Daily Archives

October 29, 2018

କୋଟିଆ ପାଇଁ ହେଲେ ଏକାଠି ! ପରବ ମହୋତ୍ସବ ପାଳି ଆନ୍ଧ୍ରକୁ ଦେଲେ ଜବାବ୍

କନକବ୍ୟୁରୋ : ପରବ ଦେଲା ଆନ୍ଧ୍ରକୁ ଜବାବ । କୋଟିଆ ବାସୀଙ୍କୁ କଲା ଏକାଠି । ବହୁ ବର୍ଷ ପରେ ରାଜ୍ୟର ଏଭଳି ମହୋତ୍ସବକୁ ଦେଖି ଆନନ୍ଦିତ ହେବା ସହ ରାଜ୍ୟରେ ରହିବୁ ବୋଲି ଅଟାଂ ଭିଡ଼ିଲେ କୋଟିଆ ବାସୀ । ନିର୍ବାଚନୀର ଉଷ୍ମତା ଭିତରେ ଦଳବଳ ନିର୍ବିଶେଷରେ ସବୁ ନେତା ହେଲେ ଏକାଠି । ଦମ୍ ଦେଖାଇବା…

କଦଳୀ ଗଛ ମୂଳେ ବିଶାଳକାୟ ଅଜଗର ! ଓଜନ ୨ କ୍ୱିଣ୍ଟାଲ ।

ସାଧାରଣତଃ ସାପକୁ ଦେଖିଲେ ଲୋକମାନେ ଭୟଭୀତ ହୋଇପଡିଥାନ୍ତି । ଏପରିକି ଏମିତି ଅନେକ ସାପ ଅଛନ୍ତି, ଯେଉଁମାନେ ଏତେ ଭୟାନକ ହୋଇଥାନ୍ତି ଯେ, କାମୁଡିବା ମାତ୍ରେ ଲୋକମାନଙ୍କ ଜୀବନ ଚାଲିଯାଇଥାଏ । ଆଉ କିଛି ସାପ ଲୋକମାନଙ୍କୁ ଜିଅନ୍ତା ଗିଳି ଦେଇଥାନ୍ତି । ଆପଣ ଏମିତି ଅନେକ ସାପ ଦେଖିଥିବେ ଏବଂ…

ବିମାନ ଉଡ଼ାଇବାର ସ୍ୱପ୍ନ ଥିଲା, କୃଷକ ନିଜେ ତିଆରି କଲେ ବିମାନ

ଚୀନର ଜଣେ ଚାଷୀଙ୍କର ଥିଲା ଅଜବ ଇଚ୍ଛା । ଚାଷୀ ଝୁ ୟୁଇ ବିମାନ ଉଡ଼ାଇବାର ସ୍ୱପ୍ନ ଦେଖୁଥିଲେ । କିନ୍ତୁ ଚାଷୀ ହୋଇଥିବାରୁ ତାଙ୍କର ସ୍ୱପ୍ନ ପୁରା ହୋଇପାରିନଥିଲା । ତେଣୁ ସେ ସ୍ୱପ୍ନକୁ ସାକାର କରିବା ପାଇଁ ନିଜେ ହିଁ ବିମାନ ତିଆରି କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଆଉ ବିମାନ ତିଆରି ମଧ୍ୟ…

୪୨ ଦିନ ପରେ ଖୋଲିଲା ହ୍ୟାଙ୍ଗର , କିନ୍ତୁ ୨ଟି ଉଡିବ, ଗୋଟିଏ ପୁଣି ବନ୍ଧା ହୋଇ ରହିବ ।

କନକ ବ୍ୟୁରୋ : ଡିଜସିଏର କ୍ଲିନଚିଟ୍ ପରେ ଖୋଲିଲା ବୈଜୟନ୍ତଙ୍କ ହେଲିକପ୍ଟର ହ୍ୟାଙ୍ଗର । ଦୀର୍ଘ ୪୨ ଦିନ ପରେ ଇମ୍ଫାର ସିଲ ହୋଇଥିବା ହ୍ୟାଙ୍ଗର ଖୋଲିଛି ପୁରୀ ପୋଲିସ । ଜଣେ ଏସଡିପିଓ ଓ ମେରାଇନ ଥାନା ପୋଲିସ ଆଇଆଇସିଙ୍କ ଉପସ୍ଥିତିରେ ଖୋଲାଯାଇଛି ହ୍ୟାଙ୍ଗର । ତେବେ ହ୍ୟାଙ୍ଗରରେ ଥିବା ୩ଟି…

ସ୍କୁଲରେ ନାମଲେଖା ପାଇଁ ଅନଲାଇନ୍ ତିଆରି କରିପାରିବେ ଜନ୍ମ ପ୍ରମାଣପତ୍ର ! ଜାଣନ୍ତୁ ପୁରା ପ୍ରକ୍ରିୟା . . . .

ଆଜିକା ସମୟରେ ସ୍କୁଲରେ ନାମ ଲେଖା ସମୟରେ ଜନ୍ମ ପ୍ରମାଣ ପତ୍ର ଦାଖଲ କରିବା ଜରୁରୀ ହୋଇଗଲାଣି । ଯଦି ଆପଣ ବି ନିଜ ପିଲା ପାଇଁ ଜନ୍ମ ପ୍ରମାଣପତ୍ର ତିଆରି କରିନାହାନ୍ତି, ତେବେ ଆପଣ ଘରେ ବସି ବସି ସହଜରେ ଅନଲାଇନ୍ ହିଁ ତିଆରି କରିପାରିବେ । ସ୍କୁଲରେ ନାମ ଲେଖା ଠାରୁ ଆରମ୍ଭ କରି ପାସପୋର୍ଟ…

ହକ୍ ଦାବିରେ ରାଜରାସ୍ତାକୁ ଓହ୍ଳାଇଲେ ଚାଷୀ । ଆନ୍ଦୋଳନ ପୂର୍ବରୁ ଅଟକ !

କନକ ବ୍ୟୁରୋ: ପ୍ରାଇଜ, ପ୍ରେଷ୍ଟିଜ ଓ ପେନସନ ଦାବିରେ ନବନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ । ଶତାଧିକ ଚାଷୀ ଅଟକ । କେନ୍ଦୁଝର ଟାଉନ ପୋଲିସ ଆଜି ଶତାଧିକ ଚାଷୀଙ୍କୁ ଅଟକ ରଖିଛି । ନବନିର୍ମାଣ କୃଷକ ସଂଘର ପଦଯାତ୍ରାରେ ଯୋଗଦେବାକୁ ଟ୍ରେନ ଯୋଗେ ଭୁବନେଶ୍ୱର ଯାଉଥିବା ସମୟରେ କେନ୍ଦୁଝରଗଡ…