Daily Archives

November 15, 2018

ଶାହିଦ ଆଫ୍ରିଦିଙ୍କ ମନ୍ତବ୍ୟକୁ ନେଇ ରାଜନାଥ ସିଂଙ୍କ ପ୍ରତିକ୍ରିୟା : କହିଲେ, ଠିକ୍ କହିଛନ୍ତି ଆଫ୍ରିଦି, ଯିଏ…

କନକ ବ୍ୟୁରୋ : ପାକିସ୍ତାନ କାଶ୍ମୀର ଚିନ୍ତା ଛାଡିଦେବା ଉଚିତ । ଇଂଲଣ୍ଡର ସଂସଦ-ହାଉସ ଅଫ୍ କମନ୍ସରେ ଅଭିଭାଷଣ ଦେବା ବେଳେ ଏହା କହିଥିଲେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଶାହିଦ ଆଫ୍ରିଦି । ଭାରତୀୟ ଗଣମାଧ୍ୟମରେ ତାଙ୍କର ଏହି ବୟାନ ପ୍ରସାର ହେବା ପରେ ଟ୍ୱିଟ୍ କରି ସଫେଇ ରଖିଛନ୍ତି ଆଫ୍ରିଦି…

ଫ୍ଲାଇଟରେ ୱିଣ୍ଡୋ ସିଟରେ ବସିବା ପାଇଁ ଜିଦ୍ କଲେ ଯାତ୍ରୀ, ଏୟାର ହୋଷ୍ଟେସ୍ କିଛି ଏଭଳି ଭାବେ ଯାତ୍ରୀଙ୍କୁ ସମ୍ଭାଳିଲେ…

ଜାପାନରେ କିଛି ଏମିତି ଘଟିଲା କି ଯାହାକୁ ବି ଆଶ୍ଚର୍ଯ୍ୟ କରିଦେବ । ଆମ ସମସ୍ତଙ୍କୁ ଜଣା ଅଛି କି, ଫ୍ଲାଇଟରେ ଯଦି କେହି ପାଖରେ ବସି ଫ୍ଲାଇଟର ଖରାପ ଗୁଣ ବିଷୟରେ କହିବ ତ କେତେ ଖରାପ ଲାଗିବ । ତେବେ ଫ୍ଲାଇଟ୍ ଆଟେଣ୍ଡେଂଟ କେମିତି ଏହି ପେସେଂଜର୍ସଙ୍କୁ ପ୍ରତିଦିନ ସମ୍ଭାଳୁଥିବେ । କିନ୍ତୁ ଜଣେ…

ଭାରତରେ ଲଂଚ ହେଲା Jawa ର ୩ଟି ଦମଦାର ମୋଟରସାଇକେଲ : ଜାଣନ୍ତୁ ଏହାର ଫିଚର୍ସ ଓ ମୂଲ୍ୟ

ଆଇକନିକ୍ ଜାୱା ମୋଟରସାଇକେଲ ବ୍ରାଣ୍ଡ ଗୁରୁବାର ଦିନ ଭାରତରେ ୩ଟି ଦମଦାର ବାଇକ୍ ଲଂଚ କରିଛି । କମ୍ପାନୀ ନ୍ୟୁ ଜାୱା(ଷ୍ଟାଣ୍ଡାଡ), ଜାୱା ୪୨ ଓ ଜାୱା ପେରକ୍ ଲଂଚ କରିଛି । ନ୍ୟୁ ଜାୱା ର ଦିଲ୍ଲୀରେ ଏକ୍ସ ଶୋ’ ରୁମର ମୂଲ୍ୟ ୧,୬୪,୦୦୦ ଟଙ୍କା । ଯେବେକି ଜାୱା ୪୨ର ଦିଲ୍ଲୀରେ ଏକ୍ସ ଶୋ’ ରୁମ୍ ର…

ସୂର୍ଯ୍ୟମନ୍ଦିରକୁ ନେଇ ତେଜିଲା ସ୍ୱର! ଏଏସଆଇକୁ ଦାୟୀ କଲେ ବିଜୟ ଓ ନରସିଂହ ।

କନକ ବ୍ୟୁରୋ: କୋଣାର୍କ ମନ୍ଦିରକୁ ନେଇ ତେଜିଲା ବିବାଦ । ଏଏସଆଇର ଅବହେଳାକୁ ନେଇ ବର୍ଷିଲେ ବିଜୟ ଓ ନରସିଂହ । କୋଣାର୍କ ମନ୍ଦିର ଆଦୌ ସୁରକ୍ଷିତ ନୁହେଁ । ଏତେ ବର୍ଷ ଦାୟିତ୍ୱ ନେବା ପରେ ଏଏସଆଇ ପାଇଁ ମନ୍ଦିର ଭୁଷୁଡିବାକୁ ବସିଛି । ଏଭଳି ଅଭିଯୋଗ କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ…

ମହାବୀର ମୃତ୍ୟୁ ପରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ଧକ୍କା : ସାମୟିକ ସମୟ ପାଇଁ ବନ୍ଦ ରଖିବାକୁ ନିଷ୍ପତି ନେଲା…

କନକ ବ୍ୟୁରୋ : ସାତକୋଶିଆରେ ମହାବଳ ମହାବୀରର ମୃତ୍ୟୁ ପରେ ବ୍ୟାଘ୍ର ପ୍ରକଳ୍ପକୁ ଲାଗିଛି ବଡ ଝଟକା । ବାଘ ମୃତ୍ୟୁ ପରେ ବ୍ୟାଘ୍ର ପ୍ରକଳ୍ପକୁ ସାମୟିକ ଭାବେ ବନ୍ଦ୍ ରଖିବା ପାଇଁ ବଡ ନିଷ୍ପତି ନେଇଛି ଏନଟିସିଏ । ଏବଂ ଏନଟିସିଏ ସହ ଆଲୋଚନା ପରେ ପରବର୍ତ୍ତି ପଦକ୍ଷେପ ଗ୍ରହଣ କରାଯିବ ବୋଲି…

ଜମ୍ମୁ-କାଶ୍ମୀରର ଜୋଜିଲା ପାସୱେରେ ଫସିଲା ଯବାନଙ୍କ ଗାଡି : ବରଫ ହଟାଇବା ପରେ ମୁକୁଳିଲେ ଯବାନ

କନକ ବ୍ୟୁରୋ : ବରଫରେ ଫଶିଲା ଯବାନଙ୍କ ଗାଡି । ପ୍ରବଳ ବରଫପାତ ଭିତରେ ଦୀର୍ଘ ସମୟ ଧରି ଯବାନଙ୍କ ଗାଡି ଫଶିରହିଲା । ଜମ୍ମୁକାଶ୍ମୀର ଜୋଜିଲା ପାସରେ ପୁଲିସ କର୍ମଚାରୀଙ୍କ ଗାଡି ଫଶିରହିଥିବାର ଦୃଶ୍ୟ ସାମ୍ନାକୁୂ ଆସିଛି । ଗାଡିକୁ ଉଦ୍ଧାର କରିବା ପାଇଁ ଘଂଟା ଘଂଟା ଧରି କସରତ କରିବାକୁ…