Daily Archives

October 13, 2018

କୋର୍ଟଙ୍କ ବଡ ବୟାନ: ମହିଳାଙ୍କ ଅଭିଯୋଗ ଆଧାରରେ ଶ୍ୱଶୂର ଘରଲୋକଙ୍କୁ କରାଯାଇପାରିବନି ଅପରାଧୀ, ଘରର ସବୁ ସଦସ୍ୟଙ୍କୁ…

ଆମିଷ ରାନ୍ଧିବାକୁ କହିବା, ଓଷାବ୍ରତ କରିବାକୁ କହିବା, ଟିଭି ଦେଖିବାକୁ ମନା କରିବା କିମ୍ବା ବାହାର ଲୋକଙ୍କୁ ଘରକୁ ଡାକିବା ଉପରେ ପ୍ରତିବନ୍ଧକ ଲଗାଇବା ଭଳି ଅଭିଯୋଗ ଲଗାଇ ନଣନ୍ଦ କିମ୍ବା ପରିବାରର ବାକି ସଦସ୍ୟଙ୍କ ବିରୋଧରେ ମାନସିକ ପ୍ରତାଡନା ବା ନିର୍ଯାତନା ନେଇ ଦାଖଲ ହୋଇଥିବା ଏଫଆଇଆରକୁ…

ଶିକ୍ଷକମାନଙ୍କ ପାଇଁ ବଡ ଖବର ! ନିର୍ବାଚନ କାମରୁ ମୁକ୍ତି ଦେବା ପାଇଁ ବିଚାର କରୁଛନ୍ତି ସରକାର, ସୁଦୃଢ ହେବ ଶିକ୍ଷା…

ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଶିକ୍ଷାର ଗୁଣାବତ୍ତାରେ ସୁଧାର ଆଣିବା ପାଇଁ ଏଣିକି ସରକାର ଶିକ୍ଷକମାନଙ୍କୁ କେବଳ ଶିକ୍ଷାଦାନ କରିବା ବ୍ୟତୀତ ଅନ୍ୟ ସବୁ କାମରୁ ମୁକ୍ତି ଦେବା ପାଇଁ ଚେଷ୍ଟିତ ଅଛନ୍ତି । ଆଉ ଏଥିରେ ନିର୍ବାଚନ ସମୟରେ ଶିକ୍ଷକ ମାନେ…

ଯଦି କରିବେନି ଏହି ଗୋଟିଏ କାମ, ତେବେ ଡିସେମ୍ବର ୧ରୁ ବନ୍ଦ ହୋଇଯିବ ଏସବିଆଇ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ

ଦେଶର ସବୁଠାରୁ ବଡ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଗ୍ରାହକଙ୍କ ପାଇଁ ଏକ ମୁଖ୍ୟ ଖବର ଆସିଛି । ୧ ଡିିସେମ୍ବର ପରେ ଆପଣଙ୍କ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ବନ୍ଦ ହୋଇପାରେ । ନିଜେ ଏସବିଆଇ ଏହାର ସୂଚନା ଦେଇଛି । ଏସବିଆଇ ନିଜ ଅଫିସିଆଲ ୱେବସାଇଟ୍ onlinesbi.com ରେ ଏହାର ସୂଚନା ଦିଆଯାଇଛି ।…

ଆମେରିକା ଛାତ୍ରଛାତ୍ରୀ ଶିଖିବେ ସଂସ୍କୃତ ଓ ହିନ୍ଦି ! ବିଦେଶ ପିଲାଙ୍କୁ ରାଷ୍ଟ୍ରଭାଷା ଶିଖାଇବ ଭାରତୀୟ ଦୂତାବାସ ।

ବିଦେଶରେ ବଢିବ ଭାରତୀୟ ଭାଷାର ମର୍ଯ୍ୟାଦା । ଆମେରିକାରେ ହିନ୍ଦି ଓ ସଂସ୍କୃତ ଭାଷାର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ୱାସିଙ୍ଗଟନରେ ଥିବା ଭାରତୀୟ ଦୂତାବାସ ପକ୍ଷ୍ରୁ ଖୁବ ଶୀଘ୍ର ମାଗଣାରେ ସାପ୍ତାହିକ ଶ୍ରେଣୀ ଆରମ୍ଭ ହେବା ନେଇ ଘୋଷଣା କରାଯାଇଛି । ଦୂତାବାସରୁ ମିଳିଥିବା ସୂଚନା ଅନୁଯାୟୀ, ଏହା…

ବାରଘରର କରୁଣ କାହାଣୀ । ୭ ଘଂଟାର ସଂଘର୍ଷ ପରେ ଗ୍ରାଉଣ୍ଡ ଜିରୋରେ ପହଂଚିଲା କନକ ନ୍ୟୁଜ୍ । କ୍ୟାମେରାରେ କଏଦ ହେଲା…

କନକ ବ୍ୟୁରୋ: ତିତଲି ପ୍ରଭାବରେ ଲାଗି ରହିଥିବା ବର୍ଷା ଯୋଗୁଁ ପାହାଡ ଧସି ଗଜପତିରେ ୧୨ ଜଣ ଜୀବନ ଯାଇଛି । ଗଙ୍ଗାବାଡ ପଂଚାୟତ ବାରଘର ଗାଁ ଅଂଚଳରେ ଏହି ଅଘଟଣ ଘଟିଛି । ତିତଲି ବର୍ଷାରୁ ରକ୍ଷା ପାଇବା ପାଇଁ ୫ଟି ପରିବାରର ୧୬ଜଣ ଗୁମ୍ଫାରେ ଆଶ୍ରୟ ନେଇଥିବା ବେଳେ ପାହାଡ ଧସି ଯାଇଛି । ଆଉ ସେହି…

ଆଇଟି ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର ! ଦେଶର ସବୁଠାରୁ ବଡ଼ ସଫ୍ଟୱେର କମ୍ପାନୀର ନିଷ୍ପତି, ଚଳିତ ବର୍ଷ ୨୮ ହଜାର…

କନକ ବ୍ୟୁରୋ: ଆଇଟି ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର । ଦେଶର ସବୁଠୁ ବଡ଼ ସଫ୍ଟୱର କମ୍ପାନି ଟାଟା କନସଲଟାନ୍ସି ସର୍ଭିସେସ ବା (ଟିସିଏସ) ଏ ବର୍ଷ ପ୍ରାୟ ୨୮ ହଜାର କ୍ୟାମ୍ପସ ନିଯୁକ୍ତି ଦେବ । ବିଗତ ଦୁଇ ବର୍ଷ ହେଲା କମ୍ପାନି ବାର୍ଷିକ ହାରାହାରି ପ୍ରାୟ ୨୦ ହଜାର ନିଯୁକ୍ତି ଦେଉଥିଲା ।…