସ୍ତ ପରିବାରଙ୍କ ପାଇଁ ବିଜୁ ପକ୍କାଘର । ୧୩ ହଜାର ପରିବାରକୁ ବିଜୁ ପକ୍କାଘର ଯୋଗାଇ ଦେବାକୁ…

କନକ ବ୍ୟୁରୋ: ତିତଲି କ୍ଷତିଗ୍ରସ୍ତ ପରିବାରଙ୍କୁ ମିଳିବ ବିଜୁ ପକ୍କା ଘର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଗତ ଅକ୍ଟୋବର ୧୧ ତାରିଖରେ ଓଡ଼ିଶାରେ ବ୍ୟାପକ କ୍ଷତି ଘଟାଇଛି ସାମୁଦ୍ରିକ ଝଡ଼ ତିତଲି । ଏଥିରେ ପାଖାପାଖି ୧୧ଟି ଜିଲ୍ଲାର ୧୩ ହଜାର ପରିବାରର ଘର ସମ୍ପୂର୍ଣ୍ଣ…

ସ୍ଥାନାନ୍ତର ହେଲା ବଟଲିଂ ପ୍ଲାଣ୍ଟ । ଢେଙ୍କାନାଳରେ ଆବଣ୍ଟିତ ଜମିକୁ ବାତିଲ କଲେ ରାଜ୍ୟ ସରକାର

କନକ ବ୍ୟୁରୋ: ଢେଙ୍କାନାଳର ବଳରାମପୁରରେ  ବିୟର ଫ୍ୟାକ୍ଟ୍ରି ପାଇଁ ଗଛ କଟାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯିବା ପରେ ବଟଲିଂ ପ୍ଲାଂଟ ପ୍ରକଳ୍ପକୁ ଅନ୍ୟତ୍ର ଜାଗା ଦେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେବେ ଗଛ କଟା ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ…

ଜିଦ୍ ଯୋଗୁଁ କୁସ୍ତି ମଇଦାନକୁ ପହଂଚିଲା ଝିଅ, ଗାଈ କ୍ଷୀର ହିଁ ଥିଲା ଏକମାତ୍ର ଆହାର । ଜାପାନରେ ଜିତିଲେ ସୁନା

ଖେଳପଡିଆ ବି ନଥିଲା । ଆହାର ପାଇଁ ଟଙ୍କାର ଅଭାବ ଥିଲା । ଲୋକମାନେ କଥା ଶୁଣାଉଥିଲେ ମଧ୍ୟ । ଏହାକୁ ଖାତିର ନକରି ମଜୁରୀ କରି ଓ ଋଣ ନେଇ ଝିଅ ଓ ପୁଅକୁ ଖେଳର ଚାମ୍ପିୟନ୍ ବନାଇଲେ । ସୂଚନାଯୋଗ୍ୟ, ସତୀଶ ପାଂଚାଲଙ୍କ ଝିଅ କୋମଲ ପାଂଚାଲ ୧୬ ନଭେମ୍ବରକୁ ଜାପାନରେ ଅଣ୍ଡର-୧୫ ଗାର୍ଲ୍ସ କୁସ୍ତି…

ମୃତ୍ୟୁକୁ ମାତ ଦେଲେ ୪୫ ବର୍ଷୀୟ ବ୍ୟକ୍ତି : ଉପସ୍ଥିତ ବୃଦ୍ଧି ଖଟାଇ ବଂଚାଇଲେ ଜୀବନ, ଭିଡିଓ ଦେଖି ହୋଇଯିବେ ହତବାକ୍

ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ । କଥାରେ ଅଛି ଯାହାକୁ ଭଗବାନ ଶାହା ସେ ମରଣମୁହଁରୁ ମଧ୍ୟ ଫେରିଆସେ । ଆଉ ଏହା ସତ ପ୍ରମାଣିତ ହୋଇଛି । ଘଟଣାଟି ଘଟିଛି ହାଇଦ୍ରାବାଦରେ । ଏହି ଘଟଣା ଆପଣଙ୍କୁ ହତବାକ କରିଦେବ ଓ ଆପଣ ସହଜରେ ବିଶ୍ୱାସ ବି କରିପାରିବେ ନାହିଁ । ହାଇଦ୍ରାବାଦ…