ଖୋଲିଲା ମନ୍ଦିର ବଢିଲା ବିବାଦ ! ସାବରିମାଳାରେ ବିକ୍ଷୋଭକାରୀଙ୍କ ପିକେଟିଂ ଦୋକାନ ବଜାର ବନ୍ଦ, ଜୀବନଯାତ୍ରା ପ୍ରଭାବିତ…
କନକ ବ୍ୟୁରୋ : ସବୁବର୍ଗର ମହିଳାଙ୍କୁ ସାବରିମାଳାରେ ଆୟପ୍ପାଙ୍କ ଦର୍ଶନ ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ମିଳିଛି । କିନ୍ତୁ ମହିଳାଙ୍କ ପ୍ରବେଶକୁ ନେଇ ଏବେବି ବିବାଦ ଲାଗିରହିଛି । ଏହାରି ମଧ୍ୟରେ ଗତକାଲି ଠାରୁ ପୁଣି ଥରେ ଖୋଲିଛି କେରଳର ସାବରିମାଳା ମନ୍ଦିର । ମଣ୍ଡଳା ମକରଭିଲାକୁ ପର୍ବ…